ଓ ଅନ୍ଧଗଳି
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ଓ ଅନ୍ଧଗଳି ଅଖିଳ ମୋହନ ପଟ୍ଟନାୟକଙ୍କ ରଚିତ ଏକ ଗପ ସଙ୍କଳନ ।[୧] କଥାକାର ଅଖିଳ ମୋହନ ପଟ୍ଟନାୟକଙ୍କୁ ଏଥି ପାଇଁ ୧୯୮୧ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।[୨] ପୁସ୍ତକଟି ଇଂରାଜୀରେ "(ଦ ବ୍ଲାଇଣ୍ଡ ଆଲି(The Blind Alley)" ନାମରେ ଅନୁବାଦିତ ମଧ୍ୟ ହୋଇଛି । [୩]
ଓ ଅନ୍ଧଗଳି | |
---|---|
ଲେଖକ | ଅଖିଳ ମୋହନ ପଟ୍ଟନାୟକ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ବିଭାଗ | ଗଳ୍ପ ସଙ୍କଳନ |
ଆଧାର
ସମ୍ପାଦନା- ↑ Autumnal Leaves: Tales in Translation. Readworthy Publications. 19 March 2014. pp. 81–. ISBN 978-93-82363-33-0.
- ↑ /pdf/recipients_of_kendra_sahitya.pdf କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ
- ↑ Akhiḷa Mohana Paṭṭanāẏaka (1 January 2006). O Andha Gali. Sahitya Akademi. pp. 176–. ISBN 978-81-260-1792-8.