ନିମାଇଁ ପଟ୍ଟନାୟକ

ଓଡ଼ିଆ ଲେଖକ

ନିମାଇଁ ପଟ୍ଟନାୟକ (୧୯୩୭-୨୦୧୪) ଜଣେ ଓଡ଼ିଆ ଅଧ୍ୟାପକ, କବି, ଗାଳ୍ପିକ, ସାହିତ୍ୟ ସମାଲୋଚକ ଥିଲେ [୧]

ନିମାଇଁ ପଟ୍ଟନାୟକ
Born୧୯୩୭
ବ‍ଉଳ ସାହି, ନୟାଗଡ
Died୨୦୧୪
Nationalityଭାରତୀୟ
Educationଓଡ଼ିଆ ସାହିତ୍ୟରେ ଏମ.ଏ.
Occupationଅଧ୍ୟାପନା
Awardsଝଙ୍କାର ପୁରସ୍କାର

ପ୍ରକାଶିତ ପୁସ୍ତକ ସମ୍ପାଦନା

ଗଳ୍ପ ସଂକଳନ ସମ୍ପାଦନା

  • ପଦ୍ମ ତୋଳା - ୧୯୬୬ (ଫ୍ରେଣ୍ଡସ ପବ୍ଲିସରସ, କଟକ)
  • ଅନ୍ଧାରର ମୁହଁ - ୧୯୬୬ (ଫ୍ରେଣ୍ଡସ ପବ୍ଲିସରସ, କଟକ)
  • ନୀଳ ସପନର ଅଭିଷେକ - ୨୦୦୧ (ଫ୍ରେଣ୍ଡସ ପବ୍ଲିସରସ, କଟକ)
  • ନିଜ ସହ ନିଜର ସମ୍ପର୍କ - ୨୦୦୨ (ବିଦ୍ୟା ପ୍ରକାଶନ, କଟକ)[୨]
  • ନିଧୂନିତ ନିନାଦ - ୨୦୦୬(ଚନ୍ଦ୍ରମଣି ପଟ୍ଟନାୟକ, ଖୋର୍ଦ୍ଧା)

ଅନ୍ୟାନ୍ୟ ସମ୍ପାଦନା

  • ସମସାମୟିକ କ୍ଷୁଦ୍ରଗଳ୍ପ - ୧୯୭୨ (ଉମା ପ୍ରକାଶିନୀ, କଟକ)
  • ଅମୂର୍ତ୍ତ ମନର ମୂର୍ତ୍ତ ଭାସ୍କର - ୨୦୦୭ (ନୟାଗଡ଼ ଦାରୁଭୂତ ସାଂସ୍କୃତିକ ପରିଷଦ)
  • ବଂଶୀସ୍ୱନ - ୨୦୦୪(ବାଲେଶ୍ୱର ଅଭିଷେକ ପ୍ରକାଶନୀ)
  • ଧରଣୀ ଆଖିରେ ଲୁହ - ୨୦୧୪ (ଜ୍ଞାନଦୀପ ପବ୍ଲିକେଶନ,କଟକ)
  • ମହାଦୀପ - ୨୦୦୫ (ପ୍ରତିମା ପଟ୍ଟନାୟକ, କଟକ)[୩]

ପୁରସ୍କାର ଓ ସମ୍ମାନ ସମ୍ପାଦନା

  • ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୮୩ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୪]
  • ଫକୀର ମୋହନ କ୍ଷୁଦ୍ରଗଳ୍ପ ସମ୍ମାନ, ୨୦୦୮ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)

ଆଧାର ସମ୍ପାଦନା

  1. ମିଶ୍ର, ଗଣେଶ୍ୱର (2007). ସ୍ୱାଧୀନତ ପରବର୍ତ୍ତୀ ଓଡ଼ିଆ କ୍ଷୁଦ୍ର ଗଳ୍ପ (ପ୍ରଥମ ed.). ନୂଆ ଦିଲ୍ଲୀ: ନ୍ୟାସନାଲ ବୁକ ଟ୍ରଷ୍ଟ, ଇଣ୍ଡିଆ. p. ୨୯୭. ISBN 978-81-237-5143-6.
  2. "Search Page". National Library of India. National Library of India. Retrieved 3 October 2018.
  3. "opac.nationallibrary.gov.in/cgi-bin/gw/chameleon". National Library. Retrieved 3 October 2018.
  4. "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୨ ଜୁନ ୨୦୨୧. {{cite web}}: Check date values in: |accessdate= (help)