ପୁଷ୍ପା ପଣ୍ଡା
ଓଡ଼ିଆ ଅଭିନେତ୍ରୀ
ପୁଷ୍ପା ପଣ୍ଡା ଜଣେ ଜଣାଶୁଣା ଓଡ଼ିଆ ସିନେ ଅଭିନେତ୍ରୀ । ସେ ଅନେକ ଓଡ଼ିଆ ଓ ବଙ୍ଗଳା ସିନେମାରେ କାମ କରିଛନ୍ତି ।
ପୁଷ୍ପା ପଣ୍ଡା | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତି | ସିନେମା ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୮୪-ଏବେଯାଏଁ |
ପ୍ରସିଦ୍ଧି | ଓଡ଼ିଆ ସିନେମା ଅଭିନେତ୍ରୀ |
ପ୍ରାରମ୍ଭିକ ଜୀବନ
ସମ୍ପାଦନାପୁଷ୍ପା ପଣ୍ଡା ଓଡ଼ିଶାରେ ଭୁବନେଶ୍ୱରଠାରେ ଜନ୍ମ ଗ୍ରହଣ କରିଥିଲେ ।
ସିନେମା ଜୀବନ
ସମ୍ପାଦନା୧୯୮୪ ମସିହାରେ ନିନାଦ ଚଳଚ୍ଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ପୁଷ୍ପା, ବର୍ତ୍ତମାନ ସୁଦ୍ଧା ୩୦ରୁ ଅଧିକ ଓଡ଼ିଆ, ବଙ୍ଗଳା, ସିନେମାରେ ଅଭିନୟ କରିସାରିଛନ୍ତି ।
ଅଭିନୀତ ଓଡ଼ିଆ କଥାଚିତ୍ର
ସମ୍ପାଦନାକଥାଚିତ୍ର | ମୁକ୍ତିଲାଭ ବର୍ଷ | ନିର୍ଦ୍ଦେଶକ |
---|---|---|
ମୁ ପ୍ରେମୀ ମୁ ପାଗଳ | ୨୦୧୧ | |
ଚୋରି ଚୋରି ମନ ଚୋରି | ୨୦୧୧ | |
ମତେ ବୋହୂ କରି ନେଇ ଯା | ୨୦୧୧ | |
ମନ ମୋର ପ୍ରଜାପତି | ୨୦୧୧ | |
ମୋଷ୍ଟ ୱାଣ୍ଟେଡ଼ | ୨୦୧୧ | |
ଏଇ ମିଳନ ଯୁଗଯୁଗର | ୨୦୧୦ | |
ଶଶୁର ଘର ଜିନ୍ଦାବାଦ | ୨୦୧୦ | |
ସଞ୍ଜୁ ଆଉ ସଞ୍ଜନା | ୨୦୧୦ | |
କେଉଁ ଦୁନିଆରୁ ଆସିଲ ବନ୍ଧୁ | ୨୦୦୯ | |
ଛାତି ଚିରି ଦେଲେ ତୁ | ୨୦୦୮ | |
ମତେ ତ ଲଭ ହେଲାରେ | ୨୦୦୮ | |
ଅଗ୍ନି ଶିଖା | ୨୦୦୭ | |
ନବଦିଗନ୍ତ | ୧୯୯୮ | |
ପୁଅ ମୋର ଜଗତ ଜିତା | ୧୯୯୭ | |
ମୋକ୍ଷ | ୧୯୯୬ | |
ଜୀବନ ଧାରା | ୧୯୯୫ | |
ରଣଭୂମି | ୧୯୯୫ | |
ସକଳ ତୀର୍ଥ ତୋ ଚରଣେ | ୧୯୯୫ | |
ଆଶା | ୧୯୯୩ | |
ଅଗ୍ନି ବୀଣା | ୧୯୯୦ | |
ଅନ୍ଧ ଦିଗନ୍ତ | ୧୯୯୦ | |
ଆକାଶର ଆଖି | ୧୯୮୯ | ପଙ୍କଜ ପାଣି |
ପଞ୍ଚୁ ପାଣ୍ଡବ | ୧୯୮୯ | |
ପ୍ରତିଶୋଧ ଅପରାଧ ନୁହେଁ | ୧୯୮୯ | |
ରଜନୀଗନ୍ଧା | ୧୯୮୯ | |
କନ୍ୟାଦାନ | ୧୯୮୮ | |
ନିଷିଦ୍ଧ ସ୍ୱପ୍ନ | ୧୯୮୮ | |
ଆକାଶର ଆଖି | ୧୯୮୭ | |
କସ୍ତୁରୀ | ୧୯୮୭ | |
ମଝି ପାହାଚ | ୧୯୮୭ | |
ନିନାଦ | ୧୯୮୪ |
ପୁରସ୍କାର
ସମ୍ପାଦନାଆଧାର
ସମ୍ପାଦନାବାହାର ଲିଙ୍କ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ପୁଷ୍ପା ପଣ୍ଡା