ନଡ଼ିଆ ବରଫି ଭାରତରେ ତିଆରି କରା ଯାଉଥିବା ଏକ ମିଠାଇ।

ନଡ଼ିଆ ବରଫି
ଆରମ୍ଭ
ମୂଳ ଜାଗାଭାରତ
ଅଞ୍ଚଳଓଡ଼ିଶା ଓ ଉତ୍ତର ଭାରତ
ଖାଇବାର ସବିଶେଷ
ମୂଳ ଉପାଦାନନଡ଼ିଆକୋରା, ଚିନି, କ୍ଷୀର , ଗୁଜୁରାତି, କାଜୁ

ଉପାଦାନ ସମ୍ପାଦନା

ତିଆରି ପ୍ରଣାଳୀ ସମ୍ପାଦନା

ପ୍ରଥମେ କ୍ଷୀରକୁ ଭଲ ଭାବରେ ଫୁଟାଇ ଦିଅନ୍ତୁ। ତା’ପରେ କୋରା ନଡ଼ିଆ ଓ କ୍ଷୀରକୁ ଗ୍ରାଇଣ୍ଡରରେ ପେଶି ନିଅନ୍ତୁ। ଏହି ମିଶ୍ରଣକୁ ଚୁଲିରେ ବସାଇ ବାରମ୍ବାର ଘାଣ୍ଟନ୍ତୁ। ୨୦ ମିନିଟ ପରେ ଚିନି, ଗୁଜୁରାତି ଓ କାଜୁ ପକାଇ ଘାଣ୍ଟନ୍ତୁ। କିଛି ସମୟପରେ ଥାଳିରେ ଗୁଆଘିଅ ମାରି ଢାଳି ଦିଅନ୍ତୁ। ୧୦ ମିନିଟ ଫ୍ରିଜରେ ରଖି କାଟି ପରସି ଦିଅନ୍ତୁ।

ଆଧାର ସମ୍ପାଦନା

  • ଖାଆନ୍ତୁ ଓ ଖୁଆନ୍ତୁ – ସୀମା ବାରିକ - ପ୍ରଜାତନ୍ତ୍ର ସାପ୍ତାହିକୀ ୨୩ରୁ ୨୯ ଡିସେମ୍ବର ୨୦୦୧।