ରୋମିଓ ଜୁଲିଏଟ
ରୋମିଓ ଜୁଲିଏଟ, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ।[୩][୪][୫] ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିଲେ ରମେଶ ବାରିକ ।[୬] ନିର୍ଦ୍ଦେଶକ ସୁଧାକର ବସନ୍ତ ଏହାର ନିର୍ଦ୍ଦେଶନା ଦେଇଥିଲେ ।[୭][୨] ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନେତା ଅରିନ୍ଦମ ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଅଭିନୟ କରିଥିଲେ ।[୮] ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ । ଏହି ଚଳଚ୍ଚିତ୍ରଟି ରଜ ସମୟରେ ମୁକ୍ତିଲାଭ କରିବା ପାଇଁ ଚାରିଆଡ଼େ ଚର୍ଚ୍ଚା ହେଉଥିଲା, ମାତ୍ର ରଜର ଠିକ୍ ମାସେ ପରେ ଅର୍ଥାତ ଜୁଲାଇ ୧୪ରେ ମୁକ୍ତିଲାଭ କରିଥିଲା ।[୧] ଏ ମନ ମାନେନା ଏବଂ ପର୍ଶୁରାମ ଚଳଚ୍ଚିତ୍ର ପରେ ଅରିନ୍ଦମ ଏବଂ ବର୍ଷାଙ୍କର ଏହା ଥିଲା ତୃତୀୟ ଚଳଚ୍ଚିତ୍ର ।[୯]
ରୋମିଓ ଜୁଲିଏଟ | |
---|---|
ନିର୍ଦ୍ଦେଶକ | ସୁଧାରକ ବସନ୍ତ |
ପ୍ରଯୋଜକ | ରମେଶ ବାରିକ |
ସଂଳାପ | ଦୀପକ |
କଳାକାର | ଅରିନ୍ଦମ ବର୍ଷା ପ୍ରିୟଦର୍ଶିନୀ |
ସଙ୍ଗୀତ | ପ୍ରେମ ଆନନ୍ଦ[୧] |
ଚିତ୍ରଗ୍ରହଣ | ଭାସ୍କର ଭି ରେଡ୍ଡି |
ସମ୍ପାଦକ | ଚନ୍ଦ୍ର ମିଶ୍ର |
ମୁକ୍ତିଲାଭ ତାରିଖ | ୧୪ ଜୁଲାଇ ୨୦୧୭[୨] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅଭିନୟ
ସମ୍ପାଦନାକାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ । ଏହି ଚଳଚ୍ଚିତ୍ରଟିରେ ବିଗତ ଦିନର ସୁପ୍ରସିଦ୍ଧ ଗୀତ 'ନାହିଁ ମୋ ପାଦେ ଆଜି ଘୁଙ୍ଗୁର'କୁ ମଧ୍ୟ ସ୍ଥାନୀତ କରାଯାଇଛି । ଗୀତଗୁଡ଼ିକ ରଚନା କରିଥିଲେ ବସନ୍ତରାଜ ସାମଲ ଏବଂ ସୁବ୍ରତ ନାୟକ ।[୧୪] ଚଳଚ୍ଚିତ୍ରର ଗୀତଗୁଡ଼ିକର କଣ୍ଠଦାନ କରିଥିଲେ ଅନନ୍ୟା ଶ୍ରୀତନ ନନ୍ଦ, ଦୀପ୍ତିରେଖା ପାଢ଼ୀ, ହ୍ୟୁମାନ ସାଗର ଏବଂ ସବିଶେସ ।
ଗୀତ
ସମ୍ପାଦନାକ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ନାହିଁ ମୋ ପାଦେ" | ଅନନ୍ୟା ଶ୍ରୀତମ ନନ୍ଦ | ୦୩:୪୬ |
2. | "ତୁ ମୋର ଆଖି" | ଦିପ୍ତୀରେଖା | ୦୪:୨୨ |
3. | "ରହିଯା ରଘୁଆ ଖାଇକି ଯିବୁ" | ସବିଶେସ, ଦୀପ୍ତିରେଖା ପାଢ଼ୀ | ୦୩:୫୫ |
4. | "ତୁ କହିବୁ ତ" | ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ | ୦୭:୦୦ |
5. | "ଓରେ ପ୍ରିୟା ୟେ କ୍ୟା ହୋ ଗେୟା" | ୦୫:୦୨ | |
6. | "ରୋମିଓ ଜୁଲିଏଟ" | ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ | ୦୪:୨୯ |
7. | "ବେଳେ ବେଳେ ଭଲ ଲାଗେ" | ସବିଶେସ, ଦୀପ୍ତିରେଖା ପାଢ଼ୀ | ୦୪:୪୭ |
8. | "ତୋ ସାଥିରେ" | ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ | ୦୩:୫୭ |
ପୁରସ୍କାର
ସମ୍ପାଦନା- ଶ୍ରେଷ୍ଠ ନାୟକ - ଦ୍ୱାଦଶ ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍- ୨୦୧୮ [୧୫]
ଆଧାର
ସମ୍ପାଦନା- ↑ ୧.୦ ୧.୧ "ରଜକୁ ଆସୁଛନ୍ତି 'ରୋମିଓ ଜୁଲିଏଟ୍' ! ପ୍ରେମ ବାଣ୍ଟିବେ ଅରିନ୍ଦମ୍ ଓ ବର୍ଷା". Kanak News. 8 June 2017. Retrieved 14 July 2017.
