ପୁଷ୍ପା ପଣ୍ଡା

ଓଡ଼ିଆ ଅଭିନେତ୍ରୀ

ପୁଷ୍ପା ପଣ୍ଡା ଜଣେ ଜଣାଶୁଣା ଓଡ଼ିଆ ସିନେ ଅଭିନେତ୍ରୀ । ସେ ଅନେକ ଓଡ଼ିଆ ଓ ବଙ୍ଗଳା ସିନେମାରେ କାମ କରିଛନ୍ତି ।

ପୁଷ୍ପା ପଣ୍ଡା
ଜନ୍ମ
ଜାତୀୟତାଭାରତୀୟ
ବୃତ୍ତିସିନେମା ଅଭିନେତ୍ରୀ
ସକ୍ରିୟ ବର୍ଷ୧୯୮୪-ଏବେଯାଏଁ
ଜଣାଶୁଣାଓଡ଼ିଆ ସିନେମା ଅଭିନେତ୍ରୀ

ପ୍ରାରମ୍ଭିକ ଜୀବନ ସମ୍ପାଦନ କରନ୍ତୁ

ପୁଷ୍ପା ପଣ୍ଡା ଓଡ଼ିଶାରେ ଭୁବନେଶ୍ୱରଠାରେ ଜନ୍ମ ଗ୍ରହଣ କରିଥିଲେ ।

ସିନେମା ଜୀବନ ସମ୍ପାଦନ କରନ୍ତୁ

୧୯୮୪ ମସିହାରେ ନିନାଦ ଚଳଚ୍ଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ପୁଷ୍ପା, ବର୍ତ୍ତମାନ ସୁଦ୍ଧା ୩୦ରୁ ଅଧିକ ଓଡ଼ିଆ, ବଙ୍ଗଳା, ସିନେମାରେ ଅଭିନୟ କରିସାରିଛନ୍ତି ।

ଅଭିନୀତ ଓଡ଼ିଆ କଥାଚିତ୍ର ସମ୍ପାଦନ କରନ୍ତୁ

କଥାଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ
ମୁ ପ୍ରେମୀ ମୁ ପାଗଳ ୨୦୧୧
ଚୋରି ଚୋରି ମନ ଚୋରି ୨୦୧୧
ମତେ ବୋହୂ କରି ନେଇ ଯା ୨୦୧୧
ମନ ମୋର ପ୍ରଜାପତି ୨୦୧୧
ମୋଷ୍ଟ ୱାଣ୍ଟେଡ଼ ୨୦୧୧
ଏଇ ମିଳନ ଯୁଗଯୁଗର ୨୦୧୦
ଶଶୁର ଘର ଜିନ୍ଦାବାଦ ୨୦୧୦
ସଞ୍ଜୁ ଆଉ ସଞ୍ଜନା ୨୦୧୦
କେଉଁ ଦୁନିଆରୁ ଆସିଲ ବନ୍ଧୁ ୨୦୦୯
ଛାତି ଚିରି ଦେଲେ ତୁ ୨୦୦୮
ମତେ ତ ଲଭ ହେଲାରେ ୨୦୦୮
ଅଗ୍ନି ଶିଖା ୨୦୦୭
ନବଦିଗନ୍ତ ୧୯୯୮
ପୁଅ ମୋର ଜଗତ ଜିତା ୧୯୯୭
ମୋକ୍ଷ ୧୯୯୬
ଜୀବନ ଧାରା ୧୯୯୫
ରଣଭୂମି ୧୯୯୫
ସକଳ ତୀର୍ଥ ତୋ ଚରଣେ ୧୯୯୫
ଆଶା ୧୯୯୩
ଅଗ୍ନି ବୀଣା ୧୯୯୦
ଅନ୍ଧ ଦିଗନ୍ତ ୧୯୯୦
ଆକାଶର ଆଖି ୧୯୮୯ ପଙ୍କଜ ପାଣି
ପଞ୍ଚୁ ପାଣ୍ଡବ ୧୯୮୯
ପ୍ରତିଶୋଧ ଅପରାଧ ନୁହେଁ ୧୯୮୯
ରଜନୀଗନ୍ଧା ୧୯୮୯
କନ୍ୟାଦାନ ୧୯୮୮
ନିଷିଦ୍ଧ ସ୍ୱପ୍ନ ୧୯୮୮
ଆକାଶର ଆଖି ୧୯୮୭
କସ୍ତୁରୀ ୧୯୮୭
ମଝି ପାହାଚ ୧୯୮୭
ନିନାଦ ୧୯୮୪

ପୁରସ୍କାର ସମ୍ପାଦନ କରନ୍ତୁ

ଆଧାର ସମ୍ପାଦନ କରନ୍ତୁ

ବାହାର ଲିଙ୍କ ସମ୍ପାଦନ କରନ୍ତୁ