କରଞ୍ଜି (ଅନ୍ୟ ନାମ: ଗୁଜିଆ) ଏକ ପ୍ରକାର ଖାଦ୍ୟ ଅଟେ ଯାହା ମଇଦା ଏବଂ ଖୁଆରୁ ପ୍ରସ୍ତୁତ ହୋଇଥାଏ । ଏହାକୁ ଛତିଶଗଡ଼ରେ କୁଶଳୀ[୧] , ମହାରାଷ୍ଟ୍ରରେ ଏବଂ ଓଡ଼ିଶାରେ କରଞ୍ଜି[୨], ବିହାରରେ ପିଡକୀ[୩], ଆନ୍ଧ୍ର ପ୍ରଦେଶ ରେ କଜ୍ଜିକୟାଳୁ[୪], କୁହାଯାଇଥାଏ । ଉତ୍ତର ଭାରତରେ ହୋଲି ତଥା ଦକ୍ଷିଣ ଭାରତରେ ଦୀପାବଳୀ ଅବସରରେ ଘରେ କରଞ୍ଜି (ଗୁଜିଆ) ବନେଇବାର ପରମ୍ପରା ଥାଏ ।[୫] କରଞ୍ଜି ମୁଖ୍ୟ ରୂପେ ଦୁଇପ୍ରକାରରେ ତିଆରି ହୋଇଥାଏ । ପ୍ରଥମଟି ଖୁଆଦ୍ୱାରା ଏବଂ ଦ୍ୱିତୀୟଟି ସୁଜିଦ୍ୱାରା ଭରାହୋଇଥିବା କରଞ୍ଜି (ଗୁଜିଆ) । ଖୁଆ, ଅଳେଇଚ ମିଶା କରଞ୍ଜି ଉପରେ ଚିନି ସିରାର ପରସ୍ତ ଦେଇ ତା ଉପରେ ଚାନ୍ଦି ପେପର ଲଗାଇ ଏକ ନୂଆ ରୂପ ଦିଆଯାଇଥାଏ । ଖୁଆ ସହିତ କେବେ କେବେ ଚଣା, ଅନ୍ୟ ଖାଦ୍ୟ ପଦାର୍ଥ ଯେପରି ଖଜୁର, କାଜୁ ଖିସମିଶର କରଞ୍ଜି ମଧ୍ୟ ପ୍ରସ୍ତୁତ ହୋଇଥାଏ ।

କରଞ୍ଜି
କରଞ୍ଜି
ଅନ୍ୟ ନାମଗୁଜିଆ
ପ୍ରକାରDumpling
ପରଷାଥାଳିରେ ସଜେଇ ପରସା ଯାଏ
ମୂଳ ସ୍ଥାନଭାରତ
ଅଞ୍ଚଳ ବା ରାଜ୍ୟଦକ୍ଷିଣ ଏସିଆ
ମୁଖ୍ୟ ଉପାଦାନସୁଜି, ମଇଦା, ଖୁଆ, ନଡ଼ିଆ

ଗ୍ୟାଲେରି ସମ୍ପାଦନା

ଆଧାର ସମ୍ପାଦନା

  1. "ଛତିଶଗଡ଼ ବ୍ୟଞ୍ଜନ". TDIL. Archived from the original (HTML) on 2008-06-09. Retrieved 2017-06-22. {{cite web}}: Unknown parameter |accessmonthday= ignored (help); Unknown parameter |accessyear= ignored (|access-date= suggested) (help)
  2. "ଗୁଜିଆ". ଲୋଗୋସ ଡିକ୍ସିନାରୀ. {{cite web}}: Unknown parameter |accessmonthday= ignored (help); Unknown parameter |accessyear= ignored (|access-date= suggested) (help)[permanent dead link]
  3. "ଗୁଜିଆ ଏବଂ ପୀଡକିୟା". रेसिपी बाज़ार. {{cite web}}: Unknown parameter |accessmonthday= ignored (help); Unknown parameter |accessyear= ignored (|access-date= suggested) (help)[permanent dead link]
  4. "Kajjikayalu - Traditional Andhra Sweet" (in ଇଂରାଜୀ). ସାଇଲସ କିଚେନ. {{cite web}}: Unknown parameter |accessmonthday= ignored (help); Unknown parameter |accessyear= ignored (|access-date= suggested) (help)
  5. "How to make Gujia for diwali" (HTML) (in English). yahoo.com. {{cite web}}: Unknown parameter |accessmonthday= ignored (help); Unknown parameter |accessyear= ignored (|access-date= suggested) (help)CS1 maint: unrecognized language (link)