କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା
ଆଞ୍ଚଳିକ ଭାଷା ସାହିତ୍ୟରେ ଉଚ୍ଚକୋଟୀର ସାହିତ୍ୟ ରଚନା ନିମନ୍ତେ କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥାଏ । [୧][୨]
ମୂଳ ରଚନା ନିମନ୍ତେ ସମ୍ମାନିତ ଲେଖକ
ସମ୍ପାଦନାବର୍ଷ | ସମ୍ମାନିତ ସାହିତ୍ୟିକଙ୍କ ନାମ | ବହିର ନାମ | ବିଭାଗ | ଆଧାର |
---|---|---|---|---|
୨୦୨୨ | ଗାୟତ୍ରୀବାଳା ପଣ୍ଡା | ଦୟାନଦୀ | କବିତା | [୩] [୪] |
୨୦୨୧ | ହୃଷୀକେଶ ମଲ୍ଲିକ | ସରିଯାଇଥିବା ଅପେରା | କବିତା | [୫] |
୨୦୨୦ | ଯଶୋଧାରା ମିଶ୍ର | ସମୁଦ୍ରକୂଳ ଘର | ଗଳ୍ପ | [୬] |
୨୦୧୯ | ତରୁଣକାନ୍ତି ମିଶ୍ର | ଭାସ୍ୱତୀ | ଗଳ୍ପ | [୭] |
୨୦୧୮ | ଦାଶରଥି ଦାସ | ପ୍ରସଙ୍ଗ ପୁରୁଣା ଭାବନା ନୂଆ | ପ୍ରବନ୍ଧ ସଂକଳନ | [୮] |
୨୦୧୭ | ଗାୟତ୍ରୀ ସରାଫ | ଇଟାଭାଟିର ଶିଳ୍ପୀ | ଗଳ୍ପ | [୯] |
୨୦୧୬ | ପାରମିତା ଶତପଥୀ | ପ୍ରାପ୍ତି | ଗଳ୍ପ | [୧୦] |
୨୦୧୫ | ବିଭୂତି ପଟ୍ଟନାୟକ | ମହିଷାସୁରର ମୁହଁ | ଗଳ୍ପ | [୧୧] |
୨୦୧୪ | ଗୋପାଳ କୃଷ୍ଣ ରଥ | ବିପୁଳ ଦିଗନ୍ତ | କବିତା | [୧୨] |
୨୦୧୩ | ବିଜୟ ମିଶ୍ର | ବାନପ୍ରସ୍ଥ | ନାଟକ | [୧୩] |
୨୦୧୨ | ଗୌରହରି ଦାସ | କଣ୍ଟା ଓ ଅନ୍ୟାନ୍ୟ ଗଳ୍ପ | କ୍ଷୁଦ୍ରଗଳ୍ପ | [୧୪] |
୨୦୧୧ | କଳ୍ପନା କୁମାରୀ ଦେବୀ | ଅଚିହ୍ନା ବାସଭୂମି | ଉପନ୍ୟାସ | [୧୫] |
୨୦୧୦ | ପଠାଣି ପଟ୍ଟନାୟକ | ଜୀବନର ଚଲାପଥେ | ଆତ୍ମଜୀବନୀ | |
୨୦୦୯ | ଫନୀ ମହାନ୍ତି | ମୃଗୟା | କବିତା | |
୨୦୦୮ | ପ୍ରମୋଦ କୁମାର ମହାନ୍ତି | ଅସରନ୍ତି ଅଣସର | କବିତା | |
୨୦୦୭ | ଦୀପକ ମିଶ୍ର | ସୁଖ ସଂହିତା | କବିତା | |
୨୦୦୬ | ବଂଶୀଧର ଷଡ଼ଙ୍ଗୀ | ସ୍ୱରୋଦୟ | କବିତା | |
୨୦୦୫ | ରାମଚନ୍ଦ୍ର ବେହେରା | ଗୋପପୁର | କାହାଣୀ | |
୨୦୦୪ | ପ୍ରଫୁଲ୍ଲ କୁମାର ମହାନ୍ତି | ଭାରତୀୟ ସଂସ୍କୃତି ଓ ଶ୍ରୀମଦ ଭଗବତ ଗୀତା | ପ୍ରବନ୍ଧ | |
୨୦୦୩ | ଯତୀନ୍ଦ୍ର ମୋହନ ମହାନ୍ତି | ସୂର୍ଯ୍ୟସ୍ନାତା | ପ୍ରବନ୍ଧ | |
୨୦୦୨ | ଶରତ କୁମାର ମହାନ୍ତି | ଗାନ୍ଧୀ ମଣିଷ | ପ୍ରବନ୍ଧ | |