- ↑ ୨.୦ ୨.୧ "ଫ୍ରାଇଡେ ରିଲିଜ୍ : ପରଦାରେ ଓଡ଼ିଆ ରୋମିଓ ଜୁଲିଏଟ୍". ସମ୍ବାଦ. 14 July 2017. Archived from the original on 17 July 2017. Retrieved 14 July 2017.
- ↑ "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍ ହୋଇଛି". sambad.in. 2 November 2017. Retrieved 2 November 2017.
- ↑ "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍ ହେଲା ?". sambad.in. 30 September 2017. Retrieved 1 October 2017.
- ↑ "୮ ମାସରେ କେତୋଟି ଓଡ଼ିଆ ସିନେମା ?". Sambad.in. 3 September 2017. Archived from the original on 11 September 2017. Retrieved 8 September 2017.
- ↑ "ପରଦା ପଛରେ ରମେଶ". ସମାଜ. No. ରବିବାର. 1 October 2023. p. 8. Archived from the original on 8 October 2023. Retrieved 8 October 2023.
- ↑ "ଏହି ଲୋକପ୍ରିୟ ପ୍ରଯୋଜକଙ୍କର ନିର୍ଦ୍ଦେଶକ ହେବାର ଥିଲା ସ୍ୱପ୍ନ | Sambad". ସମ୍ବାଦ. sambad.in. 12 November 2021. Archived from the original on 16 December 2021. Retrieved 16 December 2021.
{{cite news}}
:|archive-date=
/|archive-url=
timestamp mismatch; 14 ନଭେମ୍ବର 2021 suggested (help) - ↑ "Arindam and Barsha in upcoming Odia movie "Romeo Juliet". ପ୍ରଗତୀବାଦୀ. 3 May 2017. Retrieved 14 July 2017.
- ↑ "Romeo Juliet Odia Movie of Arindam and Barsa Priyadarsini". Incredible Orissa. 29 April 2017. Retrieved 14 July 2017.
- ↑ "ଏହି ନାୟିକାମାନଙ୍କ ସହ ପ୍ରଥମ ସିନେମାରେ ଅରିନ୍ଦମ୍ ବନାଇଥିଲେ ହିଟ୍ ଯୋଡି | Sambad". Sambad. 1 September 2018. Archived from the original on 4 September 2018. Retrieved 1 September 2018.
- ↑ "ଏ ବର୍ଷ ଗୋଟିଏ ସିନେମାରେ ବର୍ଷା ପ୍ରିୟଦର୍ଶିନୀ | Sambad". Sambad. 15 October 2017. Archived from the original on 31 August 2018. Retrieved 2 September 2018.
- ↑ "ଅନୁଭବ କରୁଛନ୍ତି ସୁଟିଂ , ହେଲେ ଅଟକି ଯାଇଛନ୍ତି ବର୍ଷା!". sambad.in. 21 April 2018. Retrieved 6 June 2018.
- ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
- ↑ "Odia Film : ROMEO JULIET : upcoming Odia New Movie , Starring Arindam and Barsha Priyadarshini". Odisha News Media. Archived from the original on 17 July 2017. Retrieved 14 July 2017.
- ↑ "ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍: ଶ୍ରେଷ୍ଠ ନାୟକ ଅରିନ୍ଦମ, ନାୟିକା ଏଲିନା". ଧରିତ୍ରୀ. 5 February 2018. Archived from the original on 10 April 2019. Retrieved 24 June 2018.
{{cite news}}
: Unknown parameter|deadur=
ignored (help)
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ରୋମିଓ ଜୁଲିଏଟ