ବିଚିତ୍ରବର୍ଣ୍ଣା
ରବି ପଟ୍ଟନାୟକଙ୍କ ରଚିତ ଏକ ଗପ ସଙ୍କଳନ
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ବିଚିତ୍ରବର୍ଣ୍ଣା ରବି ପଟ୍ଟନାୟକଙ୍କ ରଚିତ ଏକ ଗପ ସଙ୍କଳନ ।[୧] ଏହା ୧୯୯୧ ମସିହାରେ "ଲାର୍କ ବୁକ୍ସ" ପ୍ରକାଶନା ସଂସ୍ଥାଦ୍ୱାରା ପ୍ରକାଶିତ ହୋଇଥିଲା ।[୨] କଥାକାର ରବି ପଟ୍ଟନାୟକଙ୍କୁ ଏଥି ପାଇଁ ୧୯୯୨ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।[୩]
ବିଚିତ୍ରବର୍ଣ୍ଣା | |
---|---|
ଲେଖକ | ରବି ପଟ୍ଟନାୟକ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ବିଭାଗ | ଗପ ସଙ୍କଳନ |
ପ୍ରକାଶକ | ଲାର୍କ ବୁକ୍ସ |
ପ୍ରକାଶ ତାରିଖ | ୧୯୯୧ |
ପୃଷ୍ଠା | ୧୬୪ |
ଆଧାର
ସମ୍ପାଦନା- ↑ D. N. Malhotra (2006). Sixty Years of Book Publishing in India, 1947-2007. Federation of Indian Publishers. ISBN 978-81-86519-06-6.
- ↑ Indian Literature. Sahitya Akademi. 1994.
- ↑ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