ଭୈରବ (ଓଡ଼ିଆ କଥାଚିତ୍ର)

୨୦୧୭ର ଓଡ଼ିଆ କଥାଚିତ୍ର

ଭୈରବ, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧][୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶିଶିର ଚନ୍ଦ୍ର ଦାସ ଓ ପ୍ରଭାତ କୁମାର ପ୍ରଧାନ ।[୩] ଦେବୀଦତ୍ତ ମହାନ୍ତି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୪] ମୃତ୍ୟୁଞ୍ଜୟ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୫][୬][୭] ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଗୀତିକାର ନିର୍ମଳ ନାୟକ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୩]

ଭୈରବ
ନିର୍ଦ୍ଦେଶକମୃତ୍ୟୁଞ୍ଜୟ ସାହୁ
ପ୍ରଯୋଜକଶିଶିର ଚନ୍ଦ୍ର ଦାସ ଓ ପ୍ରଭାତ କୁମାର ପ୍ରଧାନ
ସଂଳାପଦେବୀଦତ୍ତ ମହାନ୍ତି
କଳାକାରଅସୀତ
ଆହାନା
ଏଲ୍‌ସା
ପପୁ ପମ ପମ
ପିଣ୍ଟୁ ନନ୍ଦ
ସମରେଶ ରାଉତରାୟ
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣଏସ୍ ରଞ୍ଜନ
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୮ ସେପ୍ଟେମ୍ବର ୨୦୧୭
ଦେଶ ଭାରତ
ଭାଷାଓଡ଼ିଆ

ଅସୀତ, ଆହାନା, ଏଲ୍‌ସା ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥଲେ । ପପୁ ପମ ପମ[୮], ପିଣ୍ଟୁ ନନ୍ଦ, ସମରେଶ ରାଉତରାୟ, ଶକ୍ତି ବରାଳ, ଦେବୁ ବ୍ରହ୍ମା, ହାଡ଼ୁ, ବିଜୁ ବଡ଼ଜେନା, ରାଜୀବ, ଦେବୀ ବାରିକ, ଜ୍ଞାନ, ଟନିଆ, ଭିକାରୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୯]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର[୪] ନିର୍ମଳ ନାୟକ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୧୪] ଅଭିଜିତ ମଜୁମଦାର, ପପୁ ପମ ପମ ଆଦି କଣ୍ଠଶିଳ୍ପୀମାନେ ଚଳଚ୍ଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତସମୟ
1."ପ୍ରଥମ ଏ ଜୀବନରେ" 
2."ଭୈରବ" 
3."ସାବୁନ ଲଗେଇ ଧୋ" 
4."ଢକ ଢକ ପିଇଯିବି" 

ବ୍ୟବସାୟ ସମ୍ପାଦନା

୮ ସେପ୍ଟେମ୍ବର ୨୦୧୭ରେ ମୁକ୍ତିଲାଭ କରିଥିବା ଏହି କଥାଚିତ୍ର ସ‌ହ ଅନ୍ୟ ଏକ ଓଡ଼ିଆ କଥାଚିତ୍ର ମୁଁ ଖାଣ୍ଟି ଓଡ଼ିଆ ଝିଅ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ର ଦୁଇଟି ଉତ୍ତମ ବ୍ୟବସାୟ କରିଥିଲେ ।[୧୫]

ପୁରସ୍କାର ସମ୍ପାଦନା

  • ଶ୍ରେଷ୍ଠ ନବାଗତା (ଆହାନା) - ଦ୍ୱାଦଶ ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍‌-୨୦୧୮[୧୬]

