ବିଚିତ୍ରବର୍ଣ୍ଣା

ରବି ପଟ୍ଟନାୟକଙ୍କ ରଚିତ ଏକ ଗପ ସଙ୍କଳନ

ବିଚିତ୍ରବର୍ଣ୍ଣା ରବି ପଟ୍ଟନାୟକଙ୍କ ରଚିତ ଏକ ଗପ ସଙ୍କଳନ ।[୧] ଏହା ୧୯୯୧ ମସିହାରେ "ଲାର୍କ ବୁକ୍ସ" ପ୍ରକାଶନା ସଂସ୍ଥାଦ୍ୱାରା ପ୍ରକାଶିତ ହୋଇଥିଲା ।[୨] କଥାକାର ରବି ପଟ୍ଟନାୟକଙ୍କୁ ଏଥି ପାଇଁ ୧୯୯୨ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।[୩]

ବିଚିତ୍ରବର୍ଣ୍ଣା  
ଲେଖକରବି ପଟ୍ଟନାୟକ
ଦେଶ ଭାରତ
ଭାଷାଓଡ଼ିଆ
ବିଭାଗଗପ ସଙ୍କଳନ
ପ୍ରକାଶକଲାର୍କ ବୁକ୍ସ
ପ୍ରକାଶ ତାରିଖ୧୯୯୧
ପୃଷ୍ଠା୧୬୪

ଆଧାର ସମ୍ପାଦନା

  1. D. N. Malhotra (2006). Sixty Years of Book Publishing in India, 1947-2007. Federation of Indian Publishers. ISBN 978-81-86519-06-6.
  2. Indian Literature. Sahitya Akademi. 1994.
  3. କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ

ଆହୁରି ଦେଖନ୍ତୁ ସମ୍ପାଦନା