ଦେବବ୍ରତ ଦାସ

ଓଡ଼ିଆ ସାହିତ୍ୟିକ

ଦେବବ୍ରତ ଦାସ (ଜନ୍ମ : ୧୯୮୭), ଜଣେ ଓଡ଼ିଆ ଗାଳ୍ପିକ । ସେ ୨୦୨୧ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ଲାଭ କରିଥିଲେ ।[୧]

ଦେବବ୍ରତ ଦାସ
ଜନ୍ମ
୧୯୮୭

କେଦାରପୁର, ସୋର, ବାଲେଶ୍ୱର
ଜାତୀୟତାଭାରତୀୟ
ଉଲ୍ଲେଖନୀୟ କୃତିସ୍ପର୍ଶ ଓ ଅନ୍ୟାନ୍ୟ ଗଳ୍ପ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ୨୦୨୧

ରଚନାବଳୀ ସମ୍ପାଦନା

  • ସ୍ପର୍ଶ ଓ ଅନ୍ୟାନ୍ୟ ଗଳ୍ପ
  • ଆଉଜଣେ ଆମ୍ରପାଲି
  • ମାୟା
  • ଚାଲ ରୂପା ଗାଁ ଦେଖିଆସିବା ଚାଲ[୨]

ବ୍ୟକ୍ତିଗତ ଜୀବନ ସମ୍ପାଦନା

ଦେବବ୍ରତ ୧୯୮୭ ମସିହାରେ ବାଲେଶ୍ୱର ଜିଲ୍ଲାର ସୋର ଅନ୍ତ୍ରଗତ କେଦାରପୁରଠାରେ ଜନ୍ମଗ୍ରହଣ କରିଥିଲେ ।[୩]

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର - ୨୦୨୧ (ସ୍ପର୍ଶ ଓ ଅନ୍ୟାନ୍ୟ ଗଳ୍ପ ପାଇଁ)

ଆଧାର ସମ୍ପାଦନା

  1. "PRESS RELEASE : SAHITYA AKADEMY YUVA PURASKARA 2021" (PDF). www.sahitya-akademi.gov.in/. Sahitya Akademi. Archived from the original (PDF) on 30 December 2021. Retrieved 31 December 2021.
  2. "ହୃଷୀକେଶ ମଲ୍ଲିକଙ୍କୁ ଅକାଦେମି ପୁରସ୍କାର". No. ସମ୍ବାଦ ୩୧/୧୨/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧, ୭. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 31 December 2021. Retrieved 31 December 2021.
  3. "ଲେଖିସାରିବା ପରର ଆନନ୍ଦ ହିଁ ଲେଖକ ପାଇଁ ସବୁ କିଛି". No. ସମ୍ବାଦ ୨୩/୦୧/୨୦୨୨ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୬. ଇଷ୍ଟର୍ଣ୍ଣ ମିଡ଼ିଆ. 23 January 2022. Archived from the original on 23 January 2022. Retrieved 23 January 2022.