୨୦୦୧ | ପ୍ରତିଭା ଶତପଥୀ | ତନ୍ମୟ ଧୂଳି | କବିତା | |
୨୦୦୦ | ପ୍ରତିଭା ରାୟ | ଉଲ୍ଲଙ୍ଘନ (ଗପ ସଙ୍କଳନ) | କାହାଣୀ | |
୧୯୯୯ | ହରପ୍ରସାଦ ଦାସ | ଗର୍ଭଗୃହ | କବିତା | |
୧୯୯୮ | ଚିତ୍ତରଞ୍ଜନ ଦାସ | ବିଶ୍ୱକୁ ଗବାକ୍ଷ | ପ୍ରବନ୍ଧ | |
୧୯୯୭ | ଚନ୍ଦ୍ରଶେଖର ରଥ | ସବୁଠାରୁ ଦୀର୍ଘ ରାତି | କାହାଣୀ | |
୧୯୯୬ | ସତ୍ୟନାରାୟଣ ରାଜଗୁରୁ | ମୋ ଜୀବନ ସଙ୍ଗ୍ରାମ | ଆତ୍ମଜୀବନୀ | |
୧୯୯୫ | ଗୋବିନ୍ଦ୍ର ଚନ୍ଦ୍ର ଉଦଗାତା | କାବ୍ୟ ଶିଳ୍ପୀ ଗଙ୍ଗାଧର | ସମାଲୋଚନା | |
୧୯୯୪ | ଗୁରୁଚରଣ ପଟ୍ଟନାୟକ | ଜଗତ ଦର୍ଶନରେ ଜଗନ୍ନାଥ | ପ୍ରବନ୍ଧ | |
୧୯୯୩ | ଶାନ୍ତନୁ କୁମାର ଆଚାର୍ଯ୍ୟ | ଚଳନ୍ତି ଠାକୁର | କାହାଣୀ | |
୧୯୯୨ | ରବି ପଟ୍ଟନାୟକ | ବିଚିତ୍ରବର୍ଣ୍ଣା | କାହାଣୀ | |
୧୯୯୧ | ଜଗନ୍ନାଥ ପ୍ରସାଦ ଦାସ | ଆହ୍ନିକ | କବିତା | |
୧୯୯୦ | ବୀଣାପାଣି ମହାନ୍ତି | ପାଟଦେଇ | କାହାଣୀ | |
୧୯୮୯ | ଭାନୁଜୀ ରାଓ | ନଇ ଆରପାରି | କବିତା | |
୧୯୮୮ | ସୌରୀନ୍ଦ୍ର ବାରିକ | ଆକାଶପରି ନିବିଡ଼ | କବିତା | |
୧୯୮୭ | ନିତ୍ୟାନନ୍ଦ ମହାପାତ୍ର | ଘରଡିହ | ଉପନ୍ୟାସ | |
୧୯୮୬ | ସୌଭାଗ୍ୟ କୁମାର ମିଶ୍ର | ଦ୍ୱାସପର୍ଣ୍ଣ | କବିତା | |
୧୯୮୫ | ରାଜେନ୍ଦ୍ର କିଶୋର ପଣ୍ଡା | ଶୈଳ କଳ୍ପ | କବିତା | |
୧୯୮୪ | ମହାପାତ୍ର ନୀଳମଣି ସାହୁ | ଅଭିଶପ୍ତ ଗନ୍ଧର୍ବ | କ୍ଷୁଦ୍ର ଗଳ୍ପ | |
୧୯୮୩ | ହରେକୃଷ୍ଣ ମହତାବ | ଗାଁ ମଜଲିସ, ଭାଗ-୩ୟ | ପ୍ରବନ୍ଧ | |
୧୯୮୨ | ଗୋପାଳ ଛୋଟରାୟ | ହାସ୍ୟରସର ନାଟକ | ନାଟକ | |
୧୯୮୧ | ଅଖିଳ ମୋହନ ପଟ୍ଟନାୟକ | ଓ ଅନ୍ଧଗଳି | କ୍ଷୁଦ୍ର ଗଳ୍ପ | |
୧୯୮୦ | ଅନନ୍ତ ପଟ୍ଟନାୟକ | ଅବାନ୍ତର (କବିତା ସଙ୍କଳନ) | କବିତା | |
୧୯୭୯ | କୁଞ୍ଜବିହାରୀ ଦାଶ | ମୋ କାହାଣୀ | ଆତ୍ମଜୀବନୀ | |
୧୯୭୮ | ରମାକାନ୍ତ ରଥ | ସପ୍ତମ ଋତୁ | କବିତା | |
୧୯୭୭ | କାଳିଚରଣ ପଟ୍ଟନାୟକ | କୁମ୍ଭାର ଚକ | ଆତ୍ମଜୀବନୀ | |
୧୯୭୬ | କିଶୋରୀ ଚରଣ ଦାସ | ଠାକୁର ଘର (କ୍ଷୁଦ୍ର ଗଳ୍ପ ସଙ୍କଳନ) | କ୍ଷୁଦ୍ର ଗଳ୍ପ | |
