ଦ‌ହିବୁନ୍ଦି

ଭାରତୀୟ ଖାଦ୍ୟ

ଦ‌ହିବୁନ୍ଦି ଏକ ଜଣାଶୁଣା ଖାଦ୍ୟ ଅଟେ । ଏହାର ପ୍ରସ୍ତୁତି ପ୍ରଣାଳୀ ସ‌ହଜ ଅଟେ। ଏଥିରେ ମୂଖ୍ୟ ଉପାଦାନ ଦ‌ହି ଏବଂ ବୁନ୍ଦି ଅଟେ । ପ୍ରଥମେ ଦ‌ହିକୁ ଭଲସେ ଫେଣ୍ଟା ଯାଏ ।[୧] ସେଥିରେ ବୁନ୍ଦି ଏବଂ ବିଭିନ୍ନ ମସଲା (ଜିରା ପାଉଡର,କଳା ଲୁଣ, ଲଙ୍କା ଗୁଣ୍ଡ, କଳା ଲଙ୍କା ଗୁଣ୍ଡ) ପକାଯାଏ । ଏହାପରେ ଧନିଆ ପତ୍ର ପକାଇ ଭଲସେ ମିଶାଯାଇ ପ୍ରସ୍ତୁତ କରାଯାଏ ।[୨]

ଦ‌ହିବୁନ୍ଦି
ଦ‌ହିବୁନ୍ଦି
ଦ‌ହିବୁନ୍ଦି
ମୂଳ ସ୍ଥାନଭାରତ
ଅଞ୍ଚଳ ବା ରାଜ୍ୟଓଡ଼ିଶା
ମୁଖ୍ୟ ଉପାଦାନଦ‌ହି, ବୁନ୍ଦି

ଏହାକୁ ପଲଉ, ଭାତ କିମ୍ବା ବିରିୟାନି ସ‌ହିତ ପରଷା ଯାଏ ।

ଗ୍ୟାଲେରି ସମ୍ପାଦନା

ଆଧାର ସମ୍ପାଦନା