ଅଦ୍ୱୈତ ମହାନ୍ତି

ଭାରତୀୟ ଓଡ଼ିଆ-ଭାଷୀ ଲେଖକ
(ଅଦ୍ଵୈତ ମହାନ୍ତିରୁ ଲେଉଟି ଆସିଛି)

ଅଦ୍ୱୈତ ମହାନ୍ତି (ଜନ୍ମ: ୨୦ ଜାନୁଆରୀ ୧୯୪୨) ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି, ଗାଳ୍ପିକ, ନାଟ୍ୟକାର, ଔପନ୍ୟାସିକ ଓ ପତ୍ରିକା ସମ୍ପାଦକ । ତାଙ୍କ ଲେଖାରେ ମନନଶୀଳତା, ଧାର୍ମିକ ସହନଶୀଳତା, ଜାତୀୟ ସଂହତି ଓ ମାନବିକ ମୂଲ୍ୟବୋଧକୁ ନେଇ ରଚିତ ।

ଅଦ୍ୱୈତ ମହାନ୍ତି
ଜନ୍ମ ଓ ଜନ୍ମସ୍ଥାନ୧୯୪୨
ଆଳକଣା, କେନ୍ଦ୍ରାପଡ଼ା ଜିଲ୍ଲା, ଓଡ଼ିଶା
ଭାଷାଓଡ଼ିଆ
ଜାତୀୟତା ଭାରତୀୟ
ବିଷୟନାଟକ, ଗପ, ଏକାଙ୍କିକା

ଅଦ୍ୱୈତ ମହାନ୍ତି ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାସ୍ଥିତ ଆଳକଣାରେ ୧୯୪୨ ଜାନୁଆରୀ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ ।

ରଚନାବଳୀ

ସମ୍ପାଦନା
  • ଈଶ୍ୱରଙ୍କ ଠିକଣା
  • ସୁବର୍ଣ୍ଣରେଖା
  • ମା’
  • ତରଙ୍ଗ

ମାନସମ୍ମାନ

ସମ୍ପାଦନା

ସେ ୧୯୬୯ରେ ପ୍ରବନ୍ଧ ରଚନା ପାଇଁ ପ୍ରଜାତନ୍ତ୍ର ପ୍ରଚାର ସମିତିରୁ ବିଷୁବ ପୁରସ୍କାର ପାଇଥିଲେ ।