୧୯୭୫ | ରାଧାମୋହନ ଗଡ଼ନାୟକ | ସୂର୍ଯ୍ୟ ଓ ଅନ୍ଧକାର | କବିତା | |
୧୯୭୪ | ସୀତାକାନ୍ତ ମହାପାତ୍ର | ଶବ୍ଦର ଆକାଶ | କବିତା | |
୧୯୭୩ | ଗୁରୁ ପ୍ରସାଦ ମହାନ୍ତି | ସମୁଦ୍ର ସ୍ନାନ | କବିତା | |
୧୯୭୨ | ମନୋଜ ଦାସ | ମନୋଜ ଦାସଙ୍କ କଥା ଓ କାହାଣୀ | କ୍ଷୁଦ୍ର ଗଳ୍ପ | |
୧୯୭୧ | ମନୋରଞ୍ଜନ ଦାସ | ଅରଣ୍ୟ ଫସଲ | ନାଟକ | [୧୬] |
୧୯୭୦ | ବିନୋଦ ଚନ୍ଦ୍ର ନାୟକ | ସରୀସୃପ (କବିତା ସଙ୍କଳନ) | କବିତା | |
୧୯୬୯ | ସୁରେନ୍ଦ୍ର ମହାନ୍ତି | ନୀଳଶୈଳ | ଉପନ୍ୟାସ | |
୧୯୬୭ | ସୂର୍ଯ୍ୟନାରାୟଣ ଦାସ | ଓଡ଼ିଆ ସାହିତ୍ୟର ଇତିହାସ | ସମାଲୋଚନା | |
୧୯୬୬ | ଗୋଦାବରୀଶ ମହାପାତ୍ର | ବଙ୍କା ଓ ସିଧା | କବିତା | |
୧୯୬୫ | ବୈକୁଣ୍ଠନାଥ ପଟ୍ଟନାୟକ | ଉତ୍ତରାୟଣ | କବିତା | |
୧୯୬୪ | ନୀଳକଣ୍ଠ ଦାସ | ଆତ୍ମଜୀବନୀ | ଆତ୍ମଜୀବନୀ | |
୧୯୬୩ | ସଚ୍ଚିଦାନନ୍ଦ ରାଉତରାୟ | କବିତା-୧୯୬୨ | କବିତା | |
୧୯୬୧ | ଗୋଦାବରୀଶ ମିଶ୍ର | ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋର ସ୍ଥାନ | ଆତ୍ମଜୀବନୀ | |
୧୯୫୮ | କାହ୍ନୁ ଚରଣ ମହାନ୍ତି | କା | ଉପନ୍ୟାସ | |
୧୯୫୫ | ଗୋପୀନାଥ ମହାନ୍ତି | ଅମୃତର ସନ୍ତାନ | ଉପନ୍ୟାସ |
ଅନୁବାଦ ପୁରସ୍କାର ସମ୍ମାନିତ ଲେଖକ
ସମ୍ପାଦନାପୁରସ୍କାର ବର୍ଷ | ଅନୁବାଦକଙ୍କ ନାମ | ବହିର ନାମ | ମୂଳ ବହି | ମୂଳ ଲେଖକ |
---|---|---|---|---|
୨୦୨୧ | ଗୌରହରି ଦାସ | ଛେଳି ଚରେଇବାର ଦିନ | ଆବୁଜୀବୀଥମ, ମାଲୟଲମ | ବେନିୟାମିନ[୧୭] |
୨୦୨୦ | ମଞ୍ଜୁ ମୋଦୀ | କଲ୍ୟାଣୀ | କଲ୍ୟାଣୀ (ହିନ୍ଦୀ) | ଜୈନେନ୍ଦ୍ର କୁମାର[୧୮] |
୨୦୧୯ | ଅଜୟ କୁମାର ପଟ୍ଟନାୟକ | ଶ୍ରେଷ୍ଠ ହିନ୍ଦୀ ଗଳ୍ପ | ହିନ୍ଦୀ | ବିଭିନ୍ନ ଲେଖକ |
୨୦୧୮ | ଶ୍ରଦ୍ଧାଞ୍ଜଳି କାନୁନଗୋ | ଶ୍ରୀମୟୀ ମା | ବଙ୍ଗଳା | ନବକୁମାର ବସୁ |
୨୦୧୭ | ସୂର୍ଯ୍ୟମଣି ଖୁଣ୍ଟିଆ[୧୯] | ଯୁଗାନ୍ତ | ମରାଠି | ଇରାବତି ଖାର୍ଭେ |
୨୦୧୬ | ମୋନାଲିସା ଜେନା[୨୦] | ଆଶୀର୍ବାଦର ରଙ୍ଗ | ଅହମିୟା | ଅରୁଣ ଶର୍ମା[୨୧] |
