ଜ୍ଞାନୀ ଦେବାଶିଷ ମିଶ୍ର

କବି ଓ ସାହିତ୍ୟ ସମାଲୋଚକ

ଜ୍ଞାନୀ ଦେବାଶିଷ ମିଶ୍ର, ଜଣେ ଓଡ଼ିଆ କବି ଓ ସାହିତ୍ୟ ସମାଲୋଚକ ।[] ସେ ୨୦୧୬ମସିହାରେ "କେନ୍ଦ୍ର ସାହିତ୍ୟ ଏକାଡେମୀ" ଯୁବ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । []

ଜ୍ଞାନୀ ଦେବାଶିଷ ମିଶ୍ର
ଜ୍ଞାନୀ ଦେବାଶିଷ ମିଶ୍ର
ଜନ୍ମ୨୦.୦୫.୧୯୮୫
ଚାହାଳି, ନୟାଗଡ଼
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ଶିକ୍ଷାଓଡ଼ିଆ ଭାଷାରେ ଡକ୍ଟରେଟ
ବୃତ୍ତିଅଧ୍ୟାପକ
ସକ୍ରିୟ ବର୍ଷ୨୦୧୩
ଚାକିରିକ୍ଷେତ୍ରରେଭେନ୍ସା ବିଶ୍ୱବିଦ୍ୟାଳୟ
ପ୍ରସିଦ୍ଧିକବି ଓ ସାହିତ୍ୟିକ
ଉଲ୍ଲେଖନୀୟ କୃତିଦାଗ
ବୈବାହିକ-ସାଥୀପଦ୍ମଜା ମିଶ୍ର
ପିତାମାତା(s)ଶରତ ଚନ୍ଦ୍ର ମିଶ୍ର , ନିହାରବାଳା ଦାଶ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ଦାଗ କବିତା ସଙ୍କଳନ ପାଇଁ-୨୦୧୬ରେ)

ଜ୍ଞାନୀ ଦେବାଶିଷ ୧୯୮୫ମସିହାରେ ନୟାଗଡ଼ ଜିଲ୍ଲାର ଚାହାଳିଠାରେ ଜନ୍ମଗ୍ରହଣ କରିଥିଲେ । ସ୍କୁଲ ଜୀବନରୁ କବିତା ଲେଖିବା ଆରମ୍ଭ କରିଥିବା ଜ୍ଞାନୀ, କଲେଜ ବେଳକୁ କବିତା ପ୍ରତି ବେଶୀ ଗୁରୁତ୍ୱ ଦେବା ଆରମ୍ଭ କରିଥିଲେ । ସେ ୨୦୧୫ ମସିହାରେ ବିଶ୍ୱଭାରତୀ ଶାନ୍ତିନିକେତନରୁ ପିଏଚଡ଼ି ହାସଲ କରିଛନ୍ତି । ୧୯୭୫ ପରବର୍ତ୍ତୀ ଓଡ଼ିଆ ଓ ହିନ୍ଦୀ ଉପନ୍ୟାସ (ତୁଳନାତ୍ମକ ଅଧ୍ୟୟନ’) ତାଙ୍କ ପିଏଚଡ଼ି ଗବେଷଣାର ସନ୍ଦର୍ଭ ଥିଲା । ସେ ବର୍ତ୍ତମାନ ରେଭେନ୍ସା ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ବିଭାଗରେ ଅଧ୍ୟାପକ ଭାବରେ କାର୍ଯ୍ୟରତ । [] କବିତା ବ୍ୟତୀତ, ଜ୍ଞାନୀ ନାଟ୍ୟ ସମାଲୋଚନା କ୍ଷେତ୍ରରେ ମଧ୍ୟ ଲେଖନୀ ଚାଳନା କରନ୍ତି ।

