ଏହି ଲେଖାଟି ଦହିବରା ବାବଦରେ । ବାକିସବୁ ପାଇଁ, ବରାଦହିବରା-ଆଳୁଦମ ଦେଖନ୍ତୁ ।

ଦହିବରା
ଦହିବରା
ଆରମ୍ଭ
ଅଞ୍ଚଳଓଡ଼ିଶା, ଦକ୍ଷିଣ ଭାରତ
ଖାଇବାର ସବିଶେଷ
ଖାଇବାର ମେଳଣଦହିବରା-ଆଳୁଦମ
ବାଢ଼ିବାର ତାତିଥଣ୍ଡା
ମୂଳ ଉପାଦାନବରା, ଦହି

ଦହିବରା ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ[୧] ଯାହା ବରାକୁ ଦହିରେ ପକାଇ ତିଆରି କରାଯାଇଥାଏ । ଓଡ଼ିଶା ବାଦ ଏହା ଦକ୍ଷିଣ ଭାରତରେ ଖୁବ ଜଣାଶୁଣା ଓ ଭାରତର ବାକି ଅଞ୍ଚଳରେ ମଧ୍ୟ ଖିଆଯାଇଥାଏ । ଓଡ଼ିଶାର କଟକ ସହର ଦହିବରା ପାଇଁ ଖ୍ୟାତିଲାଭ କରିଛି ।

ଉପାଦାନ ସମ୍ପାଦନା

ପ୍ରଣାଳୀ ସମ୍ପାଦନା

ବରାକୁ ଛଣାହେବା ପରେ କିଛି ସମୟ ଦହି ମିଶା ଲୁଣ ପାଣିରେ ପାଣିରେ ପକାଇ ଦିଆଯାଇଥାଏ । ବରା ସବୁ ପାଣିରେ ଭିଜିଗଲେ ସେଥିରେ ଦହି ମିଶାଯାଇଥାଏ । ଏହା ଉପରେ ଭୃଷୁଙ୍ଗା ପତ୍ରକୁ ଭାଜି ଧଣିଆ ପତ୍ର, ଲଙ୍କା, ପିଆଜ ଆଦିରେ ସଜାଇ ପରଷାଯାଇଥାଏ । ଓଡ଼ିଶାର କଟକର ଦହିବରା-ଆଳୁଦମ ଖୁବ ପ୍ରସିଦ୍ଧ ।

ପରଷା ସମ୍ପାଦନା

ଏହା ଏକ ଜଳଖିଆ ଭାବରେ ପରଷାଯାଇଥାଏ । ଅନେକ ବିବାହ ଓ ପୂଜା ପାର୍ବଣ ଓ ଉତ୍ସବ[୨]ରେ ମଧ୍ୟ ଏହା ପରଷାଯାଇଥାଏ ।

ଗ୍ୟାଲେରି ସମ୍ପାଦନା

ଆଧାର ସମ୍ପାଦନା

  1. "National Youth Festival: Setting International Standard of Event Management". Archived from the original on 2012-03-18. Retrieved 2011-08-08.
  2. D’nal Lakshmi Puja pulls more crowds, even outsiders