୨୦୧୫ | ଶକୁନ୍ତଳା ବଳିୟାରସିଂହ[୨୨] | କାବେରୀ ଭଳି ଝିଅଟିଏ | ଓରୁ କେବେରୀ ୟାଇ ପୋଲାର, ତାମିଲ | ତ୍ରିପୁରାସୁନ୍ଦରୀ ଲକ୍ଷ୍ମୀ |
୨୦୧୪ | ରବିନ୍ଦ୍ର କୁମାର ପ୍ରହରାଜ | ଥିଲାଘର ଗେହ୍ଲାପୁଅ | ଅଲାଲେର ଘରେର ଦୁଲାଲ, ବଙ୍ଗଳା ଉପନ୍ୟାସ | ଟେକ ଚାନ୍ଦ ଠାକୁର |
୨୦୧୩ | ବିଳାସିନୀ ମହାନ୍ତି | ଅନାବୃତ ଅନ୍ଧକାର: ସାଦତ ହସନ ମଣ୍ଟୋଙ୍କ ଅର୍ଦ୍ଧଶତ କାହାଣୀ | କ୍ଷୁଦ୍ରଗଳ୍ପ ସଂଗ୍ରହ, ଉର୍ଦ୍ଦୁ କ୍ଷୁଦ୍ରଗଳ୍ପ | ସାଦତ ହସନ ମଣ୍ଟୋ |
୨୦୧୨ | ପ୍ରଶାନ୍ତ କୁମାର ମହାନ୍ତି | ସେ ପକ୍ଷୀଟିର ନା | ଉସ ଚିରିଆ କା ନାମ, ହିନ୍ଦୀ ଉପନ୍ୟାସ | ପଙ୍କଜ ବିସ୍ତ |
୨୦୧୧ | ସଂଗ୍ରାମ ଜେନା | ଉମରାଓ ଜାନ ଆଦା | ଉମରାଓ ଜାନ ଅଦା, ଉର୍ଦ୍ଦୁ ଉପନ୍ୟାସ | ମିର୍ଜା ମହମ୍ମଦ ହାଡି |
୨୦୧୦ | ଅମିୟବାଳା ପଟ୍ଟନାୟକ | ରେଣୁ ରଚନା ସଞ୍ଚୟନ | ରେଣୁ ରଚନା ସଞ୍ଚୟନ, ହିନ୍ଦୀ କ୍ଷୁଦ୍ରଗଳ୍ପ ସଂଗ୍ରହ | ଫଣିସ୍ୱମଠ ରେଣୁ |
୨୦୦୯ | ଧରଣୀଧର ପାଣିଗ୍ରାହୀ | କରଣ ସିଂହ: ଆତ୍ମଜୀବନୀ | କରଣ ସିଂହ: ଆନ ଅଟୋବାୟୋଗ୍ରାଫି, ଇଂରାଜୀ ଆତ୍ମଜୀବନୀ | କରଣ ସିଂହ |
୨୦୦୮ | ଜ୍ୟୋତ୍ସ୍ନା ରାଉତ ବିଶ୍ୱାଳ | ମହାରଥୀ | ମହାରଥୀ, ଅସମିଆ ଉପନ୍ୟାସ | ଚନ୍ଦ୍ର ପ୍ରକାଶ ସାଇକିଆ[୨୩] |
୨୦୦୭ | ବିପିନ ବିହାରୀ ମିଶ୍ର | ଅନ୍ତର୍ଯାତ୍ରା | ଅନ୍ତର୍ଯାତ୍ରା | ଅମରନାଥ ଶୁକ୍ଳା[୨୪] |
୨୦୦୬ | ସୁଦର୍ଶନ ଆଚାର୍ଯ୍ୟ | କଥା ସରିତ ସାଗର – ୧ ଓ ୨ | କଥା ସରିତ ସାଗର, ସଂସ୍କୃତ କ୍ଷୁଦ୍ରଗଳ୍ପ | ସୋମଦେବ |
୨୦୦୫ | ପ୍ରଭାକର ସ୍ୱାଇଁ | ନିର୍ମଳ ବର୍ମାଙ୍କ ଶ୍ରେଷ୍ଠ ଗଳ୍ପ | ହିନ୍ଦୀ କ୍ଷୁଦ୍ରଗଳ୍ପ ସଂଗ୍ରହ | ନିର୍ମଳ ବର୍ମା |
୨୦୦୪ | ଚୌଧୁରୀ ହେମକାନ୍ତ ମିଶ୍ର | ବାରବୁଲା ଦେବଦୁତ | ଆୱାରା ମସିହା, ହିନ୍ଦୀ ଜୀବନୀ | ବିଷ୍ଣୁ ପ୍ରଭାକର |
୨୦୦୩ | ସୌଦାମିନୀ ନନ୍ଦ | ଅନ୍ଧ ଯୁଗ | ଅନ୍ଧା ୟୁଗ | ଧରମବୀର ଭାରତୀ |
୨୦୦୨ | ନୃସିଂହ ତ୍ରିପାଠୀ | ଚାରୁ ଚନ୍ଦ୍ରଲେଖା | ଚାରୁ ଚନ୍ଦ୍ରଲେଖା, ହିନ୍ଦୀ ଉପନ୍ୟାସ | ହଜାରୀ ପ୍ରସାଦ ଦ୍ୱିବେଦୀ |
୨୦୦୧ | ଜାନକୀ ବଲ୍ଲଭ ପଟ୍ଟନାୟକ | ବଙ୍କୀମ ଉପନ୍ୟାସମାଳା (୨ଖଣ୍ଡ) | ବଙ୍ଗଳା ଉପନ୍ୟାସ | ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ |
୨୦୦୦ | ଅମରେଶ ପଟ୍ଟନାୟକ | ତୀସ୍ତା ତଟର ବୃତ୍ତାନ୍ତ | ତୀସ୍ତା ପରେର ବ୍ରିତାନ୍ତ, ବଙ୍ଗଳା ଉପନ୍ୟାସ | ଦେବେଶ ରାୟ |
୧୯୯୯ | ଚନ୍ଦ୍ରଶେଖର ଦାସବର୍ମା | ଗୋଟିଏ ଗଧର ଆତ୍ମକଥା | ଏକ ଗଧେ କି ଆତ୍ମକଥା, ହିନ୍ଦୀ ଉପନ୍ୟାସ | କିଶନ ଚନ୍ଦର |
୧୯୯୮ | ଅସିତ ମହାନ୍ତି | ଅଧ୍ୟାୟ ଏକବିଂଶ | କ୍ଷୁଦ୍ରଗଳ୍ପ | ଏକାଧିକ ଲେଖକ |
୧୯୯୭ | ଯୁଗଳ କିଶୋର ଦତ୍ତ | ଆସାମୀ ହାଜିର | ବଙ୍ଗଳା ଉପନ୍ୟାସ | ବିମଳ ମିତ୍ର |
୧୯୯୬ | ଜୀବନାନନ୍ଦ ପାଣି | ମୁହଁ ସଞ୍ଜ | ଉପନ୍ୟାସ | ପରାପ୍ପୁରଟୁ |
୧୯୯୫ | ନନ୍ଦିନୀ ଶତପଥୀ | ରେଭେନ୍ୟୁ ଟିକଟ | ଆତ୍ମଜୀବନୀ | ଅମୃତା ପ୍ରିତମ |
୧୯୯୪ | ଭି. ପି. ଜୋଗଲେକର | ଠୁମରୀ | କ୍ଷୁଦ୍ରଗଳ୍ପ | ଭି. ପି. କାଲେ |
୧୯୯୩ | ବରେନ୍ଦ୍ର କୃଷ୍ଣ ଧଳ | ଶାମ୍ବ | ଉପନ୍ୟାସ | ସମରେଶ ବସୁ (କାଳକୁଟ) |
୧୯୯୨ | ଶ୍ରୀନିବାସ ଉଦ୍ଗାତା | ସୌଭାଗ୍ୟ ନୂପୁର | ଉପନ୍ୟାସ | ଅମୃତଲାଲ ନାଗର |
୧୯୯୧ | ନୀଳମଣି ମିଶ୍ର | କେତେ ନାଚିବ ଗୋପାଳ | ଉପନ୍ୟାସ | ଅମୃତଲାଲ ନାଗର |
୧୯୯୦ | ଲକ୍ଷ୍ମୀ ନାରାୟଣ ମହାନ୍ତି | ବନଚାରୀ | ଉପନ୍ୟାସ | ବିଭୂତି ଭୁଷଣ ବନ୍ଦୋପାଧ୍ୟାୟ |
୧୯୮୯ | ବସନ୍ତ କୁମାରୀ ଦେବୀ | ଗଣଦେବତା, ଭାଗ ୧ ଓ ୨, (ପଞ୍ଚଗ୍ରାମ) | ଉପନ୍ୟାସ | ତାରାଶଙ୍କର ବନ୍ଦୋପାଧ୍ୟାୟ[୨୫] |
ବାଳ ସାହିତ୍ୟ ପୁରସ୍କାର ସମ୍ମାନିତ ଲେଖକ
ସମ୍ପାଦନାପୁରସ୍କାର ବର୍ଷ | ସାହିତ୍ୟିକ | ବହି/ ଅବଦାନ | ଆଧାର |
---|---|---|---|
୨୦୨୨ | ନରେନ୍ଦ୍ର ପ୍ରସାଦ ଦାସ | କୋଳାହଳ ନା ହଳାହଳ (କ୍ଷୁଦ୍ର ଗଳ୍ପ) | [୨୬] |
୨୦୨୧ | ଦିଗରାଜ ବ୍ରହ୍ମା | ଗୀତ କହେ ମିତର କଥା | [୨୭] |
୨୦୨୦ | ରାମଚନ୍ଦ୍ର ନାୟକ | ବଣ ଦେଉଳରେ ସୁନା ନେଉଳ | [୨୮] |
୨୦୧୯ | ବୀରେନ୍ଦ୍ର ସାମନ୍ତରାୟ | ଶିଶୁ ସାହିତ୍ୟକୁ ସାମଗ୍ରୀକ ଅବଦାନ ନିମନ୍ତେ | [୨୯] |
୨୦୧୮ | ବୀରେନ୍ଦ୍ରନାଥ ମହାନ୍ତି | ରୁମ୍କୁ ଝୁମା (କବିତା) | |
୨୦୧୭ | ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନସିଂହ | ଶିଶୁସାହିତ୍ୟକୁ ସାମଗ୍ରୀକ ଅବଦାନ ନିମନ୍ତେ | |
