ସମରେଶ ରାଉତରାୟ

ଅଭିନେତା

ସମରେଶ ରାଉତରାୟ ଜଣେ ଓଡ଼ିଆହିନ୍ଦୀ କଥାଚିତ୍ର ଓ ଟେଲିଭିଜନ ଅଭିନେତା ଓ ବ୍ୟବସାୟୀ । ସମରେଶ ନୂଆ ଦିଲ୍ଲୀସ୍ଥିତ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରୁ ଅଭିନୟରେ ସ୍ନାତକ ଲାଭ କରି ପ୍ରଥମେ ମୁମ୍ବାଇରେ ରହି ମଡେଲିଂ ଓ ଅଭିନୟ କରୁଥିଲେ । ପରେ ଓଡ଼ିଶା ଫେରି ପ୍ରଥମେ ଓଡ଼ିଆ ଟେଲିଭିଜନ ଓ ପରେ ଓଡ଼ିଆ ସିନେମାରେ ଅଭିନୟ ଆରମ୍ଭ କଲେ ।[୧] ୨୦୦୭ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ମୋ ସୁନା ପୁଅରୁ ଅଭିନୟ ଆରମ୍ଭ କରିଥିବା ରାଉତରାୟଙ୍କ ଅଭିନୀତ ପ୍ରମୁଖ କଥାଚିତ୍ରଗୁଡ଼ିକ ହେଲା କ୍ରାନ୍ତିଧାରା[୨][୩], ଥୁକୁଲ୍, କ୍ରିମିନାଲ୍, ୧୪୩ ଆଇ ଲଭ ୟୁ, ମୋଷ୍ଟ ୱାଣ୍ଟେଡ଼, ଏ ମନ ଖୋଜେ ମନଟିଏ, ଲୋଫର୍, ସଞ୍ଜୁ ଆଉ ସଞ୍ଜନା, ଧଉଳି ଏକ୍ସପ୍ରେସ୍ ଆଦି ।

ସମରେଶ ରାଉତରାୟ
ସମରେଶ ରାଉତରାୟ
ଜନ୍ମ ଓ ଜନ୍ମସ୍ଥାନ (1980-07-03) ୩ ଜୁଲାଇ ୧୯୮୦ (ବୟସ ୪୧)
ଜାତୀୟତା ଭାରତୀୟ
ଜୀବିକାକଥାଚିତ୍ର ଅଭିନେତା
କାର୍ଯ୍ୟକାଳ୨୦୦୭-ଏବେଯାଏଁ
ପ୍ରସିଦ୍ଧିଓଡ଼ିଆ ସିନେମା ଅଭିନେତା
ଜୀବନସାଥିପ୍ରେମଲତା ସାହୁ
ବାପା ବୋଉଅଲେଖ ପ୍ରସାଦ ରାଉତରାୟ
ଲକ୍ଷ୍ମୀପ୍ରିୟା ରାଉତରାୟ
ୱେବସାଇଟsamaresh.com

ପ୍ରାରମ୍ଭିକ ଜୀବନସମ୍ପାଦନ କରନ୍ତୁ

ସମରେଶ ଭୁବନେଶ୍ୱରଠାରେ ଜୁଲାଇ ୩ ତାରିଖରେ ପିତା ଅଲେଖ ପ୍ରସାଦ ରାଉତରାୟଙ୍କ ଔରସ୍ୟରୁ ଓ ମାତା ଲକ୍ଷ୍ମୀପ୍ରିୟା ରାଉତରାୟଙ୍କ ଠାରୁ ଜନ୍ମ ଗ୍ରହଣ କରିଥିଲେ । ୬ ଭାଇ ଓ ୧ ଭଉଣୀ ମଧ୍ୟରେ ସେ ହେଉଛନ୍ତି ସର୍ବକନିଷ୍ଠ । ସେ ନୂଆ ଦିଲ୍ଲୀସ୍ଥିତ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରେ ଶିକ୍ଷା ପ୍ରାପ୍ତ । [୪]

ସିନେମା ଜୀବନସମ୍ପାଦନ କରନ୍ତୁ

୨୦୦୭ ମସିହାରେ ମୋ ସୁନା ପୁଅ କଥାଚିତ୍ରରୁ ଓଡ଼ିଆ ସିନେମା ଜଗତରେ ପ୍ରବେଶ କରିଥିବା ସମରେଶ, ବର୍ତ୍ତମାନ ସୁଦ୍ଧା ୩୦ଟି ଓଡ଼ିଆ ଏବଂ ହିନ୍ଦୀ ସିନେମା ଓ ୫୦୦ ଥିଏଟର ଶୋରେ ଅଭିନୟ କରିସାରିଛନ୍ତି ।

ଅଭିନୀତ ଓଡ଼ିଆ କଥାଚିତ୍ରସମ୍ପାଦନ କରନ୍ତୁ

ଅଭିନୀତ ସିନେମା (ହିନ୍ଦୀ)ସମ୍ପାଦନ କରନ୍ତୁ

ଅଭିନୀତ କ୍ଷୁଦ୍ର ଚଳଚ୍ଚିତ୍ରସମ୍ପାଦନ କରନ୍ତୁ

ଅଭିନୀତ ଧାରାବାହିକ (ଓଡ଼ିଆ)ସମ୍ପାଦନ କରନ୍ତୁ

  • ସଂସ୍କାର
  • ବସୁନ୍ଧରା
  • ଇନ୍ଦ୍ରଜାଲ
  • ଦେବୀ

ଅଭିନୀତ ଥିଏଟରସମ୍ପାଦନ କରନ୍ତୁ

ପୁରସ୍କାରସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. Naik, Jyoti Prakash (10 May 2012). "A day with actor Samaresh Routray". Times of India. Retrieved 9 March 2016.
  2. ୨.୦ ୨.୧ "'Krantidhara' to feature in two major film festivals". Times of India. 19 November 2014. Retrieved 9 March 2016.
  3. ୩.୦ ୩.୧ "Odia feature film Krantidhara nominated for Chennai film fest". Odisha Today. 13 November 2014. Retrieved 9 March 2016.
  4. incredibleorissa.com

ବାହାର ଆଧାରସମ୍ପାଦନ କରନ୍ତୁ