ତନ୍ମୟ ଧୂଳି ପ୍ରତିଭା ଶତପଥୀଙ୍କ ରଚିତ ଏକ କବିତା ସଙ୍କଳନ ।[୧] ଏହା କଟକର ବିଦ୍ୟାପୁରୀ ପ୍ରକାଶନ ସଂସ୍ଥାଦ୍ୱାରା ୧୯୯୬ରେ ପ୍ରକାଶିତ ହୋଇଥିଲା । କବି ଓ ଲେଖିକା ପ୍ରତିଭା ଶତପଥୀଙ୍କୁ ଏଥି ପାଇଁ ୨୦୦୧ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।[୨] ପୁସ୍ତକଟି "ରାଜେନ୍ଦ୍ର ପ୍ରସାଦ ମିଶ୍ର"ଙ୍କଦ୍ୱାରା ହିନ୍ଦୀ ଭାଷାରେ ଅନୁବାଦିତ ହୋଇଛି ।[୩]

ତନ୍ମୟ ଧୂଳି  
ଲେଖକପ୍ରତିଭା ଶତପଥୀ
ଦେଶ ଭାରତ
ଭାଷାଓଡ଼ିଆ
ବିଭାଗକବିତା ସଙ୍କଳନ
ପ୍ରକାଶକବିଦ୍ୟାପୁରୀ
ପୃଷ୍ଠା୧୦୮

ଆଧାର ସମ୍ପାଦନା

  1. "ନାରୀସତ୍ତାର ସ୍ବଚ୍ଛ ରୂପ କବି ପ୍ରତିଭା ଶତପଥୀଙ୍କ ସହ ସାକ୍ଷାତକାର". www.odiasahitya.com. ଓଡ଼ିଆ ସାହିତ୍ୟ ଡଟ୍ କମ୍. Retrieved 21 February 2019.
  2. କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ
  3. D. S. Rao (2004). Five Decades: The National Academy of Letters, India : a Short History of Sahitya Akademi. Sahitya Akademi. pp. 63–. ISBN 978-81-260-2060-7.

ଆହୁରି ଦେଖନ୍ତୁ ସମ୍ପାଦନା