ସୃଷ୍ଟିଶ୍ରୀ ନାୟକ

ସାହିତ୍ୟିକ

ସୃଷ୍ଟିଶ୍ରୀ ନାୟକ, ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାରପ୍ରାପ୍ତ ସାହିତ୍ୟିକ । ୨୦୧୨ ମସିହାରେ ନିଜ କ୍ଷୁଦ୍ରଗଳ୍ପ ସଂକଳନ ଭିନ୍ନ ଉପବନ ପାଇଁ ସୃଷ୍ଟିଶ୍ରୀ ଏହି ପୁରସ୍କାର ଲାଭ କରିଥିଲେ ।[୧] ସେ କ୍ଷୁଦ୍ରଗଳ୍ପ, କବିତା ଓ ଉପନ୍ୟାସ ଆଦି ଲେଖନ୍ତି ।

ସୃଷ୍ଟିଶ୍ରୀ ନାୟକ
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର(ଓଡ଼ିଆ)
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ୨୦୧୨

୨୦୦୬ ମସିହାରେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଆନୁକୁଲ୍ୟରେ ମୁଲାକାତଅସ୍ମିତା କାର୍ଯ୍ୟକ୍ରମ ତଥା ୨୦୦୮ରେ ସାର୍କ କବିତା ଉତ୍ସବରେ ଯୋଗ ଦେଇଥିଲେ ।

ରଚନାବଳୀ ସମ୍ପାଦନା

  • ଅନ୍ୟମନ(କବିତା)
  • ପ୍ରଥମ ମୃତ୍ୟୁ(ଉପନ୍ୟାସିକା)
  • ଭିନ୍ନ ଉପବନ(କ୍ଷୁଦ୍ରଗଳ୍ପ)

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ୨୦୧୨[୨]
  • ରାଜ୍ୟ ଯୁବ ପୁରସ୍କାର - ୨୦୦୯-୧୦
  • ଭାନୁଜୀ ରାଓ ସ୍ମୃତି ପୁରସ୍କାର - ୨୦୦୯
  • ରବି ପଟ୍ଟନାୟକ ସ୍ମୃତି ପୁରସ୍କାର - ୨୦୦୬
  • ଲେଖା ଓ ଲେଖକ ସମ୍ମାନ - ୨୦୦୫[୩]
  • ଟାଇମପାସ ବୁକର ପୁରସ୍କାର - ୨୦୨୦[୪]

ଆଧାର ସମ୍ପାଦନା

  1. "Kamal Tanti wins Sahitya Akademi Yuva Puraskar 2012". www.assamtimes.org. assam times. Retrieved 20 June 2019.
  2. "Sahitya Akademi Yuva Puraskar 2019" (PDF). sahitya-akademi.gov.in. Sahitya Akademi. Retrieved 19 June 2019.
  3. "Biju Pattnaik sports bravery award state youth award" (PDF). dsysodisha.gov.in. Govt of Odisha. Retrieved 20 June 2019.[permanent dead link]
  4. "ରାଜେନ୍ଦ୍ର କୁମାର ରାଉଳ ଓ ସୃଷ୍ଟିଶ୍ରୀ ନାଏକ ପାଇବେ 'ଟାଇମ୍‌ପାସ୍‍ ବୁକର୍‌ ପୁରସ୍କାର'". www.odishasambad.in. ଓଡ଼ିଶା ସମ୍ବାଦ. Archived from the original on 15 February 2022. Retrieved 15 February 2022.