୨୦୧୭ର ଓଡ଼ିଆ କଥାଚିତ୍ର
ଓଡ଼ିଆ କଥାଚିତ୍ର ଜଗତରେ ୨୦୧୭ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] [୨]
ଓଡ଼ିଆ ସିନେମା |
---|
ପ୍ରସିଦ୍ଧ |
୧୯୩୦-୧୯୩୯ |
୧୯୩୬ |
୧୯୪୦-୧୯୪୯ |
୧୯୪୯ |
୧୯୫୦-୧୯୫୯ |
୧୯୫୦ ୧୯୫୧ ୧୯୫୩ ୧୯୫୪ ୧୯୫୬ ୧୯୫୯ |
୧୯୬୦-୧୯୬୯ |
୧୯୬୦ ୧୯୬୧ ୧୯୬୨ ୧୯୬୩ ୧୯୬୪ ୧୯୬୫ ୧୯୬୬ ୧୯୬୭ ୧୯୬୮ ୧୯୬୯ |
୧୯୭୦-୧୯୭୯ |
୧୯୭୦ ୧୯୭୧ ୧୯୭୨ ୧୯୭୩ ୧୯୭୪ ୧୯୭୫ ୧୯୭୬ ୧୯୭୭ ୧୯୭୮ ୧୯୭୯ |
୧୯୮୦-୧୯୮୯ |
୧୯୮୦ ୧୯୮୧ ୧୯୮୨ ୧୯୮୩ ୧୯୮୪ ୧୯୮୫ ୧୯୮୬ ୧୯୮୭ ୧୯୮୮ ୧୯୮୯ |
୧୯୯୦-୧୯୯୯ |
୧୯୯୦ ୧୯୯୧ ୧୯୯୨ ୧୯୯୩ ୧୯୯୪ ୧୯୯୫ ୧୯୯୬ ୧୯୯୭ ୧୯୯୮ ୧୯୯୯ |
୨୦୦୦-୨୦୦୯ |
୨୦୦୦ ୨୦୦୧ ୨୦୦୨ ୨୦୦୩ ୨୦୦୪ ୨୦୦୫ ୨୦୦୬ ୨୦୦୭ ୨୦୦୮ ୨୦୦୯ |
୨୦୧୦-୨୦୧୯ |
୨୦୧୦ ୨୦୧୧ ୨୦୧୨ ୨୦୧୩ ୨୦୧୪ |
୨୦୨୦-୨୦୨୯ |
୨୦୨୦ ୨୦୨୧ ୨୦୨୨ ୨୦୨୩ ୨୦୨୪ |
ନାମ | ନିର୍ଦ୍ଦେଶକ | ଅଭିନେତା | ମୁକ୍ତିଲାଭ ତାରିଖ | |||
---|---|---|---|---|---|---|
୨୦୧୭ | ||||||
ଗଡ୍ଫାଦର୍ | ରମେଶ ରାଉତ | ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ମନୋଜ ମିଶ୍ର, ମୀନକେତନ | ୧ ଜାନୁଆରୀ | |||
ନିଝୁମ ରାତିର ସାଥୀ | ସଞ୍ଜୟ ନାୟକ | ଜ୍ୟୋତି, ତମନ୍ନା | ୧ ଜାନୁଆରୀ | |||
ତମକୁ ଦେଖିଲା ପରେ | ଚନ୍ଦନ ମହାପାତ୍ର | ସମ୍ବିତ, ଝିଲିକ୍ ଭଟ୍ଟାଚାର୍ଯ୍ୟ, ସିଦ୍ଧାନ୍ତ ମହାପାତ୍ର, ନୈନା ଦାସ, ମିହିର ଦାସ | ୧୩ ଜାନୁଆରୀ | |||
ଦିଲ୍ ଦିୱାନା ହେଇଗଲା | ସୁଧାଂଶୁ ମୋହନ ସାହୁ | ବାବୁଶାନ୍, ଶୀତଲ ପାତ୍ର, ମିହିର ଦାସ, ଅପରାଜିତା ମହାନ୍ତି | ୧୩ ଜାନୁଆରୀ | |||
