ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋର ସ୍ଥାନ

ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋର ସ୍ଥାନ[୧] ଗୋଦାବରୀଶ ମିଶ୍ରଙ୍କର ଆତ୍ମଜୀବନୀ ଅଟେ ।[୨] ପୁସ୍ତକଟି ୧୯୬୩ମସିହାରେ ଗ୍ରନ୍ଥମନ୍ଦିରଦ୍ୱାରା ପ୍ରକାଶିତ ହୋଇଥିଲା ।[୩] ଏହି ବହି ପାଇଁ ୧୯୬୧ରେ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ଦିଆଯାଇଥିଲା ।

ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋର ସ୍ଥାନ  
ଲେଖକଗୋଦାବରୀଶ ମିଶ୍ର
ଦେଶ ଭାରତ
ଭାଷାଓଡ଼ିଆ
ବିଭାଗଆତ୍ମଜୀବନୀ
ପ୍ରକାଶକଗ୍ରନ୍ଥମନ୍ଦିର, ବିନୋଦବିହାରୀ, କଟକ-୨
ପ୍ରକାଶ ତାରିଖ୧୯୫୮, ୧୯୬୬, ୧୯୭୦, ୧୯୭୨, ୧୯୭୩, ୧୯୮୦, ୧୯୮୩, ୧୯୯୦, ୧୯୯୪,୨୦୦୧
୨୦୦୬ (ଦଶମ ସଂସ୍କରଣର ପୁନର୍ମୁଦ୍ରଣ)
ମାଧ୍ୟମ ପ୍ରକାରପଲ୍‌ପ କଭର୍ (ଛପା ବହି)
ପୃଷ୍ଠା୧୮୭ (ପରିମାର୍ଜିତ ଦଶମ ସଂସ୍କରଣ)






ଆଧାର ସମ୍ପାଦନା

  1. Pramod Kumar Mohanty (2007). Colonialism and South Asia: Cuttack, 1803-1947. R.N. Bhattacharya.
  2. Jabeen, Zehara. "Autobiography as History : A Perspective on Two Odia Autobiographies" (PDF). Orissa Review (Jun 2013): 34–38. Retrieved 20 April 2018.
  3. Bharati Shastri (2003). Going to School in the Raj: Primary Education in India, 1803-1903 : with Focus on Orissa. V.B. Shastry.

ବାହାର ଲିଙ୍କ ସମ୍ପାଦନା