ଆଧାର ସମ୍ପାଦନା

  1. "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି". sambad.in. 2 November 2017. Retrieved 2 November 2017.
  2. "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା ?". sambad.in. 30 September 2017. Retrieved 1 October 2017.
  3. ୩.୦ ୩.୧ "ମୁକ୍ତି ପ୍ରତୀକ୍ଷାରେ ଓଡ଼ିଆ ସିନେମା 'ଭୈରବ'". ସମ୍ବାଦ. 12 August 2017. Retrieved 13 September 2017.[permanent dead link]
  4. ୪.୦ ୪.୧ "ମୁଁ ଖାଣ୍ଟି ଓଡ଼ିଆ ଝିଅ' ବନାମ 'ଭୈରବ'". sambad.in. 8 September 2017. Archived from the original on 11 September 2017. Retrieved 13 September 2017.
  5. "ଜ୍ୟୋତିଙ୍କ ସହ ଏଲ୍‌ସାଙ୍କୁ ଦର୍ଶକ କେତେ ପସନ୍ଦ କରିବେ?". Sambad (in Odia). Odisha. 20 January 2019. Archived from the original on 22 January 2019. Retrieved 22 January 2019.{{cite news}}: CS1 maint: unrecognized language (link)
  6. "କାଲି ପରଦାକୁ 'କୁଇନ୍' ରୂପରେ ଆସିବେ ବର୍ଷା ପ୍ରିୟଦର୍ଶିନୀ | Sambad". ସମ୍ବାଦ. sambad.in. 14 January 2020. Retrieved 19 January 2020.
  7. "ଅମ୍ଳାନ-ରୀୟା ଯୋଡ଼ିର 'ଲାଗିଲା ରଙ୍ଗ ଗୋଲାପି ଗୋଲାପି'". Sambad (in Odia). 28 April 2023. Archived from the original on 29 September 2023. Retrieved 29 September 2023.{{cite web}}: CS1 maint: unrecognized language (link)
  8. "ଆସୁଛି ପପୁ ପମପମଙ୍କ ନୂଆ ସିନେମା 'ଭୈରବ'". samaj live. 23 August 2017. Archived from the original on 28 August 2017. Retrieved 13 September 2017.
  9. "Ollywood Release – Odia Movies Mun Khanti Odia Jhia & Bhairab - EnewsOdia.Com". enewsodia.com/. Odisha: E News ଓଡ଼ିଆ. 8 September 2017. Archived from the original on 23 June 2019. Retrieved 16 January 2019.
  10. "ଅଭିନେତ୍ରୀ ଆହାନାଙ୍କ ହାତ ଧରିଲେ ରାକେଶ,ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି ବିବାହ ଫଟୋ". Prameya. ଭୁବନେଶ୍ୱର. 14 March 2021. Archived from the original on 14 March 2021. Retrieved 17 December 2021.
  11. "ଜାଣନ୍ତୁ , କାହିଁକି ସିଦ୍ଧାନ୍ତଙ୍କୁ ଡରୁଥିଲେ ଏହି ନାୟିକା". sambad.in. ଭୁବନେଶ୍ୱର. 27 May 2018. Archived from the original on 17 December 2021. Retrieved 6 June 2018.
  12. "ଏହି ଓଲିଉଡ ନାୟିକା ଏବେ ପ୍ଲସ ଟୁ ସେକେଣ୍ଡ ଇଅର୍‌ର ଛାତ୍ରୀ | Sambad". Sambad. 17 August 2018. Archived from the original on 20 August 2018. Retrieved 31 August 2018.
  13. "ଓଲିଉଡ ନାୟିକା ଏଲସାଙ୍କର କାହା ଉପରେ ଆଦୌ ନିୟନ୍ତ୍ରଣ ନାହିଁ ଜାଣନ୍ତି କି ! | Sambad". Sambad (in Odia). Odisha. 24 September 2018. Archived from the original on 1 October 2018. Retrieved 2 October 2018.{{cite news}}: CS1 maint: unrecognized language (link)
  14. "ପରଦାରେ ମୁଁ ଖାଣ୍ଟି ଓଡ଼ିଆ ଝିଅକୁ ଟକ୍କର ଦେବ ଭୈରବ! ଉଭୟ ସିନେମାରେ ହସାଇବେ ପପୁ ପମ୍ ପମ୍". Kanak News. 8 September 2017. Retrieved 13 September 2017.
  15. "ମୁଁ ଖାଣ୍ଟି ଓଡ଼ିଆ ଝିଅ / ଭୈରବ". ସମ୍ବାଦ. 17 September 2017. Archived from the original on 20 September 2017. Retrieved 21 September 2017.
  16. "ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍‌: ଶ୍ରେଷ୍ଠ ନାୟକ ଅରିନ୍ଦମ, ନାୟିକା ଏଲିନା". ଧରିତ୍ରୀ. 5 February 2018. Archived from the original on 10 April 2019. Retrieved 24 June 2018. {{cite news}}: Unknown parameter |deadur= ignored (help)

ବାହାର ଆଧାର ସମ୍ପାଦନା

  • ଇଣ୍ଟରନେଟ ମୁଭି ଡାଟାବେସରେ ଭୈରବ