ପ୍ରଫୁଲ୍ଲ କୁମାର ମହାନ୍ତି

ଓଡ଼ିଆ ସାହିତ୍ୟିକ

ପ୍ରଫୁଲ୍ଲ କୁମାର ମହାନ୍ତି (ଜନ୍ମ : ୨୩ ଜୁଲାଇ ୧୯୩୯) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଓଡ଼ିଆ ସାହିତ୍ୟିକ ।[୧] ସେ ଉଭୟ ଇଂରାଜୀ ଓ ଓଡ଼ିଆରେ ପ୍ରବନ୍ଧ, ଅନୁବାଦ, ନାଟକ ଓ ଗଳ୍ପ ଆଦି ଲେଖିଥାନ୍ତି ।[୨] ତାଙ୍କର ପ୍ରାୟ ୧୪ଟି ପୁସ୍ତକ ପ୍ରକାଶ ପାଇସାରିଛି । ବୃତ୍ତିରେ ସେ ଜଣେ ଅଧ୍ୟାପକ ଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ ।[୩] ୧୯୯୭ରେ ସ୍ୱେଚ୍ଛାକୃତ ଅବସରପରେ ସେ ସାମ୍ବାଦିକତା ମଧ୍ୟ କରିଥିଲେ ।

ପ୍ରଫୁଲ୍ଲ କୁମାର ମହାନ୍ତି
ଜନ୍ମ ଓ ଜନ୍ମସ୍ଥାନ (1939-07-23) ୨୩ ଜୁଲାଇ ୧୯୩୯ (ବୟସ ୮୪)
ବ୍ରହ୍ମପୁର, ଗଞ୍ଜାମ
ବୃତ୍ତିଲେଖକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ରଚନାବଳୀ ସମ୍ପାଦନା

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • କେନ୍ଦ୍ର ସାହିତ୍ୟ ଏକାଡେମୀ ଅନରାରୀ ଫେଲୋସିପ - ୨୦୨୨[୬]
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୪ ('ଭାରତୀୟ ସଂସ୍କୃତି ଓ ଶ୍ରୀମଦ ଭଗବତ ଗୀତା' ପାଇଁ)[୭] [୮]
  • ମାନସିଂହ ସମ୍ମାନ (ସାରଳା ସାହିତ୍ୟ ସଂସଦ ପ୍ରଦତ୍ତ)
  • ସାରଳା ସମ୍ମାନ - ୨୦୨୧ (ସାରଳା ସାହିତ୍ୟ ସଂସଦ ପ୍ରଦତ୍ତ)[୯]
  • ଉପେନ୍ଦ୍ର ଭଞ୍ଜ ସମ୍ମାନ
  • ଗୋଦାବରୀଶ ମିଶ୍ର ସମ୍ମାନ
  • ମାନସିଂହ ସମ୍ମାନ
  • ନାଟ୍ୟଶ୍ରୀ ସମ୍ମାନ[୧୦]

ଆଧାର ସମ୍ପାଦନା

  1. Nava Kishor Das (2012). Odisha. Seagull Books. ISBN 978-81-7046-293-4.
  2. Pratibha India. A. Sitesh. 2005.
  3. https://www.telegraphindia.com/1140109/jsp/odisha/story_17765033.jsp
  4. http://www.thehindu.com/2004/12/23/stories/2004122304631200.htm
  5. http://magazines.odisha.gov.in/Orissareview/jan2005/englishPdf/Profulla_Mohanty.pdf
  6. "ପ୍ରଫୁଲ୍ଲ ମହାନ୍ତି କେନ୍ଦ୍ର ସାହିତ୍ୟ ଅକାଦେମୀର ଅନରାରୀ ଫେଲୋ ନିର୍ବାଚିତ". No. ସମ୍ବାଦ ୨୬/୦୫/୨୦୨୨ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୯. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 26 May 2022. Retrieved 26 May 2022.
  7. "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 13 June 2021.
  8. Goa Akademi, Panaji (2008). Travel writing in India. Sahitya Akademi. ISBN 978-81-260-2598-5.
  9. "ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ପାଇବେ ସାରଳା ସମ୍ମାନ". No. ସମ୍ବାଦ ୧୯/୦୪/୨୦୨୨ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୦. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 19 April 2022. Retrieved 19 April 2022.
  10. "ପ୍ରଫୁଲ୍ଲ ମହାନ୍ତି ପାଇବେ ଶାରଳା ସମ୍ମାନ". No. ଧରିତ୍ରୀ ୧୯/୦୪/୨୦୨୨ କଟକ ସଂସ୍କରଣ ପୃଷ୍ଠା ୧୦. ଧରିତ୍ରୀ. 19 April 2022. Archived from the original on 19 April 2022. Retrieved 19 April 2022.