ସୂର୍ଯ୍ୟସ୍ନାତ
(ସୂର୍ଯ୍ୟସ୍ନାତାରୁ ଲେଉଟି ଆସିଛି)
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ସୂର୍ଯ୍ୟସ୍ନାତ ଯତୀନ୍ଦ୍ର ମୋହନ ମହାନ୍ତିଙ୍କ ରଚିତ ଏକ ପ୍ରବନ୍ଧ ସଙ୍କଳନ ।[୧] ଭୁବନେଶ୍ୱରର "ବିଦ୍ୟା" ପ୍ରକାଶନଦ୍ୱାରା ୧୯୯୯ ମସିହାରେ ଏହି ପୁସ୍ତକଟି ପ୍ରକାଶିତ ହୋଇଥିଲା ।[୨] ଅସୀମ ବସୁ, ଏହାର ପ୍ରଚ୍ଚଦ ଶିଳ୍ପୀ ଥିଲେ । ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କବିତା ଉପରେ ଏହି ଆଲୋଚନାତ୍ମକ ପ୍ରବନ୍ଧ ଗୁଡିକୁ ରଚନା କରାଯାଇଛି । ଲେଖକ ଯତୀନ୍ଦ୍ର ମୋହନ ମହାନ୍ତିଙ୍କୁ ଏଥି ପାଇଁ ୨୦୦୩ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।[୩]
ସୂର୍ଯ୍ୟସ୍ନାତ : ଓଡ଼ିଆ କବିତା ଆଲୋଚନା | |
---|---|
ଲେଖକ | ଯତୀନ୍ଦ୍ର ମୋହନ ମହାନ୍ତି |
ମଲାଟ ଚିତ୍ରକର | ଅସୀମ ବସୁ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ବିଭାଗ | ଆଲୋଚନା |
ପ୍ରକାଶକ | ବିଦ୍ୟା, ଭୁବନେଶ୍ୱର |
ପ୍ରକାଶ ତାରିଖ | ୧୯୯୯ |
ପୃଷ୍ଠା | ୨୯୫ |
ଆଧାର
ସମ୍ପାଦନା- ↑ "Noted critic Jatindra Mohanty passes away Read more at: timesofindia.indiatimes.com/articleshow/15525212.cms?utm_source=contentofinterest&utm_medium=text&utm_campaign=cppst". timesofindia.indiatimes.com. The Times of India. Retrieved 28 February 2019.
- ↑ "An Evening With Prof. Jatindra Mohan Mohanty, Sahitya Akademi Winner for 2003" (PDF). ଓଡ଼ିଶା ରିଭ୍ୟୁ (ଜାନୁଆରୀ ୨୦୦୪). Archived from the original (PDF) on 17 September 2021. Retrieved 28 February 2019.
- ↑ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