ବଡ଼ି ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ । ଏହା ବଟା ବିରିରେ ମସଲା ମିଶେଇ ତାହାକୁ ଖରାରେ ଶୁଖାଇ ତିଆରି କରାଯାଏ ।[୧] ଶୁଖିଲା ବଡ଼ିକୁ ସାଇତି ରଖି ପରେ ଭାଜି ବିଭିନ୍ନ ତରକାରିରେ ପକାଇ କିମ୍ବା କେବଳ ଚୁରି ଖିଆଯାଇଥାଏ । ବଡ଼ି ଓଡ଼ିଶା ସମେତ ବିହାର, ପଶ୍ଚିମ ବଙ୍ଗଳା ଆଦି ରାଜ୍ୟରେ ମଧ୍ୟ ଖିଆଯାଇଥାଏ । ବଡ଼ି ବେସର, ଶାଗ ଖରଡ଼ା, ଭଜା, ଖଟା, ସନ୍ତୁଳା ଆଦିରେ ପଡ଼ିଥାଏ ।[୨]

ବଡ଼ି
ଅନ୍ୟ ନାମବରି
ପରଷାମଧ୍ଯାହ୍ନ ବା ରାତି
ମୂଳ ସ୍ଥାନଓଡ଼ିଶା
ପରଷିବା ଉତ୍ତାପଗରମ ବା ଉଷୁମ
ମୁଖ୍ୟ ଉପାଦାନବିରି, ଅଧିକାଂଶ ସମୟରେ ଅଦା, ଲଙ୍କାଚାଉଳ
ପ୍ରକାର ଭେଦଫୁଲବଡ଼ି, କଣିବଡ଼ି (କୁଣିବଡ଼ି)

ପ୍ରକାର ସମ୍ପାଦନା

ବଡ଼ି ବିଛେଇବା ବେଳେର ଏକ ଭିଡ଼ିଓ ।
ପ୍ରକାର ପ୍ରସ୍ତୁତି ଚିତ୍ର
ଫୁଲ ବଡ଼ି  
କଖାରୁ ବଡ଼ି
ଲିଆ ବା ଉଖୁଡ଼ା ବଡ଼ି
ଶାଗୁ ବଡ଼ି
କେନ୍ଦୁଝର ବଡ଼ି  
କଣି ବଡ଼ି
ପାଣି କଖାରୁ ବଡ଼ି
ମଞ୍ଜି ବଡ଼ି
ମାଣ୍ଡିଆ (ଚୂରା) ବଡ଼ି
ନାଡ଼ି ବଡ଼ି
ମୂଳା ବଡ଼ି  
ଗାଜର ବଡ଼ି
ବନ୍ଧାକୋବି ବଡ଼ି

ରନ୍ଧା ସମ୍ପାଦନା

  • ବଡ଼ିଚୁରା:
 
ବଡ଼ିଚୁରା

ବଡ଼ିଚୁରା ପାଇଁ ବଡ଼ିକୁ ଭାଜି, ଚୁରି, ସେଥିରେ କଞ୍ଚା ଲଙ୍କା, ପିଆଜ, ରସୁଣ ଆଦି ଛେଚି ମିଶାଇ ତିଆରି କରାଯାଇଥାଏ ।[୩]

ଆଧାର ସମ୍ପାଦନା

  1. Laxmi Parida (1 April 2003). Purba: Feasts From The East: Oriya Cuisine from Eastern India. iUniverse. pp. 140–. ISBN 978-0-595-26749-1.
  2. Harish Chandra Das; State Level Vyasakabi Fakir Mohan Smruti Samsad (2003). The cultural heritage of Khurda. State Level Vyasakabi Fakir Mohan Smruti Samsad.
  3. Charmaine O' Brien (15 December 2013). The Penguin Food Guide to India. Penguin Books Limited. pp. 183–. ISBN 978-93-5118-575-8.