ଦିଲ୍ କା ରାଜା | ଦୀଲିପ ପଣ୍ଡା | ଜ୍ୟୋତି, ପିଙ୍କି, ଦୀପିକା, ମିହିର ଦାସ, ଉତ୍ତମ ମହାନ୍ତି, ପପୁ ପମ ପମ | ୧୦ ଫେବୃଆରୀ | |||
ଦି ଏଣ୍ଡ୍ | ଟି. ଗଣେଶ | ଅଶ୍ୱୀନି ତ୍ରିପାଠୀ, ପ୍ରିତୀ, ମନୋଜ ମିଶ୍ର | ୧୦ ଫେବୃଆରୀ | |||
କଥାଦେଲି ମଥା ଛୁଇଁ | ଶୈଳେନ୍ଦ୍ର | ଅଭିଶେଖ, ରିୟା ଦେ, ଅମନ, ପପୁ ପମ ପମ | ୨୩ ଫେବୃଆରୀ | |||
ଆଖି ଖୋଲିଲେ ତୁ ତୁ ହି ତୁ | ସରୋଜ ମହାପାତ୍ର | ଦୀପକ, ସୂର୍ଯ୍ୟମୟୀ, ନମ୍ରତା, ମିହିର ଦାସ, ବିଜୟ ମହାନ୍ତି, ଅପରାଜିତା ମହାନ୍ତି, ମୀନକେତନ | ୧୭ ମାର୍ଚ୍ଚ | |||
ସୀତାରାମଙ୍କ ବାହାଘର କଳିଯୁଗରେ | ଜି.ଏନ୍.ଏସ୍. ପ୍ରସାଦ | ସବ୍ୟସାଚୀ ମିଶ୍ର, ମନେଶା, ସୁମନ ତଲୱାର, ବିଜୟ ମହାନ୍ତି, ଅନିତା ଦାସ | ୩୧ ମାର୍ଚ୍ଚ | |||
ତୁ ମୋ ଲଭ୍ ଷ୍ଟୋରୀ | ତାପସ ସରଘରିଆ | ସ୍ୱରାଜ ବାରିକ, ଭୂମିକା ଦାଶ, ମିହିର ଦାସ, ଦେବାଶିଷ, ମନୋଜ ମିଶ୍ର | ୭ ଅପ୍ରେଲ | |||
ଟପୋରି | ବିଶ୍ୱଜିତ ପଣ୍ଡା | ଅର୍ଦ୍ଧେନ୍ଧୁ, ଅନ୍ୱେଶା, ମିହିର ଦାସ, ଗୁଡୁ | ୧୩ ଅପ୍ରେଲ | |||
ଟିକେ ଖରା ଟିକେ ଛାଇ | କୁମାର ସରୋଜ | ଦୀପକ, ପ୍ରିୟଙ୍କା, ଦେବାଶିଷ | ୨୧ ଅପ୍ରେଲ | |||
ତୁଳସୀ ଅପା | ଅମୀୟ ପଟ୍ଟନାୟକ | ବର୍ଷା ନାୟକ, ଚୌଧୁରୀ ବିକାଶ ଦାସ, ମଧୁସ୍ମିତା, ସୁଜିତ ପାଇକରାୟ | ୧୯ ମଇ | |||
ଭକ୍ତ ଓ ଭଗବାନ | ଅମୂଲ୍ୟ ଜେନା | ଥିନ୍, ଦେବୀ ବାରିକ | ୧୯ ମଇ | |||
ମିଠା ମିଠା | ଶ୍ରୀକାନ୍ତ ଗୌତମ | ଜ୍ୟୋତି, ଅମିତା, ସମ୍ଭବ, ଶ୍ରଦ୍ଧା, ରାଜେଶ, ପ୍ରକୃତି ମିଶ୍ର, ଶ୍ରୀକାନ୍ତ ଗୌତମ, ହରିହର ମହାପାତ୍ର | ୨୬ ମଇ | |||
ସିଷ୍ଟର ଶ୍ରୀଦେବୀ | ଅଶୋକ ପତି | ବାବୁଶାନ୍, ଶିବାନୀ, ମିହିର ଦାସ, ସଲିଲ ମିତ୍ର, ଅପରାଜିତା ମହାନ୍ତି | ୯ ଜୁନ | |||
