ଓଡ଼ିଆ ଖାଦ୍ୟ ଓଡ଼ିଶାରେ ରନ୍ଧା ଓ ଖିଆଯାଉଥିବା ଖାଦ୍ୟକୁ ବୁଝାଇଥାଏ । ସ୍ଥାନ ଅନୁସାରେ ଖାଦ୍ୟ ତିଆରିରେ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିଥାଏ ।

ସାଧାରଣ ଓଡ଼ିଆ ରାନ୍ଧଣା ସମ୍ପାଦନ କରନ୍ତୁ

ଚାଉଳ ତିଆରି ସମ୍ପାଦନ କରନ୍ତୁ

ଡାଲି ଓ ଅନ୍ୟ ଶସ୍ୟ ତିଆରି ସମ୍ପାଦନ କରନ୍ତୁ

ତରକାରୀ ସମ୍ପାଦନ କରନ୍ତୁ

ନିରାମିଷ ସମ୍ପାଦନ କରନ୍ତୁ

ଆମିଷ ସମ୍ପାଦନ କରନ୍ତୁ

ଭଜା ସମ୍ପାଦନ କରନ୍ତୁ

ନିରାମିଷ ସମ୍ପାଦନ କରନ୍ତୁ

ତନ୍ଦୁର୍ ସମ୍ପାଦନ କରନ୍ତୁ

ତେଲ ଭଜା ସମ୍ପାଦନ କରନ୍ତୁ

ନିରାମିଷ ସମ୍ପାଦନ କରନ୍ତୁ

ଆମିଷ ସମ୍ପାଦନ କରନ୍ତୁ

ଚଟଣୀ ସମ୍ପାଦନ କରନ୍ତୁ

ପଣା ଓ ସର୍ବତ ସମ୍ପାଦନ କରନ୍ତୁ

ପାନୀୟ ସମ୍ପାଦନ କରନ୍ତୁ

ସୁପ୍ ସମ୍ପାଦନ କରନ୍ତୁ

କଫି ସମ୍ପାଦନ କରନ୍ତୁ

ଶେକ୍ ସମ୍ପାଦନ କରନ୍ତୁ

ଚଟଣୀ ସମ୍ପାଦନ କରନ୍ତୁ

ଲସୀ ସମ୍ପାଦନ କରନ୍ତୁ

ପିଠା ଓ ମିଠା ସମ୍ପାଦନ କରନ୍ତୁ

ପିଠା ସମ୍ପାଦନ କରନ୍ତୁ

ମିଠା ସମ୍ପାଦନ କରନ୍ତୁ

ଆଚାର ସମ୍ପାଦନ କରନ୍ତୁ

ଓଡ଼ିଶାର ଜିଲ୍ଲାମାନଙ୍କରେ ଜଣାଶୁଣା ଖାଦ୍ୟ ସମ୍ପାଦନ କରନ୍ତୁ

କ୍ରମାଙ୍କ ଜିଲ୍ଲାର ନାମ ଖାଦ୍ୟ
ଅନୁଗୁଳ ବାଉଁଶ ପୋଡ଼ା କୁକୁଡ଼ା ମାଂସ
ବରଗଡ଼ ଚାଉଳ ବରା
ଭଦ୍ରକ ପାଳୁଅ ଲଡ଼ୁ,ଛେନା ମୁଡ଼ୁକି
ବାଲେଶ୍ୱର କ୍ଷୀରଗଜା
ବଲାଙ୍ଗୀର ଚାଉଳ ବରା, ଗୁଡ଼ ବରା
ବୌଦ୍ଧ ଚକା ପିଠା,
କଟକ ଦହିବରା-ଆଳୁଦମ, ସାଲେପୁର ରସଗୋଲା
ଦେଓଗଡ଼ କରଡ଼ି,
ଢେଙ୍କାନାଳ ବିରି ବରା, ରସଗୋଲା
୧୦ ଗଜପତି ଚକୁଳି ପିଠା
୧୧ ଗଞ୍ଜାମ ଧନୁମୁଆଁ, ବଡ଼ି, ଚିଙ୍ଗୁଡ଼ି, ପାମ୍ପଡ଼, ଦାନ୍ତିକିଲି, ଆଚାର, ଚଲ୍ହା, ଚାରୁ।
୧୨ ଜଗତସିଂହପୁର ଏଣ୍ଡୁରି ପିଠା, ପାରାଦ୍ୱୀପ ଶୁଖୁଆ
୧୩ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ପେଡ଼ା, ଡାଲି ଗଜା
୧୪ ଝାରସୁଗୁଡ଼ା ଦହି ଜିଲାପି, ପେଡ଼ା
୧୫ କଳାହାଣ୍ଡି କରଡ଼ି, ଆମ୍ବିଳ
୧୬ କନ୍ଧମାଳ ଶୁଖା ଝୁରି, ପାତାଲ ଘାଣ୍ଟ
୧୭ କେନ୍ଦ୍ରାପଡ଼ା ରସାବଳି, ମାଣିକପାଟଣା ବସାଦହି
୧୮ କେନ୍ଦୁଝର ମାଲପୁଆ, ଫୁଲବଡ଼ି, ଆରିସା ପିଠା
୧୯ ଖୋର୍ଦ୍ଧା ପାହାଳ ରସଗୋଲା, ଭୁବନେଶ୍ୱର କୋରା ଖଇ
୨୦ କୋରାପୁଟ ବାଲସା ପିଠା, ଅମାଟ ଶାଗ
୨୧ ମାଲକାନଗିରି ଦହି ମାଛ, ସଲବ
୨୨ ମୟୁରଭଞ୍ଜ ବାରିପଦା ମୁଢିମାଂସ
୨୩ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବୁନ୍ଦି
୨୪ ନବରଙ୍ଗପୁର ଜିଲ୍ଲା ଗୁଣ୍ଡୁରୀ ମାଂସ ତରକାରୀ
୨୫ ନୟାଗଡ଼ ଜିଲ୍ଲା ଛେନାପୋଡ଼, ସୁନାଖଳା ଶୁଖୁଆ
୨୬ ପୁରୀ ଜିଲ୍ଲା ଡାଲମା, କ୍ଷୀରା, ନିମାପଡ଼ା ଛେନାଝିଲି
୨୭ ରାୟଗଡ଼ା ଜିଲ୍ଲା ଚକୁଳି ପିଠା, ରସମ୍ (ଚାରୁ ପାଣି)
୨୮ ସମ୍ବଲପୁର ଜିଲ୍ଲା ଗୋଶାଳା ରସଗୋଲା, ହେଣ୍ତୁଆ
୨୯ ସୋନପୁର ଜିଲ୍ଲା ମୁଗ ଡାଲି, ମାଛ ପୁରୁଗ, ମସଲା ବରା
୩୦ ସୁନ୍ଦରଗଡ଼ ଜିଲ୍ଲା ବାଉଂଶ ପୋଡ଼ା ଛେଳିମାଂସ, ଚକେଲ ବରା

ବାହାର ଆଧାର ସମ୍ପାଦନ କରନ୍ତୁ

  • Banerjee, Soity. "Food Yatra, A taste of the familiar and the eccentric in orissa's capital". Outlook Traveller (in English). Bhubaneswar: The Outlook Group. {{cite news}}: Check |authorlink= value (help); Cite has empty unknown parameter: |pmd= (help); External link in |authorlink= (help); More than one of |author= and |last= specified (help)CS1 maint: unrecognized language (link)