ସେନାପତି ପ୍ରଦ୍ୟୁମ୍ନ କେଶରୀ
ଓଡ଼ିଆ କବି
ସେନାପତି ପ୍ରଦ୍ୟୁମ୍ନ କେଶରୀ ଜଣେ ଓଡ଼ିଆ କବି ।[୧] ସାହିତ୍ୟ ସର୍ଜନା ନିମନ୍ତେ ସେ ବସନ୍ତ ମୁଦୁଲି କବିତା ପୁରସ୍କାର (୧୯୯୪), କୈଳାଶ ଲେଙ୍କା ସ୍ମୃତି ପୁରସ୍କାର ଆଦି ଅନେକ ସମ୍ମାନରେ ସମ୍ମାନୀତ ।
ସେନାପତି ପ୍ରଦ୍ୟୁମ୍ନ କେଶରୀ | |
---|---|
ଜନ୍ମ | ୩ ଜୁଲାଇ ୧୯୫୯ |
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତ |
ବୃତ୍ତି | କବି |
ବୈବାହିକ-ସାଥୀ | ନର୍ମଦା ନିଳୋତ୍ପଳା |
ରଚନାବଳୀ
ସମ୍ପାଦନା- ମହୁମୁହାଣ
- ଅଲଗା ଅଯୋଦ୍ଧା
- ଖେଳଛୁଟିର ଖରା
- ପାପତୃଷ୍ଣା
- ଧୂଳିବେଶ
- ଭାଜ୍ୟଭାଜକ
- ପୁରାଣ ନଦୀ
- ପୋଯାତ୍ରା[୨]
ଆଧାର
ସମ୍ପାଦନା- ↑ "କେନ୍ଦ୍ର ସାହିତ୍ୟ ଏକାଡ଼େମୀର ଓଡ଼ିଆ କବିତା ପାଠୋତ୍ସବ" (PDF). www.indiaculture.gov.in. indiaculture.gov.in. Archived from the original (PDF) on 1 April 2024. Retrieved 1 April 2024.
- ↑ "ଭୁବନେଶ୍ବର ସାହିତ୍ୟ ସମାଜର 'ଶୀତ ଉତ୍ସବ': ସେନାପତି ପ୍ରଦ୍ୟୁମ୍ନ କେଶରୀଙ୍କୁ 'କୈଳାସ ଲେଙ୍କା ସମ୍ମାନ' ଏବଂ ରମାକାନ୍ତ ସାମନ୍ତରାୟଙ୍କୁ 'ଦୀନନାଥ ପାଠୀ ସମ୍ମାନ'". www.samajalive.in. ସମାଜ. Archived from the original on 1 April 2024. Retrieved 1 April 2024.