ଆଖି ଖୋଲିଲେ ତୁ ତୁ ହି ତୁ

୨୦୧୭ର ଓଡ଼ିଆ କଥାଚିତ୍ର

ଆଖି ଖୋଲିଲେ ତୁ ତୁ ହି ତୁ ୨୦୧୭ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧][୨][୩][୪] ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସରୋଜ ମହାପାତ୍ର ଏବଂ ପ୍ରଯୋଜନା କରିଥିଲେ ସଞ୍ଜୟ ଚୌଧୁରୀ ।[୫] ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସ ଏବଂ ଗୀତ ରଚନା କରିଥିଲେ ବାପୁ ଗୋସ୍ୱାମୀ ।[୬] ଉଦିତ ନାରାୟଣ, ବିନୋଦ ରାଠୋଡ, ପାମେଲା ଜୈନ୍, ଅନ୍ତରା ଚକ୍ରବର୍ତ୍ତୀ ପ୍ରମୁଖ କଣ୍ଠଶିଳ୍ପୀଗଣ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।

ଆଖି ଖୋଲିଲେ ତୁ ତୁ ହି ତୁ
ନିର୍ଦ୍ଦେଶକସରୋଜ ମହାପାତ୍ର
ପ୍ରଯୋଜକସଞ୍ଜୟ କୁମାର ଚୌଧୁରୀ
ସଂଳାପଅମରେଶ
ଚିତ୍ରନାଟ୍ୟସରୋଜ
କଳାକାରଦୀପକ ବାରିକ
ସୂର୍ଯ୍ୟମୟୀ
ନମ୍ରତା
ମିହିର ଦାସ
ବିଜୟ ମହାନ୍ତି
ଅପରାଜିତା ମହାନ୍ତି
ମୀନକେତନ
ପ୍ରଦ୍ୟୁମ୍ନ ଲେଙ୍କା
ଯୋଗେଶ୍
ଲିୟା
ସଙ୍ଗୀତବିକାଶ ଦାସ
ଚିତ୍ରଗ୍ରହଣଧୃବାନନ୍ଦ ପଣ୍ଡା
ସମ୍ପାଦକସୁକୁମାର ମଣି
ମୁକ୍ତିଲାଭ ତାରିଖ
୧୭ ମାର୍ଚ୍ଚ ୨୦୧୭
ଦେଶ ଭାରତ
ଭାଷାଓଡ଼ିଆ

ଦୀପକ ବାରିକ, ସୂର୍ଯ୍ୟମୟୀ[୭] ଏବଂ ନମ୍ରତା ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।[୮] ମିହିର ଦାସ, ଅପରାଜିତା ମହାନ୍ତି, ମୀନକେତନ, ପ୍ରଦ୍ୟୁମ୍ନ ଲେଙ୍କା ଆଦି କଳାକାରମାନେ ଏହି ଚଳଚ୍ଚିତ୍ରଟିରେ ବିଭିନ୍ନ ଅଭିନୟ କରିଥିଲେ ।[୯]

ଏହି ଚଳଚ୍ଚିତ୍ରଟି ୧୭ ମାର୍ଚ୍ଚ ୨୦୧୭ରେ ମୁକ୍ତିଲାଭ କରିଥିଲା ।[୧୦]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସ ଏବଂ ଗୀତ ରଚନା କରିଥିଲେ ବାପୁ ଗୋସ୍ୱାମୀ । ଉଦିତ ନାରାୟଣ, ବିନୋଦ ରାଠୋଡ, ପାମେଲା ଜୈନ୍, ଅନ୍ତରା ଚକ୍ରବର୍ତ୍ତୀ ପ୍ରମୁଖ କଣ୍ଠଶିଳ୍ପୀଗଣ ଏହି ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

