ମିଠା ଦହି ଦହି, ଚିନି, କେଶରରୁ ତିଆରି ଏକ ମିଠାଜାତୀୟ ପାନୀୟ । ଏହା ଦହି, ଚିନିକୁ ମିଶାଇ ତିଆରି କରାଯାଇଥାଏ । ଏହା ଉପରେ ଅଳ୍ପ କେଶର ଛିଞ୍ଚି ଖିଆଯାଇଥାଏ । ଖରା ଦିନରେ ଏକ ହିତକାରୀ ପାନୀୟ ।

ମିଠା ଦହି
ମିଠା ଦହି
ଆରମ୍ଭ
ଅଲଗା ନାଆଁମିଠା ଦହି
ମୂଳ ଜାଗାଓଡ଼ିଶା
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ମୂଳ ଉପାଦାନଦହି, ଚିନି, କେଶର

ଉପାଦାନ ସମ୍ପାଦନା

ଦ୍ରଷ୍ଟବ୍ୟ ସମ୍ପାଦନା

ବାହାର ଲିଙ୍କ ସମ୍ପାଦନା