ଅଶ୍ରୁମୋଚନ ମହାନ୍ତି

ଅଭିନେତା ଓ ନିର୍ଦ୍ଦେଶକ

ଅଶ୍ରୁମୋଚନ ମହାନ୍ତି (ଜନ୍ମ ୨ ଅପ୍ରେଲ ୧୯୫୯)[୧] ଓଡ଼ିଆ କଥାଚିତ୍ର ଜଗତର ଜଣେ ଅଭିନେତା ଓ ନାଟ୍ୟ ନିର୍ଦ୍ଦେଶକ ।[୨] ସେ ରାଜୁ ମିଶ୍ରଙ୍କ ସହକାରୀ ଭାବେ ଆରମ୍ଭରେ କାମ ଶିଖିଥିଲେ ।[୩]

ଅଶ୍ରୁମୋଚନ ମହାନ୍ତି
ଭୁବନେଶ୍ୱରରେ ୨ୟ ଓଡ଼ିଶା ଚଳଚ୍ଚିତ୍ର ପୁରସ୍କାର ଉତ୍ସବ ଅବସରରେ ଏକ ନାଟକରେ ଅଭିନୟ କରୁଥିବା ବେଳେ ଅଶ୍ରୁମୋଚନ ମହାନ୍ତି ।
ଜନ୍ମ (1959-04-02) ୨ ଅପ୍ରେଲ ୧୯୫୯ (ବୟସ ୬୪)
ନାଗରିକତାଭାରତୀୟ
ବୃତ୍ତିଅଭିନେତା ଓ ନାଟ୍ୟ ନିର୍ଦ୍ଦେଶକ
Organizationଶତାବ୍ଦୀର କଳାକାର
ଉଲ୍ଲେଖନୀୟ କାମମାଗୁଣିର ଶଗଡ଼
ଟିଭିଛୋଟ ମୋର ଗାଁ'ଟି
ପିତାମାତାରାସବିହାରୀ ମହାନ୍ତି
ସୌଦାମିନୀ ମହାନ୍ତି
ସମ୍ପର୍କୀୟକୀର୍ତ୍ତନ ବିହାରୀ ମହାନ୍ତି (ବଡ଼ ବାପା)

କଥାଚିତ୍ରରେ ଭୂମିକା ସମ୍ପାଦନ କରନ୍ତୁ

ଅଭିନେତା ଭାବରେ ସମ୍ପାଦନ କରନ୍ତୁ

ନିର୍ଦ୍ଦେଶକ ଭାବରେ ସମ୍ପାଦନ କରନ୍ତୁ

ସମ୍ମାନ ଓ ପୁରସ୍କାର ସମ୍ପାଦନ କରନ୍ତୁ

ଆଧାର ସମ୍ପାଦନ କରନ୍ତୁ

  1. ବେହେରା, ସୁକେଶ (୨୯ ଜାନୁଆରୀ ୨୦୧୪). "ଅଭିନେତା ହୋଇ ନଥିଲେ ସେନାବାହିନୀରେ ଯୋଗଦେଇଥାନ୍ତି". ଧରିତ୍ରୀ. Retrieved 22 February 2017. {{cite news}}: Check date values in: |date= (help)
  2. Orissa reference: glimpses of Orissa. TechnoCAD Systems. 2001.
  3. ସେଠୀ, ବନ୍ଦନା. "ଘୁଙ୍ଗା ଚୌକିଦାର ଚରିତ୍ର ଆତ୍ମତୃପ୍ତି ଦେଇଥିଲା". ଧରିତ୍ରୀ. Retrieved 22 February 2017.
  4. http://www.orissadiary.com/CurrentNews.asp?id=46251

ଅଧିକ ତଥ୍ୟ ସମ୍ପାଦନ କରନ୍ତୁ