ସନ୍ତୁଳା ଭାରତର ଓଡ଼ିଶାରେ ରନ୍ଧାଯାଉଥିବା ଏକ ପରିବା ତରକାରୀ । ଏହା ମୁଖ୍ୟତଃ ନାନା ପ୍ରକାର ପରିବାକୁ ମିଶାଇ ରନ୍ଧାଯାଇଥାଏ ।[୧]

ସନ୍ତୁଳା
ସନ୍ତୁଳା
ଆରମ୍ଭ
ମୂଳ ଜାଗାଭାରତ
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ମୂଳ ଉପାଦାନଆଳୁ, ବାଇଗଣ, କଦଳୀ, ସଜନା ଛୁଇଁ

ଉପାଦାନ ସମ୍ପାଦନା

  • ବାଇଗଣ
  • ଆଳୁ
  • ବୋଇତାଳୁ/ ବୋଇତି କଖାରୁ
  • ସଜନା ଛୁଇଁ
  • ବଡ଼ି

ପ୍ରକାର ସମ୍ପାଦନା

  • ଭଜା ସନ୍ତୁଳା:
ଏହା ନାନା ପ୍ରକାର ପରିବାକୁ ମିଶାଯାଇ ସେସବୁକୁ ଭାଜିକରି ତିଆରି କରାଯାଇଥାଏ ।
  • ସିଝା ସନ୍ତୁଳା:
ପରିବାସବୁକୁ ମିଶାଇ ସିଝାଯାଇ ତାହାକୁ ପିଆଜ, ରସୁଣ, ଅଦା, ଫୁଟଣ ଓ ଲଙ୍କା ଛୁଙ୍କ ଦେଇ ଏହା ତିଆରି କରାଯାଇଥାଏ ।
  • ପାଣି ସନ୍ତୁଳା: ଏହା ଏକ ପ୍ରକାରର ସିଝା ସନ୍ତୁଳା । ମାତ୍ର ଏଥିରେ ପାଣି ଅଂଶ ବେଶୀ ଥାଏ । ଏହାକୁ ଭାତ, ଚକୁଳି ଓ ରୁଟି ସହ ଖିଆଯାଏ ।
  • ଶୁଖିଲା/କାଦୁଅ ସନ୍ତୁଳା: ଏହା ଏକ ପ୍ରକାରର ସିଝା ସନ୍ତୁଳା । ମାତ୍ର ଏଥିରେ ପାଣି ଅଂଶ ଆଦୌ ନ ଥାଏ । ଏହାକୁ ରୁଟି, ପୁରି ଓ ପରଟା ସହ ଖିଆଯାଏ ।

ଆଧାର ସମ୍ପାଦନା

ବାହାର ଲିଙ୍କ ସମ୍ପାଦନା

  1. Bharat Ek Bhoj - Times of India Publications
  2. http://www.oriyanari.com/id2.html#name2
  3. http://www.vahrehvah.com/Santula:533 Archived 2011-09-05 at the Wayback Machine.
  4. http://www.odiakitchen.com Archived 2011-05-09 at the Wayback Machine.
  5. http://food.sify.com/vegrecipes/ingredient/vegetables/carrot/Santula_Oriyagharna-142624 Archived 2016-03-09 at the Wayback Machine.