ମନୋଜ ମିଶ୍ର
ଓଡ଼ିଆ ଅଭିନେତା
ମନୋଜ ମିଶ୍ର ଜଣେ ଜଣାଶୁଣା ଓଡ଼ିଆ କଥାଚିତ୍ର ଅଭିନେତା । ସେ ଓଡ଼ିଆ କଥାଚିତ୍ର ସୁନା ସଙ୍ଖାଳୀ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଜଣେ ଖଳନାୟକ ଭାବରେ ପ୍ରବେଶ କରିଥିଲେ ।[୨] ମନୋଜ ଓଡ଼ିଆ କଥାଚିତ୍ର ଜଗତ ବ୍ୟତୀତ ତାମିଲ କଥାଚିତ୍ର ଜଗତର କିଛି ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।
ମନୋଜ ମିଶ୍ର | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତି | କଥାଚିତ୍ର ଅଭିନେତା |
ସକ୍ରିୟ ବର୍ଷ | ୨୦୦୭-ଏବେଯାଏଁ |
ପ୍ରସିଦ୍ଧି | ଓଡ଼ିଆ କଥାଚିତ୍ର ଅଭିନେତା |
ସମ୍ପର୍କୀୟ | ଚିନ୍ମୟ ମିଶ୍ର[୧] |
ରାଜନୈତିକ ଜୀବନ
ସମ୍ପାଦନାମନୋଜ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ । ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ବଲାଙ୍ଗୀର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୨,୩୦,୮୭୪ ଖଣ୍ଡ ଭୋଟ ପାଇ ୩ୟ ସ୍ଥାନରେ ଥିଲେ ଏବଂ ବିଜେପି ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂଦେଓଙ୍କ ଠାରୁ ୩,୮୬,୮୭୦ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ ।[୩]
ପୁରସ୍କାର
ସମ୍ପାଦନାଆଧାର
ସମ୍ପାଦନା- ↑ "ବାହାଘର ପାଇଁ". ସମାଜ (ରବିବାର) (in Odia). Bhubaneswar. 2 December 2018. p. 8. Archived from the original on 2 December 2018. Retrieved 2 December 2018.
{{cite news}}
: CS1 maint: unrecognized language (link) - ↑ "ଏହି ଓଲିଉଡ ଖଳନାୟକ ମନୋଜ ମିଶ୍ର ବନିଲେ ରାଘବ, ଜାଣନ୍ତୁ କ'ଣ ଘଟୁଛି". sambad.in. 3 June 2018. Retrieved 6 June 2018.
- ↑ "2024 Indian General Election Results: Bolangir (Odisha)". Election Commission of India. Retrieved 6 June 2024.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ମନୋଜ ମିଶ୍ର