୧୯୭୬ର ଓଡ଼ିଆ କଥାଚିତ୍ର
(୧୯୭୬ର ଓଡ଼ିଆ ସିନେମାରୁ ଲେଉଟି ଆସିଛି)
ଓଡ଼ିଆ ସିନେମା ଜଗତରେ ୧୯୭୬ରେ ତିଆରି ହୋଇଥିବା ଓଡ଼ିଆ କଥାଚିତ୍ର ।
ଓଡ଼ିଆ ସିନେମା |
---|
ପ୍ରସିଦ୍ଧ |
୧୯୩୦-୧୯୩୯ |
୧୯୩୬ |
୧୯୪୦-୧୯୪୯ |
୧୯୪୯ |
୧୯୫୦-୧୯୫୯ |
୧୯୫୦ ୧୯୫୧ ୧୯୫୩ ୧୯୫୪ ୧୯୫୬ ୧୯୫୯ |
୧୯୬୦-୧୯୬୯ |
୧୯୬୦ ୧୯୬୧ ୧୯୬୨ ୧୯୬୩ ୧୯୬୪ ୧୯୬୫ ୧୯୬୬ ୧୯୬୭ ୧୯୬୮ ୧୯୬୯ |
୧୯୭୦-୧୯୭୯ |
୧୯୭୦ ୧୯୭୧ ୧୯୭୨ ୧୯୭୩ ୧୯୭୪ ୧୯୭୫ ୧୯୭୬ ୧୯୭୭ ୧୯୭୮ ୧୯୭୯ |
୧୯୮୦-୧୯୮୯ |
୧୯୮୦ ୧୯୮୧ ୧୯୮୨ ୧୯୮୩ ୧୯୮୪ ୧୯୮୫ ୧୯୮୬ ୧୯୮୭ ୧୯୮୮ ୧୯୮୯ |
୧୯୯୦-୧୯୯୯ |
୧୯୯୦ ୧୯୯୧ ୧୯୯୨ ୧୯୯୩ ୧୯୯୪ ୧୯୯୫ ୧୯୯୬ ୧୯୯୭ ୧୯୯୮ ୧୯୯୯ |
୨୦୦୦-୨୦୦୯ |
୨୦୦୦ ୨୦୦୧ ୨୦୦୨ ୨୦୦୩ ୨୦୦୪ ୨୦୦୫ ୨୦୦୬ ୨୦୦୭ ୨୦୦୮ ୨୦୦୯ |
୨୦୧୦-୨୦୧୯ |
୨୦୧୦ ୨୦୧୧ ୨୦୧୨ ୨୦୧୩ ୨୦୧୪ |
୨୦୨୦-୨୦୨୯ |
୨୦୨୦ ୨୦୨୧ ୨୦୨୨ ୨୦୨୩ ୨୦୨୪ |
ନାମ | ନିର୍ଦ୍ଦେଶକ | ଅଭିନେତା | ପ୍ରକାର | ଟୀକା | ||
---|---|---|---|---|---|---|
୧୯୭୬ | ||||||
କୃଷ୍ଣ ସୁଦାମା[୧] | ନିତାଇ ପାଲିତ | ଗୋବିନ୍ଦ ତେଜ, ତ୍ରିପୁରା ମିଶ୍ର, ଅନିତା ଦାସ | ||||
ବତୀଘର[୨] | ଅନନ୍ତ ମହାପାତ୍ର | ସାଧୁ ମେହେର, ପ୍ରଶାନ୍ତ ନନ୍ଦ, ପ୍ରୀତି ଗାଙ୍ଗୁଲୀ | ||||
ଗପ ହେଲେବି ସତ[୩] | ନଗେନ ରାୟ | ହରିଶ, ବନଜା ମହାନ୍ତି | ପ୍ରଥମ ଓଡ଼ିଆ ସମ୍ପୁର୍ଣ୍ଣ ରଙ୍ଗୀନ କଥାଚିତ୍ର | |||
ସିନ୍ଦୂର ବିନ୍ଦୁ[୪] | ଶିଶିର ମିଶ୍ର | ଶ୍ରୀରାମ ପଣ୍ଡା, ପ୍ରଶାନ୍ତ ନନ୍ଦ, ତ୍ରିପୁରା ମିଶ୍ର | ||||
ଶେଷ ଶ୍ରାବଣ[୫] | ପ୍ରଶାନ୍ତ ନନ୍ଦ | ପ୍ରଶାନ୍ତ ନନ୍ଦ, ମହାଶ୍ୱେତା ରାୟ, ହେମନ୍ତ ଦାସ | ||||
ହୀରା ମୋତି ମାଣିକ[୬] | ଅଭିଯାତ୍ରିକ | ପ୍ରଶାନ୍ତ ନନ୍ଦ, ମହାଶ୍ୱେତା ରାୟ, ଧୀର ବିଶ୍ୱାଳ | ||||
ଅମର ପ୍ରେମ[୭] | ଗୋପାଳ ଘୋଷ, ପଳାଶ ବାନାର୍ଜୀ | ହେମନ୍ତ ଦାସ, ସୁରେଶ ମହାପାତ୍ର, ବନଜା ମହାନ୍ତି |
ଆଧାର
ସମ୍ପାଦନା- ↑ ଇଣ୍ଟରନେଟ ମୁଭି ଡାଟାବେସରେ କୃଷ୍ଣ ସୁଦାମା
- ↑ ଇଣ୍ଟରନେଟ ମୁଭି ଡାଟାବେସରେ ବଳି ଘର
- ↑ ଇଣ୍ଟରନେଟ ମୁଭି ଡାଟାବେସରେ ଗପ ହେଲେବି ସତ
- ↑ ଇଣ୍ଟରନେଟ ମୁଭି ଡାଟାବେସରେ ସିନ୍ଦୂର ବିନ୍ଦୁ
- ↑ ଇଣ୍ଟରନେଟ ମୁଭି ଡାଟାବେସରେ ଶେଷ ଶ୍ରାବଣ
- ↑ ଇଣ୍ଟରନେଟ ମୁଭି ଡାଟାବେସରେ ହୀରା ମୋତି ମାଣିକ
- ↑ ଇଣ୍ଟରନେଟ ମୁଭି ଡାଟାବେସରେ ଅମର ପ୍ରେମ