ପୋସ୍ତ ତରକାରୀ
ପୋସ୍ତ ତରକାରୀ ଭାରତର ଓଡ଼ିଶାରେ ରନ୍ଧାଯାଉଥିବା ଏକ ପରିବା ତରକାରୀ । ଏହା ମୁଖ୍ୟତଃ ନାନା ପ୍ରକାର ପରିବାକୁ ପୋସ୍ତ ବେସର ବଟା ସହିତ ମିଶାଇ ରନ୍ଧାଯାଇଥାଏ ।[୧]
ଆରମ୍ଭ | |
---|---|
ମୂଳ ଜାଗା | ଭାରତ |
ଅଞ୍ଚଳ | ଓଡ଼ିଶା |
ଖାଇବାର ସବିଶେଷ | |
ମୂଳ ଉପାଦାନ | ଆଳୁ, ଜହ୍ନି, ବାଇଗଣ, ପୋସ୍ତ ବେସର |
ଉପାଦାନ
ସମ୍ପାଦନାପ୍ରକାର
ସମ୍ପାଦନା- ଆଳୁ-ପୋସ୍ତ ତରକାରୀ:
- ଏହା ଆଳୁ ଓ ପିଆଜ, ରସୁଣ, ଅଦା, ଫୁଟଣ ଓ ଲଙ୍କା ସହ ପୋସ୍ତ ବେସରରେ ଛୁଙ୍କ ଦେଇ ତିଆରି କରାଯାଇଥାଏ ।ଏହା ଓଡ଼ିଶାର ଏକ ପାରମ୍ପାରିକ ଖାଦ୍ୟ[୨]
- ମିଶା ପରିବା ପୋସ୍ତ ତରକାରୀ:
- ଆଳୁ, କୁନ୍ଦୁରି, ବାଇଗଣ ଓ ବିନ୍ସ ଆଦି ପରିବାସବୁକୁ ମିଶାଇ ସିଝାଯାଇ ତାହାକୁ ପିଆଜ, ରସୁଣ, ଅଦା, ଫୁଟଣ ଓ ଲଙ୍କା ଛୁଙ୍କ ଦେଇ ଏହା ତିଆରି କରାଯାଇଥାଏ ।[୩]
- ପୋସ୍ତଦିଆ ବେସନ ତରକାରୀ: ଏହା ପୋସ୍ତରେ ବହଳିଆଝୋଳ କରାଯାଇ ସେଥିରେ ବେସନରେ ତିଆରି ଛୋଟ ଛୋଟ ଖଣ୍ଡକୁ ଭାଜି ପକାଯାଇ ତିଆରି କରାଯାଇଥାଏ ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ Nath, Pranati ପୋସ୍ତଦିଆ ବେସନ ତରକାରୀ | Posta-besana Tarakari. 11 January 2011
- ↑ http://books.google.co.in/books?id=4CObR5YkAjUC&pg=PT659&dq=posta+curry+orissa&hl=en&sa=X&ei=OVXPT_aJBZG0rAf0ppicDA&redir_esc=y#v=onepage&q=posta%20curry%20orissa&f=false
- ↑ Misa Pariba Posta Tarkari Archived 2012-11-22 at the Wayback Machine..September 1, 2007