୨୦୧୬ | ବଟକୃଷ୍ଣ ଓଝା | ଶିଶୁ ସାହିତ୍ୟକୁ ସାମଗ୍ରୀକ ଅବଦାନ ନିମନ୍ତେ | [୩୦] |
୨୦୧୫ | ସ୍ନେହଲତା ମହାନ୍ତି | ଶିଶୁ ସାହିତ୍ୟକୁ ସାମଗ୍ରୀକ ଅବଦାନ ନିମନ୍ତେ | |
୨୦୧୪ | ଦାଶ ବେନହୁର | ଶିଶୁ ସାହିତ୍ୟକୁ ସାମଗ୍ରୀକ ଅବଦାନ ନିମନ୍ତେ | [୩୧] |
୨୦୧୩ | ନଦୀୟା ବିହାରୀ ମହାନ୍ତି | ଶିଶୁ ସାହିତ୍ୟକୁ ସାମଗ୍ରୀକ ଅବଦାନ ନିମନ୍ତେ | |
୨୦୧୨ | ରାମ ପ୍ରସାଦ ମହାନ୍ତି | ଶିଶୁ ସାହିତ୍ୟକୁ ସାମଗ୍ରୀକ ଅବଦାନ ନିମନ୍ତେ | |
୨୦୧୧ | ମହେଶ୍ୱର ମହାନ୍ତି | ଶିଶୁ ସାହିତ୍ୟକୁ ସାମଗ୍ରୀକ ଅବଦାନ ନିମନ୍ତେ | |
୨୦୧୦ | ପୁଣ୍ୟପ୍ରଭା ଦେବୀ | କୁନି ଗୋଇନ୍ଦା (କ୍ଷୁଦ୍ର ଗଳ୍ପ) | [୩୨] |
ଯୁବ ପୁରସ୍କାର ସମ୍ମାନିତ ଲେଖକ
ସମ୍ପାଦନାବର୍ଷ | ସାହିତ୍ୟିକ | ବହି | ବିଭାଗ | ଆଧାର |
---|---|---|---|---|
୨୦୨୨ | ଦିଲ୍ଲୀପ ବେହେରା | ଲଣ୍ଠନ | କ୍ଷୁଦ୍ରଗଳ୍ପ | [୩୩] |
୨୦୨୧ | ଦେବବ୍ରତ ଦାସ | ସ୍ପର୍ଶ ଓ ଅନ୍ୟାନ୍ୟ ଗଳ୍ପ | ଗଳ୍ପ | [୩୪] |
୨୦୨୦ | ଚନ୍ଦ୍ରଶେଖର ହୋତା | ଚେତନାର ଅନ୍ୱେଷଣ | ପ୍ରବନ୍ଧ | [୩୫] |
୨୦୧୯ | ଶିଶିର ବେହେରା | ବିମୁଗ୍ଧ ଉଚ୍ଚାରଣ | ଆଲୋଚନା | |
୨୦୧୮ | ଜୟଦ୍ରଥ ସୁନା | ଶୋଷ | କବିତା ସଂକଳନ | [୩୬] |
୨୦୧୭ | ସୂର୍ଯ୍ୟସ୍ନାତ ତ୍ରିପାଠୀ | ଏ ସମ୍ପର୍କ ଏମିତି | କବିତା ସଂକଳନ | [୩୭] |
୨୦୧୬ | ଜ୍ଞାନୀ ଦେବାଶିଷ ମିଶ୍ର | ଦାଗ | କବିତା ସଂକଳନ | [୩୮] |
୨୦୧୫ | ସୁଜିତ କୁମାର ପଣ୍ଡା | ମାନସାଙ୍କ | କ୍ଷୁଦ୍ରଗଳ୍ପ | |
୨୦୧୪ | ନରେନ୍ଦ୍ର କୁମାର ଭୋଇ | ପୀଡ଼ାପର୍ବ | କବିତା | |
୨୦୧୩ | କ୍ଷେତ୍ରବାସୀ ନାଏକ | ଦାଦନ | କ୍ଷୁଦ୍ର ଗଳ୍ପ | |
୨୦୧୨ | ସୃଷ୍ଟିଶ୍ରୀ ନାୟକ | ଭିନ୍ନ ଉପବନ | କ୍ଷୁଦ୍ର ଗଳ୍ପ | |
୨୦୧୧ | ଗାୟତ୍ରୀବାଳା ପଣ୍ଡା | ଗାଆଁ | କବିତା | [୩୯] |
ଆଧାର
ସମ୍ପାଦନା- ↑ "Sahitya Academy Awards : Oriya Books & Authors". indiapicks.com. 2009. Archived from the original on 23 April 2014. Retrieved 9 July 2012.
