ଭକ୍ତ ଓ ଭଗବାନ
୨୦୧୭ର ଓଡ଼ିଆ କଥାଚିତ୍ର
ଭକ୍ତ ଓ ଭଗବାନ, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୩][୪][୫][୬][୭] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନାରାୟଣ ଘଡ଼େଇ ଏବଂ ନିର୍ଦ୍ଦେଶନା ଦେଇଥିଲେ ଅମୂଲ୍ୟ ଜେନା । ନାରାୟଣ ଚଳଚ୍ଚିତ୍ରର ପ୍ରଯୋଜନା ସହ କାହାଣୀ, ସଂଳାପ, ଚିତ୍ରନାଟ୍ୟ ଏବଂ ବୈଷୟିକ ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଥିଲେ ।[୧][୮] ଏହି ଚଳଚ୍ଚିତ୍ରର ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ପପୁ ।[୯] ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନେ ହେଲେ ଦେବଦତ୍ତ, ରିତିକା, ପୂଜା, ଲୀନା, ଦେବୁ ବ୍ରହ୍ମା, ଦେବୀ ବାରିକ, ଚକ୍ରଧର ଜେନା, ପ୍ରିୟ ମିଶ୍ର, ନଟବର ଆଚାର୍ଯ୍ୟ ।
ଭକ୍ତ ଓ ଭଗବାନ | |
---|---|
ନିର୍ଦ୍ଦେଶକ | ଅମୂଲ୍ୟ ଜେନା |
ପ୍ରଯୋଜକ | ନାରାୟଣ ଘଡ଼େଇ |
ସଂଳାପ | ନାରାୟଣ ଘଡ଼େଇ |
ଚିତ୍ରନାଟ୍ୟ | ନାରାୟଣ ଘଡ଼େଇ |
କାହାଣୀ | ନାରାୟଣ ଘଡ଼େଇ |
କଳାକାର | ଦେବଦତ୍ତ, ରିତିକା, ପୂଜା, ଲୀନା, ଦେବୁ ବ୍ରହ୍ମା, ଦେବୀ ବାରିକ, ଚକ୍ରଧର ଜେନା, ପ୍ରିୟ ମିଶ୍ର, ନଟବର ଆଚାର୍ଯ୍ୟ |
ସଙ୍ଗୀତ | ବିଦ୍ୟୁତ୍ ରଏ, ହିମାଂଶୁ ଶେଖର ମହାନ୍ତି, ଜିତ୍ |
ମୁକ୍ତିଲାଭ ତାରିଖ | ୧୯ ମଇ ୨୦୧୭[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୫୦ ଲକ୍ଷ[୨] |
ଅଭିନୟ
ସମ୍ପାଦନା- ଦେବଦତ୍ତ
- ରିତିକା
- ପୂଜା
- ଲୀନା
- ଦେବୁ ବ୍ରହ୍ମା
- ଦେବୀ ବାରିକ
- ଚକ୍ରଧର ଜେନା
- ପ୍ରିୟ ମିଶ୍ର
- ନଟବର ଆଚାର୍ଯ୍ୟ
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଦ୍ୟୁତ୍ ରଏ, ହିମାଂଶୁ ଶେଖର ମହାନ୍ତି ଏବଂ ଜିତ୍ ।[୧]
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|---|---|
1. | "ହେ ମାଧବ ରାଧା ମାଧବ" |
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "ଆଜି ଶୁଭମୁକ୍ତି: ଓଡ଼ିଆ ଛବି 'ଭକ୍ତ ଓ ଭଗବାନ'". ସମ୍ବାଦ. 19 May 2017. Archived from the original on 19 July 2017. Retrieved 16 July 2017.
- ↑ "Bhakta O Bhagaban". moviesfyi. Archived from the original on 20 July 2017. Retrieved 16 July 2017.
- ↑ "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍ ହୋଇଛି". sambad.in. 2 November 2017. Retrieved 2 November 2017.
- ↑ "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍ ହେଲା ?". sambad.in. 30 September 2017. Retrieved 1 October 2017.
- ↑ "୮ ମାସରେ କେତୋଟି ଓଡ଼ିଆ ସିନେମା ?". Sambad.in. 3 September 2017. Archived from the original on 11 September 2017. Retrieved 8 September 2017.
- ↑ ""୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି" is locked ୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି". E News ଓଡ଼ିଆ. 6 July 2017. Retrieved 8 August 2017.
- ↑ "ଓଡ଼ିଆ ସିନେମା ଜଗତ ପାଇଁ ପ୍ରଥମାର୍ଦ୍ଧ ଉତ୍ସାହଜନକ !". ସମ୍ବାଦ. 6 July 2017. Archived from the original on 9 July 2017. Retrieved 16 July 2017.
- ↑ "Bhakta O Bhagaban Odia Movie of Narayana Ghadei Releasing Today". E News ଓଡ଼ିଆ. 19 May 2017. Retrieved 16 July 2017.
- ↑ "Bhakta O Bhagaban". Odia Movie Database. Archived from the original on 16 July 2017. Retrieved 16 July 2017.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଭକ୍ତ ଓ ଭଗବାନ