ପୁଣ୍ୟପ୍ରଭା ଦେବୀ
ଓଡ଼ିଆ କବି, ଗାଳ୍ପିକା ଓ ଶିଶୁ ସାହିତ୍ୟିକା
ପୁଣ୍ୟପ୍ରଭା ଦେବୀ (୭ ଅକ୍ଟୋବର ୧୯୩୮ - ୩୧ ଡିସେମ୍ବର ୨୦୨୧), କଟକର ତଳ ତେଲଙ୍ଗାବଜାରରେ ଜନ୍ମିତ ଜଣେ ଜଣାଶୁଣା ଓଡ଼ିଆ କବି, ଗାଳ୍ପିକା ଓ ଶିଶୁ ସାହିତ୍ୟିକା । ୧୯୬୪ ମସିହାରୁ ସେ ବିଶାଖାପଟନମରେ ରହୁଥିଲେ ।[୧] ୩୧ ଡିସେମ୍ବର ୨୦୨୧ରେ ତାଙ୍କର ମୃତ୍ୟୁ ହେଇଥିଲା ।[୨]
ପୁଣ୍ୟପ୍ରଭା ଦେବୀ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ତଳ ତେଲଙ୍ଗାବଜାର, କଟକ | ୭ ଅକ୍ଟୋବର ୧୯୩୮
ମୃତ୍ୟୁ | ୩୧ ଡିସେମ୍ବର ୨୦୨୧ | (ବୟସ ୮୩)
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଶିକ୍ଷା | ଷଷ୍ଠ ଶ୍ରେଣୀ |
ସାହିତ୍ୟ କୃତି | କୁନି ଗୋଇନ୍ଦା |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମି |
ଜୀବନସାଥୀ | ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି |
ସମ୍ପର୍କୀୟ | ବିଦ୍ଯୁତପ୍ରଭା ଦେବୀ (ବଡ଼ ଭଉଣୀ) |
ରଚନାବଳୀ
ସମ୍ପାଦନାଶିଶୁ ଗଳ୍ପ ସଙ୍କଳନ
ସମ୍ପାଦନା- ଟିକି ରାଇଜ
- କାଳିଆ ବଳଦ ଗଲା ଗଲା (ଜାତୀୟ ପୁରସ୍କାର)
- ପିଲାଙ୍ଗ ମେଘଦୁତ
- ଶିଶୁ ସୈନିକ
- କୁନି ଗୋଇନ୍ଦା (କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର)
ଗଳ୍ପ ସଙ୍କଳନ
ସମ୍ପାଦନା- ଅନ୍ୟ ଏକ ଶ୍ରବଣ କୁମାର
- ଶୁନ୍ୟ ମନ୍ଦିର
- ହଜି ଯାଇଥିବା ଝିଅ
ଉପନ୍ୟାସ
ସମ୍ପାଦନା- ଅସ୍ତରଙ୍ଗ
- ଶୁଦ୍ର ସାଇକତା
- ସ୍ୱାମିନୀ
- ଚନ୍ଦନ ଘୋରିଲେ ବାସେ
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ବାଳ ସାହିତ୍ୟ ପୁରସ୍କାର (କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରଦତ୍ତ): ୨୦୨୨
- ଶିଶୁ ସାହିତ୍ୟ ରତ୍ନ ପୁରସ୍କାର (ଓଡ଼ିଶା ସରକାର)
- ସାହିତ୍ୟ ପ୍ରଭା (ଉତ୍କଳ ସାଂସ୍କୃତିକ ସମାଜ)[୩]
- ଜାତୀୟ ପୁରସ୍କାର
- ଆକାଶବାଣୀ ପୁରସ୍କାର
ଆଧାର
ସମ୍ପାଦନା- ↑ "'Shishu Sahitya Ratna' award for Punyaprava". The New Indian Express. Retrieved 30 November 2013.[permanent dead link]
- ↑ "ସାହିତ୍ୟିକା ପୁଣ୍ୟପ୍ରଭା ଦେବୀଙ୍କ ପରଲୋକ". ଧରିତ୍ରୀ. ୨ ଜାନୁଆରୀ ୨୦୨୨. p. ୩. Retrieved 2 January 2022.
{{cite web}}
: Check date values in:|date=
(help) - ↑ "In Oriya flavour". The Hindu. Archived from the original on 16 July 2012. Retrieved 30 November 2013.