ସ୍ମିତା ମହାନ୍ତି
ଓଡ଼ିଆ ଅଭିନେତ୍ରୀ
ସ୍ମିତା ମହାନ୍ତି ଜଣେ ଓଡ଼ିଆ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ଓଡ଼ିଆ କଥାଚିତ୍ର ଏବଂ ଧାରାବାହିକରେ ଅଭିନୟ କରନ୍ତି ।[୧] ସେ ୧୯୯୬ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ କତାହଚିତ୍ର ଥିଲା ଯଶୋଦା । ଏହାପରେ ସେ ବାପା, ଜୀବନ ସାଥୀ, ପବିତ୍ର ବନ୍ଧନ, କଳ୍କୀ ଅବତାର, କୃଷ୍ଣା କାବେରୀ ଭଳି କଥାଚିତ୍ରରେ ନାୟିକା ଭାବରେ ଅଭିନୟ କରିଥିଲେ । ପରବର୍ତ୍ତୀ ସମୟରେ ସେ ବନ୍ଦେ ଉତ୍କଳ ଜନନୀ, ତୁମେ ହିଁ ସାଥୀ ମୋରେ, ଆମ ଭିତରେ କିଛି ଅଛି, ଆସିବୁ କବେ ସାଜି ମୋ ରାଣୀ, କିଏ ସେ ଡାକୁଛି କୋଉଠି ମତେ, ଲଭ୍ ମାଷ୍ଟର, ଆଖିରେ ଆଖିରେ, ତୁ ମୋ ଗାର୍ଲଫ୍ରେଣ୍ଡ ଭଳି କଥାଚିତ୍ରରେ ଚିରିତ୍ର ଅବିନେତ୍ରୀ ଭାବରେ ଅଭିନୟ କରିଥିଲେ । ସ୍ମିତା ଓଡ଼ିଆ କଥାଚିତ୍ର ବ୍ୟତୀତ ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି । ଇ ଟିଭି ଓଡ଼ିଆରେ ତାଙ୍କ ଅଭିନୀତ ଓଡ଼ିଆ ଧାରାବାହିକ ମାଉସୀ ସେ ସମୟରେ ବହୁତ ଲୋକପ୍ରିୟ ହୋଇଥିଲା ।
ସ୍ମିତା ମହାନ୍ତି | |
---|---|
ଜନ୍ମ ଓ ଜନ୍ମସ୍ଥାନ | ପୁରୀ, ଓଡ଼ିଶା |
ଜୀବିକା | (ଓଡ଼ିଆ) ଅଭିନେତ୍ରୀ |
କାର୍ଯ୍ୟକାଳ | ୧୯୯୬ରୁ-ଏବେଯାଏଁ |
ଅଭିନୀତ କଥାଚିତ୍ରସମ୍ପାଦନ କରନ୍ତୁ
ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୨୧ | ଦୁର୍ଗତିନାଶିନୀ ୨ | ||
୨୦୧୯ | ଫ୍ରମ୍ ମି ଟୁ ୟୁ | ||
୨୦୧୮ | ଯୋଗୀ (ଓଡ଼ିଆ କଥାଚିତ୍ର) | ||
୨୦୧୭ | ମିଠା ମିଠା | ||
୨୦୧୪ | ଆଖିରେ ଆଖିରେ | ଜୟା | |
୨୦୧୩ | ତୁ ମୋ ଦେହର ଛାଇ | ||
୨୦୧୨ | ଲଭ୍ ମାଷ୍ଟର | ଶଶିରେଖା | |
୨୦୧୧ | କିଏସେ ଡାକୁଛି କୋଉଠି ମତେ | ||
୨୦୧୦ | ଆସିବୁ କେବେ ସାଜି ମୋ ରାଣୀ | ||
ତୁ ମୋ ଗାର୍ଲ୍ ଫ୍ରେଣ୍ଡ୍ | |||
ଆମ ଭିତରେ କିଛି ଅଛି | |||
୨୦୦୯ | ତୁମେ ହିଁ ସାଥୀ ମୋର | ||
୨୦୦୮ | ବନ୍ଦେ ଉତ୍କଳ ଜନନୀ | ଶ୍ୱେତା ଦାସ | |
୧୯୯୯ | କୃଷ୍ଣା କାବେରୀ | ସୁନନ୍ଦା | |
କଳ୍କୀ ଅବତାର | |||
ପବିତ୍ର ବନ୍ଧନ | ବର୍ଷା | ||
୧୯୯୮ | ସୁନା ପାଲିଙ୍କି | ||
୧୯୯୭ | ଜୀବନସାଥୀ | ||
ବାପା | |||
୧୯୯୬ | ଯଶୋଦା | ||
ବସୁଧା | ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ |
ଅଭିନୀତ ଧାରାବାହିକସମ୍ପାଦନ କରନ୍ତୁ
ଧାରାବାହିକ | ଚେନାଲ | ଭୂମିକା |
---|---|---|
ମାଉସୀ | ଇ ଟିଭି ଓଡ଼ିଆ |
ଆଧାରସମ୍ପାଦନ କରନ୍ତୁ
- ↑ "Now, an Odia remake of 'Devdas' - OrissaPOST". Odisha News, Odisha Latest news, Odisha Daily - OrissaPOST. 4 August 2019. Retrieved 10 February 2020.
ବାହାର ଆଧାରସମ୍ପାଦନ କରନ୍ତୁ
- ସ୍ମିତା ମହାନ୍ତି (ଇଣ୍ଟରନେଟ ମୁଭି ଡାଟାବେସରେ)