ନଡିଆ ଚଟଣୀ
Coconut chutney
ନଡିଆ ଚଟଣୀ
ମୂଳ ସ୍ଥାନଭାରତ
ଅଞ୍ଚଳ ବା ରାଜ୍ୟଓଡ଼ିଶା
ମୁଖ୍ୟ ଉପାଦାନନଡିଆ

ଆବଶ୍ୟକ ସାମଗ୍ରୀ ସମ୍ପାଦନା

  • କଞ୍ଚା ନ‌ଡିଆ - ଅଧା(ଛୋଟ ଛୋଟ ଟୁକୁଡାରେ କଟା ହୋଇଥିବା)
  • ଧନିଆ - ଅଧା କପ୍
  • ଲଙ୍କା - ୨ଟି
  • ଦ‌ହି - ୧/୨ କପ
  • ଲୁଣ - ୧/୨ ଛୋଟ ଚାମଚ

ତଡକା ପାଇଁ

  • ତେଲ - ୧ ଚାମଚ
  • ଜିରା ଓ ଫୁଟଣ - ୧/୪ ଛୋଟ ଚାମଚ
  • ଭୁଶଙ୍ଗ ପତ୍ର -୬ରୁ ୭ ଟି

ତିଆରି ପ୍ରଣାଳୀ ସମ୍ପାଦନା

ଗ୍ରାଇଣ୍ଡରରେ କଞ୍ଚା ନ‌ଡିଆ,ଧନିଆ,ଲଙ୍କା,ଦ‌ହି ଏବଂ ଅଧା କପ୍ ପାଣି ପକାଇ ପେଶନ୍ତୁ ।ଚଟଣିକୁ ପାତ୍ରରେ କାଢନ୍ତୁ ଏବଂ ଯେତିକି ବ‌ହଳିଆ କରିବା ପାଇଁ ଚାହୁଁଚନ୍ତି ସେହି ଅନୁସାରେ ପାଣି ମିଶାନ୍ତୁ ।

  • ତଡକା ଲଗାନ୍ତୁ

ଛୋଟ କରେଇରେ ତେଲ ପକାଇ ଗରମ କରନ୍ତୁ। ତେଲରେ ଜିରା ଓ ଫୁଟଣ ପକାନ୍ତୁ। ଏହା ଫୁଟିବା ପରେ ଭୁଶଙ୍ଗ ପତ୍ର ପକାନ୍ତୁ, ଏବେ ଏହି ତଡକାକୁ ଚଟଣୀରେ[୧] ପକାଇ ଭଲକରି ମିଶାଇ ଦିଅନ୍ତୁ।

ଟିପ୍ପଣୀ ସମ୍ପାଦନା

ଏହାକୁ ଆପଣ ଇଟିଲି,ଦୋସା କିମ୍ବା ବରା ସ‌ହିତ ଖାଇପାରିବେ ।

ଆଧାର ସମ୍ପାଦନା

  1. "ଆର୍କାଇଭ୍ କପି". Archived from the original on 2010-01-03. Retrieved 2017-10-01. {{cite web}}: Cite has empty unknown parameter: |1= (help)

<ref>[୧]