ଅଭୟ | ମୂରଲୀ କ୍ରିଷ୍ଣା | ଅନୁଭବ ମହାନ୍ତି, ଏଲିନା ସାମନ୍ତରାୟ, ମନୋଜ ମିଶ୍ର, ମିହିର ଦାସ, ଅଶ୍ରୁମୋଚନ ମହାନ୍ତି, ଅନୀତ ଦାସ, ପ୍ରତିଭା ପଣ୍ଡା | ୧୧ ଜୁନ | |||
ରୋମିଓ ଜୁଲିଏଟ | ସୁଧାକର ବସନ୍ତ | ଅରିନ୍ଦମ ରାୟ, ବର୍ଷା ପ୍ରିୟଦର୍ଶିନୀ | ୧୪ ଜୁଲାଇ | |||
ସୁନାପିଲା- ଟିକେ ସ୍କୃ ଢିଲା | ସୁଧାରକର ବସନ୍ତ | ବାବୁଶାନ୍, ଶୀତଲ ପାତ୍ର, ପପୁ ପମ ପମ, ପିଣ୍ଟୁ ନନ୍ଦ, ପ୍ରଜ୍ଞା ଖଟୁଆ | ୪ ଅଗଷ୍ଟ | |||
କଥା ନୁହେଁ ଏ କଥା | ନରୋତ୍ତମ ପରିଡ଼ା | ସନ୍ତୋଷ, ସୋନାଲୀ ରାୟ, ବିଜୟ ପଟ୍ଟନାୟକ | ୧୮ ଅଗଷ୍ଟ | |||
ସପନର ପଥେ ପଥେ | ସୁଶାନ୍ତ ମଣି | ଅମ୍ଳାନ ଦାସ, ସନମୀରା, ସିଦ୍ଧାନ୍ତ ମହାପାତ୍ର, ମନୋଜ ପଟ୍ଟନାୟକ | ୨୫ ଅଗଷ୍ଟ | |||
ଜଷ୍ଟ ମୋହବତ୍ | ଏସ୍. କେ. ମୁରଲୀଧରନ | ଆକାଶ ଦାସନାୟକ, ଅର୍ଚ୍ଚିତା ସାହୁ, ପପୁ ପମ ପମ, ସମରେଶ ରାଉତରାୟ | ୨୫ ଅଗଷ୍ଟ | |||
ମୁଁ ଖାଣ୍ଟି ଓଡ଼ିଆ ଝିଅ | ଅବତାର ସିଂହ | ଏଲିନା ସାମନ୍ତରାୟ, ରଣବୀର, ସିଦ୍ଧାନ୍ତ ମହାପାତ୍ର, ପପୁ ପମ ପମ | ୮ ସେପ୍ଟେମ୍ବର | |||
ଭୈରବ | ମୃତ୍ୟୁଞ୍ଜୟ ସାହୁ | ଅସିତ୍, ପପୁ ପମପମ୍, ଆହନା ଓ ସମରେଶ | ୮ ସେପ୍ଟେମ୍ବର | |||
ବଦମାସ୍ ଟୋକା | ପ୍ରଶାନ୍ତ ପାଲ୍ | ଉଦୟ, ମାଳବିକା, ମିହିର ଦାସ, ବିଜୟ ମହାନ୍ତି, ମୀନକେତନ | ୧୫ ସେପ୍ଟେମ୍ବର | |||
ଏମିତି ବି ହେଇପାରେ | ରାଜୀବ ମହାନ୍ତି | ଶଶୀକାନ୍ତ, ରୂପାଲି ଦେବେଦୀ, ଦୀପକ | ୧୭ ସେପ୍ଟେମ୍ବର | |||
ହିରୋ ନଂ ୱାନ୍ | ତାପସ ସରଘରିଆ | ବାବୁଶାନ୍, ଭୂମିକା ଦାଶ, ମିହିର ଦାସ, କୁନା ତ୍ରିପାଠୀ | ୨୪ ସେପ୍ଟେମ୍ବର | |||
