ଅରିନ୍ଦମ ରାୟ
ଓଡ଼ିଆ ଅଭିନେତା
ଅରିନ୍ଦମ ରାୟ ଜଣେ ଓଡ଼ିଆ କଥାଚିତ୍ର ଅଭିନେତା ।
ଅରିନ୍ଦମ ରାୟ | |
---|---|
ଜନ୍ମ | ୧୮ ଅକ୍ଟୋବର |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ୱବିଦ୍ୟାଳୟ |
ବୃତ୍ତି | କଥାଚିତ୍ର ଅଭିନେତା |
ସକ୍ରିୟ ବର୍ଷ | ୨୦୦୬-ଏବେଯାଏଁ |
ପ୍ରସିଦ୍ଧି | ଓଡ଼ିଆ କଥାଚିତ୍ର ଅଭିନେତା |
ସିନେମା ଜୀବନ
ସମ୍ପାଦନା୨୦୦୬ ମସିହାରେ ପ୍ରେମ ଋତୁ ଆସିଲାରେ କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିଲେ ।
ଅଭିନୀତ ଓଡ଼ିଆ କଥାଚିତ୍ର
ସମ୍ପାଦନା- ରାମ, ୨୦୨୩[୧]
- ରୋମିଓ ଜୁଲିଏଟ, ୨୦୧୭
- ତୋର ଦିନେକୁ ମୋର ଦିନେ, ୨୦୧୬
- ଭଉଁରୀ, ୨୦୧୫
- କଳ୍କୀ, ୨୦୧୫
- ଲଭ୍ ୟୁ ହେମେଶା, ୨୦୧୫
- ଇସ୍କ ତୁ ହି ତୁ, ୨୦୧୫
- ଡାଡି, ୨୦୧୪
- ମୁଁ ରାଜା ତୁ ରାଣୀ, ୨୦୧୪
- ଅଶୋକ ସମ୍ରାଟ, ୨୦୧୩
- ପାରିବେନି କେହି ଅଲଗା କରି,[୨] ୨୦୧୩
- ପର୍ଶୁରାମ, ୨୦୧୨
- ରଜାଝିଅ ସଂଗେ ହେଇଗଲା ଭାବ, ୨୦୧୨
- ଗୁଡ୍ ବୟ, ୨୦୧୨
- କ୍ରିମିନାଲ୍, ୨୦୧୧
- ହିରୋ, ୨୦୧୧
- ତୁ ମୋ ଗାର୍ଲ୍ ଫ୍ରେଣ୍ଡ୍, ୨୦୧୧
- ତୁ ଥା ମୁଁ ଯାଉଛି ରୁଷି, ୨୦୧୦
- ମୁଁ ତତେ ଲଭ୍ କରୁଛି, ୨୦୦୭
- ମିତରେ ମିତ, ୨୦୦୯
- ତୁମେ ହିଁ ସାଥୀ ମୋର, ୨୦୦୯
- ମୁଁ ସପନର ସୌଦାଗର, ୨୦୦୮
- ତୋ ପାଇଁ ନେବି ମୁଁ ଶହେ ଜନମ, ୨୦୦୭
- ଲାଲ୍ ଟୁକୁ ଟୁକୁ ସାଧବ ବୋହୂ, ୨୦୦୭
- କାଳୀ ଶଙ୍କର, ୨୦୦୭
- ଏ ମନ ମାନେନା, ୨୦୦୭
- ପ୍ରେମ ଋତୁ ଆସିଲାରେ, ୨୦୦୬
ଆଧାର
ସମ୍ପାଦନା- ↑ "Rahul Dev starts shooting for his fourth Odia movie Ram". OrissaPOST (in English). Bhubaneswar. 1 September 2023. p. 2. Archived from the original on 2 September 2023. Retrieved 2 September 2023.
{{cite news}}
: CS1 maint: unrecognized language (link) - ↑ "'Paribeni Kehi Alaga Kari' releasing today - Odisha Views - Odisha Views". odishaviews.com. 2013. Retrieved 16 January 2013.
In the movie Arindam and Priya has done the leading roll
ଅଧିକ ତଥ୍ୟ
ସମ୍ପାଦନାଉଇକିମିଡ଼ିଆ କମନ୍ସରେ ଅରିନ୍ଦମ ରାୟ
ବାବଦରେ ମାଧ୍ୟମ ରହିଛି ।
- ଇଣ୍ଟରନେଟ ମୁଭି ଡାଟାବେସରେ ଅରିନ୍ଦମ ରାୟ