ରଚନାବଳୀ

ସମ୍ପାଦନା
  • ଦାଗ(କବିତା) - (ଟାଇମପାସ୍ ପ୍ରକାଶନ ସଂସ୍ଥାଦ୍ୱାରା ପ୍ରକାଶିତ ଏହି ପୁସ୍ତକରେ ୩୩ଟି କବିତା ସ୍ଥାନ ପାଇଛି )[]
  • ତଥାପି ଜୀବନ(କବିତା)
  • ପୟରେ ନ ଲାଗଇ ଧୂଳି (କବିତା)
  • ତରା ଓ ଫଜେରା

ସମାଲୋଚନା

ସମ୍ପାଦନା
  • ଅଭିନୟରେ ଜୀବନଚର୍ଯ୍ୟା
  • ସମୟ ସହ କେଇ ପାଦ
  • ଆଳାପ ଓ ଅନ୍ୱେଷା
  • ଅଞ୍ଚଳ ଓ ସାହିତ୍ୟ (ପ୍ରସଙ୍ଗ : ନୟାଗଡ଼)
  • ତୁଳନା : ଭୂମି ଓ ଆକାଶ (୧୯୭୫ ପରବର୍ତ୍ତୀ ଓଡ଼ିଆ ଓ ହିନ୍ଦୀ ଉପନ୍ୟାସ )
  • କଥାଦୃଷ୍ଟି
  • ନାଟ୍ୟ ପରିଚିତି (୨୦୨୧)

ସମ୍ପାଦନ

ସମ୍ପାଦନା
  • ଶୂରଦେଓଙ୍କ କାନ୍‌ଭାସ୍
  • ନଟ ନାଟ୍ୟ ନାଟ୍ୟାୟନ
  • ପଦ୍ମମାଳୀ : ଖୋଜାଲୋଡ଼ା
  • ମେଘତଳର ଜ୍ୟୋତ୍ସ୍ନା : ପୂତନା (ମିଳିତ ଭାବେ), ପଶ୍ଚିମା ପବ୍ଲିକେଶନ୍ସ୍, ଭୁବନେଶ୍ୱର,୨୦୨୦[]
  • କ୍ରାନ୍ତିର କୁମ୍ଭାକାର (ମିଳିତ ଭାବେ)

ପୁରସ୍କାର ଓ ସମ୍ମାନ

ସମ୍ପାଦନା
  • କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର - ୨୦୧୬[]
  • ରବି ପଟ୍ଟନାୟକ ସ୍ମୃତି ଗଳ୍ପ ପୁରସ୍କାର - ୨୦୧୭(ଗୋଡ଼ ଗଳ୍ପ ପାଇଁ)[]
  1. http://www.telegraphindia.com/1160617/jsp/odisha/story_91645.jsp#.V3ERyRIwDZc
  2. "ଆର୍କାଇଭ୍ କପି". Archived from the original on 2016-06-17. Retrieved 2016-06-27. {{cite web}}: Cite has empty unknown parameter: |1= (help)
  3. http://www.ravenshawuniversity.ac.in/FacultyInfo.php?faculty=NLJA+fQBGB1KFMQLSSc8cyIS9G0vRgXsEnRoBL8boi0=[permanent dead link]
  4. http://thewire.in/43370/raghu-karnads-account-of-indians-in-ww-ii-wins-sahitya-akademi-yuva-puraskar/
  5. "ଜ୍ଞାନୀ ଦେବାଶିଷ ମିଶ୍ର". www.ravenshawuniversity.ac.in. ରେଭେନ୍ସା ବିଶ୍ୱବିଦ୍ୟାଳୟ. Retrieved 18 January 2022.
  6. http://sahitya-akademi.gov.in/sahitya-akademi/pdf/yuvapuraskar-2016.pdf
  7. ସମ୍ବାଦ ୧୩/୦୪/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୮ http://www.sambadepaper.com/Details.aspx?id=346857&boxid=32358660. Retrieved 13 April 2017. {{cite news}}: Missing or empty |title= (help)[permanent dead link]