SAHITYA ACADEMY AWARDEES - ORIYA
- ↑ indianetzone.com: Sahitya Akademi Awards in Oriya
- ↑ Service, Pragativadi News (2022-12-22). "Dr Gayatribala Panda Wins Sahitya Akademi Award 2022". Pragativadi (in ଆମେରିକୀୟ ଇଂରାଜୀ). Retrieved 2022-12-22.
- ↑ "କବୟିତ୍ରୀ ଗାୟତ୍ରୀବାଳା ପଣ୍ଡା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, କବିତା 'ଦୟାନଦୀ' ପାଇଁ ହେବେ ପୁରସ୍କୃତ". www.samajalive.in. ସମାଜ. Archived from the original on 29 December 2022. Retrieved 29 December 2022.
- ↑ "ହୃଷୀକେଶ ମଲ୍ଲିକ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର". ଧରିତ୍ରୀ. ୩୧ ଡିସେମ୍ବର ୨୦୨୧. p. ୧. Retrieved ୩୧ ଡିସେମ୍ବର ୨୦୨୧.
{{cite web}}
: Check date values in:|accessdate=
and|date=
(help) - ↑ "ସାହିତ୍ୟ ଖେଳପଡ଼ିଆ ନୁହେଁ". ଧରିତ୍ରୀ. 25 August 2021. p. ୫. Retrieved 25 August 2021.
- ↑ "Press Release Sahitya Akademy Award 2019" (PDF). sahitya-akademi.gov.in/. Sahitya Akademy. Retrieved 18 December 2019.
- ↑ "Four Odias get Sahitya Akademi Award". The Pioneer. 6 December 2018. Retrieved 6 December 2018.
- ↑ http://www.newindianexpress.com/states/odisha/2017/dec/22/odia-writers-gayatri-saraf-suryamani-khuntia-bag-kendra-sahitya-akademi-award-1733962.html
- ↑ "ପାରମିତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର". www.dharitri.com. Archived from the original on 23 February 2021. Retrieved 23 February 2021.
- ↑ "ଆର୍କାଇଭ୍ କପି". Archived from the original on 2015-12-22. Retrieved 2015-12-18.
{{cite web}}
: Cite has empty unknown parameter:|1=
(help) - ↑ "Kendra Sahitya Akademi for Gopal Rath". Indian Express. Archived from the original on 16 November 2015. Retrieved 20 December 2014.
- ↑ Panda, Namita. "'Hope such injustice will not recur' - Akademi honours an Odia playwright after a gap of almost 40 years". The Hindu. Retrieved 11 September 2015.
- ↑ "Sahitya Akademi award for Gourahari Das". Times of India. Retrieved 11 September 2015.
- ↑ "Court clears way, author gets award - Kalpana Kumari Devi gets top literarary honour for Achinha Basabhumi". The Telegraph. Retrieved 6 December 2018.
- ↑ Amaresh Datta (1988). Encyclopaedia of Indian Literature. Sahitya Akademi. pp. 1094–. ISBN 978-81-260-1194-0.
- ↑ "ଗୌରହରି, ଦମୟନ୍ତୀ ପାଇବେ ସାହିତ୍ୟ ଅନୁବାଦ ପ୍ରୁଅସ୍କାର". ଧରିତ୍ରୀ. ୨୫ ଜୁନ ୨୦୨୨. p. ୩. Retrieved 25 June 2022.