ଗୀତ ରଚନା କଣ୍ଠଦାନ
ଆଖି ଖୋଲିଲେ ତୁ ତୁ ହି ତୁ
ତୁ ମୋର କ'ଣ ହେବୁ
ଜୟ ଗଣେଶ
ବ‌ହୁତ ଭଲ ହେଲା

ଆଧାର ସମ୍ପାଦନା

  1. "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି". sambad.in. 2 November 2017. Retrieved 2 November 2017.
  2. "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା ?". sambad.in. 30 September 2017. Retrieved 1 October 2017.
  3. "୮ ମାସରେ କେତୋଟି ଓଡ଼ିଆ ସିନେମା ?". Sambad.in. 3 September 2017. Archived from the original on 11 September 2017. Retrieved 8 September 2017.
  4. ""୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି" is locked ୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି". E News ଓଡ଼ିଆ. 6 July 2017. Retrieved 8 August 2017.
  5. "ତ୍ରିକୋଣୀୟ ପ୍ରେମ କାହାଣୀ ଫିଲ୍ମ ଆଖି ଖୋଲିଲେ ତୁ ହି ତୁର ଆଜି ଶୁଭମୁକ୍ତି". PrimeOdisha.news. Archived from the original on 6 May 2017. Retrieved 13 April 2017.
  6. "'ଆଖି ଖୋଲିଲେ ତୁ..ତୁ ହି ତୁ'ର ଅଡିଓ ରିଲିଜ୍‌". ସମ୍ବାଦ. 16 March 2017. Archived from the original on 17 April 2017. Retrieved 13 April 2017.
  7. "Cast And Crew Of Odia Film Akhi Kholile Tu Hi Tu". OdiaLive.com. 22 January 2017. Retrieved 13 April 2017.
  8. "ଲେଉଟିଲେ ନମ୍ରତା , ଯାହାଙ୍କ ପାଇଁ ବସୁଧା ଚିରି ଆସିଲେ ନାୟକ". Sambad (in Odia). Odisha. 16 January 2019. Archived from the original on 27 October 2022. Retrieved 22 January 2019.{{cite news}}: CS1 maint: unrecognized language (link)
  9. "Akhi Kholile Tu - Tu Hi Tu". Odia Movie Database. Retrieved 13 April 2017.
  10. "ଆଜି ଶୁଭମୁକ୍ତି : ତ୍ରିକୋଣୀୟ ପ୍ରେମକାହାଣୀ 'ଆଖି ଖୋଲିଲେ ତୁ ହି ତୁ'". ସମ୍ବାଦ. 17 March 2017. Archived from the original on 20 March 2017. Retrieved 13 April 2017.
  11. "ଏହି ଓଲିଉଡ ନାୟକଙ୍କ ହାତ ଫାଙ୍କା". sambad.in. 30 April 2018. Retrieved 6 June 2018.
  12. "ସିନେମାଟିଏ 'ସୁପରଷ୍ଟାର' ହେଉ". ପ୍ରମେୟ. No. ତାରକା ଦୁନିଆ. 25 January 2023. p. 25. Archived from the original on 22 March 2023. Retrieved 22 March 2023.
  13. "ତେଲୁଗୁ ସିନେମାର ଅଫରକୁ ହାତଛଡ଼ା କରିଥିଲେ ଏହି ଓଲିଉଡ ନାୟିକା, ଜାଣନ୍ତି କାହିଁକି ?". sambad.in. 13 May 2018. Retrieved 6 June 2018.
  14. "ହାଟ୍ରିକ୍‌ କଲେ ଏହି ଓଲିଉଡ଼୍‍ ନାୟିକା". sambad.in. 27 April 2018. Retrieved 6 June 2018.
  15. "ଜୁଲାଇ ୪ରେ ଆସିବ ବସନ୍ତ ସାହୁଙ୍କ 'ସେଲ୍‌ଫିସ୍‌ ଦିଲ୍‌'". Sambad (in ଆମେରିକୀୟ ଇଂରାଜୀ). 2019-06-30. Archived from the original on 2019-07-01. Retrieved 2019-07-01.
  16. "ଲେଉଟିଲେ ନମ୍ରତା , ଯାହାଙ୍କ ପାଇଁ ବସୁଧା ଚିରି ଆସିଲେ ନାୟକ". Sambad (in Odia). Odisha. 16 January 2019. Archived from the original on 27 October 2022. Retrieved 22 January 2019.{{cite news}}: CS1 maint: unrecognized language (link)
  17. "ମନେ ମନେ ମନ ଖୋଜୁଥିଲା". ଧରିତ୍ରୀ. 21 November 2019. Archived from the original on 9 November 2021. Retrieved 9 November 2021.
  18. "୨୦୧୯ରେ ଅନୁପସ୍ଥିତ ଓଲିଉଡର ଏହି ଚର୍ଚ୍ଚିତ ନାୟିକାମାନେ | Kanak Lifestyle". Kanak News. lifestyle.kanaknews.com. 31 December 2019. Archived from the original on 17 January 2021. Retrieved 5 December 2021.
  19. "ସଫଳତାର ପଥରେ ନାୟିକା ନମ୍ରତା, ଅଭିନୟ ସହିତ ରାଜନୀତିରେ ପ୍ରତି ରହିଛି ଆଗ୍ରହ". Prameya. କଟକ. 13 September 2021. Archived from the original on 14 September 2021. Retrieved 5 December 2021.

ବାହାର ଆଧାର ସମ୍ପାଦନା