ଚିଙ୍ଗୁଡ଼ି ଝୋଳ ବା ଚୁଙ୍ଗୁଡ଼ି ଝୋଳ (English: Chingudi Jhola) ଝୋଳ ଥିବା ମସଲା ଦିଆ ଚିଙ୍ଗୁଡ଼ି ତରକାରି । ଏହି ଖାଦ୍ୟଟି ଓଡ଼ିଶାରେ ବିଶେଷ କରି ସମୁଦ୍ର ଓ ନଦୀ କୁଳିଆ ଜାଗାର ଲୋକମାନେ ଖାଆନ୍ତି ।

ଚିଙ୍ଗୁଡ଼ି ଝୋଳ
ଚିଙ୍ଗୁଡି ଝୋଳ
ପରଷାSeafood curry
ମୂଳ ସ୍ଥାନଭାରତ
ଅଞ୍ଚଳ ବା ରାଜ୍ୟଓଡ଼ିଶା
ମୁଖ୍ୟ ଉପାଦାନଚିଙ୍ଗୁଡ଼ି, ବେସର, ମସଲା

ପ୍ରସ୍ତୁତି ସମ୍ପାଦନା

ପ୍ରଥମେ ଚିଙ୍ଗୁଡ଼ିକୁ ଧୋଇ ଚୋପା ଛଡେଇଦେଲା ପରେ ଏହାକୁ ଶୋରିଷ ତେଲରେ ଭଜାଯାଏ, ତାପରେ ଏକ ପାତ୍ରରେ ଟିକେ ଗରମ ମସଲା ଓ ଡାଳଚିନି ମିଶାଇ ଏକ ଝୋଳ ପ୍ରସ୍ତୁତ କରି ଭଜାଯାଇଥିବା ଛିଙ୍ଗୁଡ଼ି ମିଶାନ୍ତୁ ଏହିପରି ତରକାରିଟି ପ୍ରସ୍ଥୁତ ହୁଏ । କେତେକ ସ୍ଥାନରେ ଚିଙ୍ଗୁଡି ଝୋଳ ନଡ଼ିଆ ଓ କାଜୁ ବଟା ମିଶାଯାଏ । ଚିଙ୍ଗୁଡ଼ି ଝୋଳରେ ବିଶେଷ୍ କରି ଟମାଟ ଓ ଅଦା ରସୁଣ ବଟା ଓ କଞ୍ଛା ଲଙ୍କା ପଡ଼ିଥାଏ ଏହା ତରକାରିକୁ ନାଲି ଓ ମସଲା ସ୍ୱାଦ ବନାଇଥାଏ ।

ଆଧାର ସମ୍ପାଦନା

ବାହାର ଆଧାର ସମ୍ପାଦନା