ରାବିଡ଼ି

ଭାରତୀୟ ଖାଦ୍ୟ

ରାବିଡ଼ି କ୍ଷୀର ଓ ଚିନିରୁ ତିଆରି ଏକ ଓଡ଼ିଆଭାରତୀୟ ମିଠା । କ୍ଷୀରକୁ ଫୁଟାଇ ସେଥିରେ ଚିନି ଓ ଅଳେଇଚ ମିଶାଇ ଏହା ତିଆରି କରାଯାଇଥାଏ ।

ରାବିଡ଼ି
ଛେନା ରାବିଡ଼ି
ଆରମ୍ଭ
ଅଲଗା ନାଆଁରାବିଡ଼ି
ମୂଳ ଜାଗାଓଡ଼ିଶା, ରାଜସ୍ଥାନ, ଗୁଜରାଟ
ଖାଇବାର ସବିଶେଷ
ମୂଳ ଉପାଦାନକ୍ଷୀର, ଚିନି, ଅଳେଇଚ

ପ୍ରକାର ସମ୍ପାଦନା

  • ଛେନା ରାବିଡ଼ି: ଛେନାରେ ରାବିଡ଼ି ମିଶାଇ ଏହା ତିଆରି କରାଯାଇଥାଏ । ଭୁବନେଶ୍ୱରକଟକରେ ସଡ଼କ କଡ଼ରେ ବହୁଳ ଭାବରେ ସାନ ସାନ ଛେନା ଓ ଛେନାପୋଡ଼ ଦୋକାନ ଦେଖିବାକୁ ମିଳିଥାଏ ।

ଉପାଦାନ ସମ୍ପାଦନା

ତିଆରି ପ୍ରଣାଳୀ ସମ୍ପାଦନା

କ୍ଷୀରକୁ ଫୁଟାଇ ଫୁଟାଇ ସେଥିରୁ ପାଣି ମାରି ତାହାକୁ ଗାଢ଼ କରାଯାଇଥାଏ । ସେଥିରେ ଚିନି ମିଶାଯାଇ ତାହା ଉପରେ ଅଳେଇଚ ଗୁଣ୍ଡ ଛିଞ୍ଚି ଗରମ ବା ଥଣ୍ଡା ଖିଆଯାଇ ଥାଏ ।

ଗ୍ୟାଲେରି ସମ୍ପାଦନା

ଦ୍ରଷ୍ଟବ୍ୟ ସମ୍ପାଦନା

ବାହାର ଲିଙ୍କ ସମ୍ପାଦନା