ଭକ୍ତ ଓ ଭଗବାନ

୨୦୧୭ର ଓଡ଼ିଆ କଥାଚିତ୍ର

ଭକ୍ତ ଓ ଭଗବାନ, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୩][୪][୫][୬][୭] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନାରାୟଣ ଘଡ଼େଇ ଏବଂ ନିର୍ଦ୍ଦେଶନା ଦେଇଥିଲେ ଅମୂଲ୍ୟ ଜେନା । ନାରାୟଣ ଚଳଚ୍ଚିତ୍ରର ପ୍ରଯୋଜନା ସ‌ହ କାହାଣୀ, ସଂଳାପ, ଚିତ୍ରନାଟ୍ୟ ଏବଂ ବୈଷୟିକ ନିର୍ଦ୍ଦେଶନା ଦାୟିତ୍ୱ ବ‌ହନ କରିଥିଲେ ।[୧][୮] ଏହି ଚଳଚ୍ଚିତ୍ରର ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ପ‌ପୁ ।[୯] ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନେ ହେଲେ ଦେବଦତ୍ତ, ରିତିକା, ପୂଜା, ଲୀନା, ଦେବୁ ବ୍ରହ୍ମା, ଦେବୀ ବାରିକ, ଚକ୍ରଧର ଜେନା, ପ୍ରିୟ ମିଶ୍ର, ନଟବର ଆଚାର୍ଯ୍ୟ ।

ଭକ୍ତ ଓ ଭଗବାନ
ନିର୍ଦ୍ଦେଶକଅମୂଲ୍ୟ ଜେନା
ପ୍ରଯୋଜକନାରାୟଣ ଘଡ଼େଇ
ସଂଳାପନାରାୟଣ ଘଡ଼େଇ
ଚିତ୍ରନାଟ୍ୟନାରାୟଣ ଘଡ଼େଇ
କାହାଣୀନାରାୟଣ ଘଡ଼େଇ
କଳାକାରଦେବଦତ୍ତ, ରିତିକା, ପୂଜା, ଲୀନା, ଦେବୁ ବ୍ରହ୍ମା, ଦେବୀ ବାରିକ, ଚକ୍ରଧର ଜେନା, ପ୍ରିୟ ମିଶ୍ର, ନଟବର ଆଚାର୍ଯ୍ୟ
ସଙ୍ଗୀତବିଦ୍ୟୁତ୍‌ ରଏ, ହିମାଂଶୁ ଶେଖର ମହାନ୍ତି, ଜିତ୍‌
ମୁକ୍ତିଲାଭ ତାରିଖ
୧୯ ମଇ ୨୦୧୭[୧]
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚ୫୦ ଲକ୍ଷ[୨]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଦ୍ୟୁତ୍‌ ରଏ, ହିମାଂଶୁ ଶେଖର ମହାନ୍ତି ଏବଂ ଜିତ୍‌ ।[୧]

ଗୀତ ସମ୍ପାଦନା

କ୍ରମଗୀତସମୟ
1."ହେ ମାଧବ ରାଧା ମାଧବ" 

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "ଆଜି ଶୁଭମୁକ୍ତି: ଓଡ଼ିଆ ଛବି 'ଭକ୍ତ ଓ ଭଗବାନ'". ସମ୍ବାଦ. 19 May 2017. Archived from the original on 19 July 2017. Retrieved 16 July 2017.
  2. "Bhakta O Bhagaban". moviesfyi. Archived from the original on 20 July 2017. Retrieved 16 July 2017.
  3. "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି". sambad.in. 2 November 2017. Retrieved 2 November 2017.
  4. "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା ?". sambad.in. 30 September 2017. Retrieved 1 October 2017.
  5. "୮ ମାସରେ କେତୋଟି ଓଡ଼ିଆ ସିନେମା ?". Sambad.in. 3 September 2017. Archived from the original on 11 September 2017. Retrieved 8 September 2017.
  6. ""୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି" is locked ୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି". E News ଓଡ଼ିଆ. 6 July 2017. Retrieved 8 August 2017.
  7. "ଓଡ଼ିଆ ସିନେମା ଜଗତ ପାଇଁ ପ୍ରଥମାର୍ଦ୍ଧ ଉତ୍ସାହଜନକ !". ସମ୍ବାଦ. 6 July 2017. Archived from the original on 9 July 2017. Retrieved 16 July 2017.
  8. "Bhakta O Bhagaban Odia Movie of Narayana Ghadei Releasing Today". E News ଓଡ଼ିଆ. 19 May 2017. Retrieved 16 July 2017.
  9. "Bhakta O Bhagaban". Odia Movie Database. Archived from the original on 16 July 2017. Retrieved 16 July 2017.

ବାହାର ଆଧାର ସମ୍ପାଦନା