ଚଳନ୍ତି ଠାକୁର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ରଚିତ ଏକ ଗପ ସଙ୍କଳନ ।[୨] କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କୁ ଏଥି ପାଇଁ ୧୯୯୩ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।[୩] ତାଙ୍କୁ ଏହି ବହି ପାଇଁ "କଥା ପୁରସ୍କାର" ମଧ୍ୟ ପ୍ରଦାନ କରାଯାଇଥିଲା ।[୪]

ଚଳନ୍ତି ଠାକୁର  
ଲେଖକଶାନ୍ତନୁ କୁମାର ଆଚାର୍ଯ୍ୟ[୧]
ଦେଶ ଭାରତ
ଭାଷାଓଡ଼ିଆ
ବିଭାଗଗପ ସଙ୍କଳନ

ଆଧାର ସମ୍ପାଦନା

  1. H. N. Mitra (2000). The Indian Annual Register A Digest Of Public Affairs Of India During The Period 1919-1947) (58 Vols.). Gyan Publishing House. pp. 9–. ISBN 978-81-212-0213-8.
  2. Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 10–. ISBN 978-81-260-0873-5.
  3. କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ
  4. Various Authors (2004). Katha Prize Stories. Katha. pp. 239–. ISBN 978-81-87649-81-6.

ଆହୁରି ଦେଖନ୍ତୁ ସମ୍ପାଦନା