ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋର ସ୍ଥାନ
ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋର ସ୍ଥାନ[୧] ଗୋଦାବରୀଶ ମିଶ୍ରଙ୍କର ଆତ୍ମଜୀବନୀ ଅଟେ ।[୨] ପୁସ୍ତକଟି ୧୯୬୩ମସିହାରେ ଗ୍ରନ୍ଥମନ୍ଦିରଦ୍ୱାରା ପ୍ରକାଶିତ ହୋଇଥିଲା ।[୩] ଏହି ବହି ପାଇଁ ୧୯୬୧ରେ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ଦିଆଯାଇଥିଲା ।
ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋର ସ୍ଥାନ | |
---|---|
ଲେଖକ | ଗୋଦାବରୀଶ ମିଶ୍ର |
ଦେଶ | ଭାରତ |
ଭାଷା | ଓଡ଼ିଆ |
ବିଭାଗ | ଆତ୍ମଜୀବନୀ |
ପ୍ରକାଶକ | ଗ୍ରନ୍ଥମନ୍ଦିର, ବିନୋଦବିହାରୀ, କଟକ-୨ |
ପ୍ରକାଶ ତାରିଖ | ୧୯୫୮, ୧୯୬୬, ୧୯୭୦, ୧୯୭୨, ୧୯୭୩, ୧୯୮୦, ୧୯୮୩, ୧୯୯୦, ୧୯୯୪,୨୦୦୧ ୨୦୦୬ (ଦଶମ ସଂସ୍କରଣର ପୁନର୍ମୁଦ୍ରଣ) |
ମାଧ୍ୟମ ପ୍ରକାର | ପଲ୍ପ କଭର୍ (ଛପା ବହି) |
ପୃଷ୍ଠା | ୧୮୭ (ପରିମାର୍ଜିତ ଦଶମ ସଂସ୍କରଣ) |
ଆଧାର
ସମ୍ପାଦନା- ↑ Pramod Kumar Mohanty (2007). Colonialism and South Asia: Cuttack, 1803-1947. R.N. Bhattacharya.
- ↑ Jabeen, Zehara. "Autobiography as History : A Perspective on Two Odia Autobiographies" (PDF). Orissa Review (Jun 2013): 34–38. Retrieved 20 April 2018.[permanent dead link]
- ↑ Bharati Shastri (2003). Going to School in the Raj: Primary Education in India, 1803-1903 : with Focus on Orissa. V.B. Shastry.