ଛେନାଗଜା ଛେନା ଓ ଚିନି, ସୁଜି (ସେମୋଲିନା)ରୁ ତିଆରି ଏକ ଓଡ଼ିଆ ମିଠା । ଏହା ଛେନା ଓ ଚିନି, ସୁଜିକୁ ମିଶାଇ ଲମ୍ବାଳିଆ ଆକାରର ଗଜା ତିଆରି ତିଆରି କରାଯାଇ ତାହାକୁ ଛଣାହେଲା ପରେ ଚିନିସିରାରେ ରଖାଯାଇ ଖିଆଯାଇଥାଏ । ଭୁବନେଶ୍ୱର ନିକଟରେ ଥିବା ପାହାଳରେ ଭଲ କିସମର ଛେନାଗଜା ମିଳିଥାଏ ।[୧]

ଛେନାଗଜା
ଛେନାଗଜା
ଆରମ୍ଭ
ଅଲଗା ନାଆଁଛେନାଗଜା
ମୂଳ ଜାଗାଓଡ଼ିଶା
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ମୂଳ ଉପାଦାନଛେନା, ଚିନି, ସୁଜି
ପାହାଳର ଛେନାଗଜା

ଉପାଦାନସମ୍ପାଦନ କରନ୍ତୁ

  • ଛେନା
  • ଚିନି
  • ସୁଜି (ସେମୋଲିନା)

ଆଧାରସମ୍ପାଦନ କରନ୍ତୁ

  1. "The Sweet Bypass On NH5". UpperCrust.

ବାହାର ଲିଙ୍କସମ୍ପାଦନ କରନ୍ତୁ