ଶିବା- ନଟ୍ ଆଉଟ୍ | ସୁଧାଂଶୁ ମୋହନ ସାହୁ | ଅରିନ୍ଦମ ରାୟ, ଅର୍ଚ୍ଚିତା ସାହୁ, ମନୋଜ ମିଶ୍ର, ପ୍ରଜ୍ଞା ଖଟୁଆ | ୨୭ ସେପ୍ଟେମ୍ବର | |||
କାବୁଲା ବାରବୁଲା | ରମେଶ ରାଉତ | ଅନୁଭବ ମହାନ୍ତି, ଏଲିନା ସାମନ୍ତରାୟ, ପପୁ ପମ ପମ, ହରିହର ମହାପାତ୍ର | ୨୭ ସେପ୍ଟେମ୍ବର | |||
ତୁ ମୋ ହିରୋ | ଦିଲୀପ ପଣ୍ଡା | ଜ୍ୟୋତି ରଞ୍ଜନ ନାୟକ, ଝିଲିକ୍ ଭଟ୍ଟାଚାର୍ଯ୍ୟ, ସୁବାଶିଷ ଶର୍ମା | ୨୦ ଅକ୍ଟୋବର | |||
ବଜରଙ୍ଗୀ | ବିନି ପଟ୍ଟନାୟକ | ଅମ୍ଳାନ ଦାସ, ଅନୁଭା ସୌର୍ଯ୍ୟା, ସିଦ୍ଧାନ୍ତ ମହାପାତ୍ର, ନୈନା ଦାସ | ୩ ନଭେମ୍ବର | |||
ମୁଁ ଗୋଟେ ଦୁଷ୍ଟ ପିଲା | ଅଶୋକ ମଲ୍ଲିକ୍ | ଅଶୋକ ମଲ୍ଲିକ୍, ଦୁଷ୍ମନ୍ତ ପଣ୍ଡା, ଝାନସୀ, ଦିବ୍ୟା, ରାନୀ | ୧୦ ନଭେମ୍ବର | |||
ଟିକେ ଅନାଡ଼ି ପୂରା ଖିଲାଡ଼ି | ଲୋକନାଥ ବାରିକ | କରନ୍, ଇପ୍ସିତା, ବବ୍ଲି, ରବିନ୍ ନନ୍ଦ, ବିଜୟ ମହାନ୍ତି | ୨୪ ନଭେମ୍ବର | |||
ତୋ ପ୍ରେମରେ ପଡ଼ିଲା ପରେ | ସରୋଜ କାନ୍ତ | ଦେବରାଜ, ଚିନ୍ମୟୀ, ପ୍ରଲୀପ୍ତା, ମୁନ୍ନା ଖାନ୍, ପୁଷ୍ପା ପଣ୍ଡା | ୨୪ ନଭେମ୍ବର | |||
ଜଗନ୍ନାଥ ଧାମ ପୁରୀ | ନାରାୟଣ ଘଡେଇ | ଦେବଦତ୍ତ ସାହୁ, ରିତିକା ରଥ, ବିଜୟ ମହାନ୍ତି, ଦେବୀ ବାରିକ | ୮ ଡିସେମ୍ବର | |||
ଲୈଲା ଓ ଲୈଲା | ସୁଶାନ୍ତ ମଣି | ସ୍ୱରାଜ ବାରିକ, ସନ୍ମୀରା ନାଗେଶ, ପ୍ରଦ୍ୟୁମ୍ନ ଲେଙ୍କା | ୨୯ ଡିସେମ୍ବର |
ଆଧାର
ସମ୍ପାଦନା- ↑ "List of Odia Movies/2017". odiamoviedatabase. Archived from the original on 19 July 2017. Retrieved 13 April 2017.
- ↑ "୨୦୧୭ରେ କେତୋଟି ଓଡ଼ିଆ ସିନେମା ରିଲିଜ୍ ହୋଇଛି ?". sambad.in. 31 December 2017. Retrieved 1 February 2018.