ଲେଖା ଚାଲୁଅଛି


ମାଛ ଘାଣ୍ଟ ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ[୧] ବେସର ବଟା (ସୋରିଷ, ଜିରା, ପାନମଧୁରୀ, ନଡ଼ିଆ ଆଦି ମିଶାଇ ବାଟିବା କିମ୍ବା ସୋରିଷ, ରସୁଣ, ଜିରାକୁ ମିଶାଇ ବାଟିବା)ରେ ମାଛ ମିଶାଇ କରାଯାଇଥିବା ଏକ ତରକାରୀ । ମାଛ ବେସର ଝୋଳ ଭଳି ପାଣିଆ ନହୋଇ ବହଳିଆ ହୋଇଥାଏ ।[୨]

ତିଆରି କରିବାପାଇଁ ଉପାଦାନ ସମ୍ପାଦନା

• ମାଛ (ମୁଣ୍ଡ) - ୫୦୦ ଗ୍ରାମ । • ଆଳୁ - ୫ ଟା । • ପିଆଜ - ୧ ଟା । • ରସୁଣ ପାଖୁଡା - ୬ ଟା । • Ginger - 2 piece. • Red chillies - 6 numbers. • Cumin seeds - 1 teaspoons. • Argemone - 1 teaspoons. • Bay leaves - 2 numbers. • Cinnamon - 2 piece. • Cardamoms - 2 numbers. • Oil - 1/2 cup. • Salt & turmeric powder - to taste.

ପ୍ରକାର ଭେଦ ସମ୍ପାଦନା

ମାଛ ବେସର ବଟାରେ ବ୍ୟବହୃତ ଉପାଦାନକୁ ନେଇ ବେସର ମୁଖ୍ୟତଃ ଦୁଇପ୍ରକାରର । ପ୍ରଥମଟି ସୋରିଷ, ଜିରା, ପାନମଧୁରୀ, ନଡ଼ିଆ ଆଦି ମିଶାଇ ବଟାଯାଇଥିବା ବେସର ବଟା ପଡ଼ିହୁଏ । ଦ୍ୱିତୀୟ ପ୍ରକାରର ବେସର ସୋରିଷ, ରସୁଣ, ଜିରା ଆଦିକୁ ମିଶାଇ ବାଟି କରାଯାଇଥାଏ । ଏହା ସାଧାରଣତଃ ଘରେ ଓ ଭୋଜି ଆଦିରେ ରନ୍ଧାଯାଇଥାଏ । ମାଛ ବେସର ଓ ଛତୁ ବେସର ଆଦିରେ ଆମ୍ବୁଲ ଓ ଏହି ପ୍ରକାର ବେସର ବଟା ଦେଇ ରନ୍ଧାଯାଏ ।[୨]

ଆଧାର ସମ୍ପାଦନା

  1. Data and Expo India Pvt Ltd; Ashutosh Goyal (1 May 2014). RBS Visitors Guide INDIA - Odisha: Odisha Travel Guide. Data and Expo India Pvt. Ltd. pp. 40–. ISBN 978-93-80844-82-4.
  2. ୨.୦ ୨.୧ Bidhu Bhusan Das; Trilochan Misra; Prabhat Nalini Das (1994). Eye to Orissa. Information & Public Relations Department, Government of Orissa.