{{cite news}}
: Check date values in:|date=
(help) - ↑ "'କଲ୍ୟାଣୀ'ର ଓଡି଼ଆ ଅନୁବାଦ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ମଞ୍ଜୁ ମୋଦି". ପ୍ରମେୟ. ୧୯ ସେପ୍ଟେମ୍ବର ୨୦୨୧. p. ୧୩. Archived from the original on 20 September 2021. Retrieved 19 September 2021.
{{cite web}}
: Check date values in:|date=
(help) - ↑ "Odia writers Gayatri Saraf, Suryamani Khuntia bag Kendra Sahitya Akademi award". The New Indian Express. Retrieved 19 September 2021.
- ↑ "Akademi award for translator". The Telegraph. Retrieved 22 February 2017.
- ↑ "Central Sahitya Akademi Award for Monalisa Jena". The New Indian Express. Retrieved 22 February 2017.
- ↑ "Odia writer Sakuntala Baliarsingh to get Sahitya Akademi award for translation". The Times of India. Retrieved 16 February 2016.
- ↑ "Sahitya Akademy Translation Prize". www.sahitya-akademi.org.in/. Sahitya Akademy. Archived from the original on 28 September 2021. Retrieved 28 September 2021.
{{cite web}}
:|archive-date=
/|archive-url=
timestamp mismatch; 7 ମାର୍ଚ୍ଚ 2021 suggested (help) - ↑ "Orissa top cops turn over new leaf in writing". The Indian Express. Retrieved 30 June 2016.
- ↑ The Indian P.E.N. P.E.N. All-India Centre. 1990.
- ↑ "Bal Sahitya Puraskar 2022" (PDF). Sahitya Akademi. Archived from the original (PDF) on 27 August 2022. Retrieved 27 August 2022.
{{cite web}}
:|archive-date=
/|archive-url=
timestamp mismatch; 24 ଅଗଷ୍ଟ 2022 suggested (help) - ↑ "ହୃଷୀକେଶ ମଲ୍ଲିକ ପାଇବେ". ଧରିତ୍ରୀ. ୩୧ ଡିସେମ୍ବର ୨୦୨୧. Retrieved ୩୧ ଡିସେମ୍ବର ୨୦୨୧.
{{cite web}}
: Check date values in:|accessdate=
and|date=
(help) - ↑ "BAL SAHITYA PURASKAR 2020" (PDF). sahitya-akademi.gov.in. Retrieved 13 March 2021.
- ↑ "ସାହିତ୍ୟ ଅକାଦେମିର ଘୋଷଣା: ବୀରେନ୍ଦ୍ର ସାମନ୍ତରାୟ ପାଇବେ ବାଲ୍ ସାହିତ୍ୟ ପୁରସ୍କାର, ଶିଶିରଙ୍କୁ ଯୁବ ପୁରସ୍କାର". sambad.in. Eastern Media. Retrieved 14 June 2019.
- ↑ "Batakrushna Ojha & Jnanee Debasish chosen for Sahitya Akademi Award". Odisha News 360. Archived from the original on 30 June 2016. Retrieved 17 June 2016.
- ↑ "Odisha writer Dash Benhur gets Central Sahitya Akademi award". Odisha Sun Times. Retrieved 13 September 2015.
- ↑ "Punyaprabha brings laurels to city". BayNews. Retrieved 13 September 2015.[permanent dead link]
- ↑ "ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ୨୦୨୨" (PDF). ସାହିତ୍ୟ ଏକାଡେମୀ. Archived from the original (PDF) on 27 August 2022. Retrieved 27 August 2022.
{{cite web}}
:|archive-date=
/|archive-url=
timestamp mismatch; 24 ଅଗଷ୍ଟ 2022 suggested (help) - ↑ "ହୃଷୀକେଶ ମଲ୍ଲିକ ପାଇବେ". ଧରିତ୍ରୀ. ୩୧ ଡିସେମ୍ବର ୨୦୨୧. Retrieved ୩୧ ଡିସେମ୍ବର ୨୦୨୧.
{{cite web}}
: Check date values in:|accessdate=
and|date=
(help) - ↑ "Poetry dominates Sahitya Akademi Yuva Puraskar 2020" (PDF). sahitya-akademi.gov.in. Retrieved 13 March 2021.
- ↑ "Two Odia writers get Sahitya Akademi award". dailypioneer.com. Retrieved 22 March 2019.
- ↑ "Where poetry is passion and not profession". thestatesman.com. Retrieved 22 March 2019.
- ↑ "Sahitya Akademi announces awards for young writers and children's literature". The New Indian Express. Archived from the original on 17 June 2016. Retrieved 17 June 2016.
- ↑ Chakra, Shyamhari (14 September 2012). "A woman of words". The Hindu. Retrieved 13 September 2015.