ମୁଢ଼ି

(ମୁଢ଼ି)ଏକ ପ୍ରକାରର ଖାଦ୍ୟ ଯାହାକୁ ଚାଉଳରୁ ପ୍ରସ୍ତୁତ କରାଯାଏ।

ମୁଢ଼ି ଚାଉଳରୁ ତିଆରି କରାଯାଉଥିବା ଏକ ଖାଦ୍ୟ । ଏହା 'ଭୁଜା' ନାମରେ ମଧ୍ୟ ପରିଚିତ । ମୁଢ଼ି ଚାଉଳକୁ ଭଜାଯାଇ ଏହା ତିଆରି କରାଯାଇଥାଏ । ମୁଢ଼ି ଓଡ଼ିଶାର ଏକ ପ୍ରଧାନ ଖାଦ୍ୟ ।[୧]

ମୁଢ଼ି

ପ୍ରସ୍ତୁତି ପ୍ରଣାଳୀସମ୍ପାଦନ କରନ୍ତୁ

 
ମୁଢ଼ି

ପ୍ରଥମେ ଧାନରୁ ଚାଉଳ ତିଆରି କରାଯାଏ । ତାହାପରେ ସେହି ଚାଉଳକୁ ଲୁଣ ପାଣିରେ କିଛି ଘଣ୍ଟା ରଖାଯାଇ ହାଣ୍ଡିକୁ ଚୁଲିରେ ବସାଇ ସେହି ଗରମ ହାଣ୍ଡିରେ ପକାଇ ଭାଜି କରି ମୁଢ଼ି ତିଆରି କରାଯାଏ ।

ବ୍ୟବହାରସମ୍ପାଦନ କରନ୍ତୁ

 
ବାରିପଦାର ଝାଲ୍ ମୁଢ଼ି

ମୁଢ଼ି ମୟୁରଭଞ୍ଜ ଜିଲ୍ଲାର ସର୍ବାଧିକ ଲୋକପ୍ରିୟ ଖାଦ୍ୟ ହେଲେ ସୁଦ୍ଧା[୨] ଏହା ଓଡ଼ିଶା ସାରା ଜଳଖିଆ ଭାବେ ଖିଆ ଯାଏ । [୩].

ଆଧାରସମ୍ପାଦନ କରନ୍ତୁ

  1. Baripada Mudhi- A Process Note
  2. Singha, Minati. "Mudhi to be a part of global 'Make in India' campaign". The Times of India. Retrieved 3 August 2015.
  3. Oriya: 12. Food