ଶିବା- ନଟ୍ ଆଉଟ୍
ଶିବା- ନଟ୍ ଆଉଟ୍, ୨୦୧୭ ଦୁର୍ଗାପୂଜା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧][୨][୩] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଭିନେତା ଅରିନ୍ଦମ ରାୟ ।[୪] ଗୋପାଳ ଚନ୍ଦ୍ର ରାୟ ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ ଏବଂ ଭରଦ୍ୱାଜ ପଣ୍ଡା ଏହାର ସଂଳାପ ରଚନା କରିଥିଲେ । ସୁଧାଂଶୁ ମୋହନ ସାହୁ କଥାଚିତ୍ରଟିର ଚିତ୍ରନାଟ୍ୟ ନିର୍ଦ୍ଦେଶନା ଦେଇଥିଲେ ।[୫][୬][୭] ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି କଥାଚିତ୍ରର ଗୀତଗୁଡ଼ିକର ସ୍ୱର ସଂଯୋଜନା କରିଥିଲେ ।[୮]
ଶିବା- ନଟ୍ ଆଉଟ୍ | |
---|---|
ନିର୍ଦ୍ଦେଶକ | ସୁଧାଂଶୁ ମୋହନ ସାହୁ |
ପ୍ରଯୋଜକ | ଅରିନ୍ଦମ ରାୟ |
ସଂଳାପ | ଭରଦ୍ୱାଜ ପଣ୍ଡା |
ଚିତ୍ରନାଟ୍ୟ | ସୁଧାଂଶୁ ମୋହନ ସାହୁ |
କାହାଣୀ | ଗୋପାଳ ଚନ୍ଦ୍ର ରାୟ |
କଳାକାର | ଅରିନ୍ଦମ ରାୟ ଅର୍ଚ୍ଚିତା ସାହୁ ମନୋଜ ମିଶ୍ର ପ୍ରଜ୍ଞା ଖଟୁଆ |
ସଙ୍ଗୀତ | ପ୍ରେମ ଆନନ୍ଦ |
ଚିତ୍ରଗ୍ରହଣ | ଧୃବାନନ୍ଦ ପଣ୍ଡା |
ସମ୍ପାଦକ | ଚନ୍ଦ୍ରଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୨୭ ସେପ୍ଟେମ୍ବର ୨୦୧୭ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରିନ୍ଦମ ରାୟ ଏବଂ ଅର୍ଚ୍ଚିତା ସାହୁ ।[୯][୧୦][୧୧][୧୨] ମନୋଜ ମିଶ୍ର, ପ୍ରଜ୍ଞା ଖଟୁଆ ଭଳି ଅଭିନେତାମାନେ କଥାଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧୩][୧୪][୮]
ଅଭିନୟ
ସମ୍ପାଦନାକାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ ।[୧୬][୧୭] ସୁବ୍ରତ ସ୍ୱାଇଁ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ସବିଶେଷ, ଦୀପ୍ତିରେଖା ପାଢ଼ୀ ଆଦି କଣ୍ଠଶିଳ୍ପୀମାନେ କଥାଚିତ୍ରର ଗୀତଗୁଡ଼ିକ ଗାଇଥିଲେ ।[୬]
ଗୀତ
ସମ୍ପାଦନାକ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ସାଲା ତୁ ପ୍ୟାର ବାଲା" | ସୁବ୍ରତ ସ୍ୱାଇଁ | ସବିଶେଷ, ଦୀପ୍ତିରେଖା ପାଢ଼ୀ[୬][୧୮] | |
2. | "ସୁକ୍ରିୟା" | |||
3. | "ରଡ୍ଡ ନିଆଁ" | |||
4. | "ଶିବା ନଟ୍ ଆଉଟ୍" |
ପୁରସ୍କାର
ସମ୍ପାଦନାଚଳଚ୍ଚିତ୍ର ପତ୍ରିକା "ଚଳଚ୍ଚିତ୍ର ଜଗତ"ର ପ୍ରତିଭା ସମ୍ମାନ ଉତ୍ସବରେ ଏହି ଚଳଚ୍ଚିତ୍ରର ଚରିତ୍ର ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କାଙ୍କୁ ଶ୍ରେଷ୍ଠ ଚରିତ୍ର ଅଭିନେତା ପୁରସ୍କାର ମିଳିଥିଲା ।[୧୯]
ଆଧାର
ସମ୍ପାଦନା- ↑ "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍ ହୋଇଛି". sambad.in. 2 November 2017. Retrieved 2 November 2017.
- ↑ "ନାୟକ-ନାୟିକା ଲଢ଼େଇ". ସମାଜ. 15 October 2017. Retrieved 15 October 2017.[permanent dead link]
- ↑ "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍ ହେଲା ?". sambad.in. 30 September 2017. Retrieved 1 October 2017.
- ↑ "'ଶିବା ନଟ୍ ଆଉଟ୍'ରେ ଅରିନ୍ଦମ ଦେଖାଇବେ ଡ୍ୟାନ୍ସ ଧମାକା". Odisha Reporters. 11 September 2017. Retrieved 22 September 2017.
- ↑ "ଓଲିଉଡର ପୂଜାବଜାର ଏକଦମ୍ ସରଗରମ!". sambad.in. 29 September 2017. Retrieved 1 October 2017.
- ↑ ୬.୦ ୬.୧ ୬.୨ "ଏମିତି ରେକର୍ଡିଂ ହୋଇଥିଲା 'ଶିବା ନଟ୍ ଆଉଟ୍'ର 'ଶାଲା ମୁଁ ପ୍ୟାରବାଲା' ଗୀତ". Odisha Reporter. 20 September 2017. Retrieved 22 September 2017.
- ↑ Mohapatra, Mrudu M. (20 August 2017). "Ollywood films to release on Durga Puja 2017". Odia Live. Retrieved 22 September 2017.
- ↑ ୮.୦ ୮.୧ "ପୂଜାରେ ତିନି". sambad.in. 18 September 2017. Archived from the original on 21 September 2017. Retrieved 22 September 2017.
- ↑ "ଏହି ନାୟିକାମାନଙ୍କ ସହ ପ୍ରଥମ ସିନେମାରେ ଅରିନ୍ଦମ୍ ବନାଇଥିଲେ ହିଟ୍ ଯୋଡି | Sambad". Sambad. 1 September 2018. Archived from the original on 4 September 2018. Retrieved 1 September 2018.
- ↑ "ପୁଣି କ'ଣ କମାଲ୍ କରିବେ ଏହି ହିଟ୍ ପେଆର୍!". Odia News 24. 9 September 2017. Archived from the original on 21 September 2017. Retrieved 22 September 2017.
- ↑ "ପୂଜା ବଜାରରେ ଧମାଲ କରିବେ ଅନୁଭବ, ବାବୁସାନ ଓ ଅରିନ୍ଦମ". ଖବର ଓଡ଼ିଶା. 7 September 2017. Retrieved 22 September 2017.
- ↑ "ଦଶହରା ସିନେମା ବଜାର: ଏଥର ବି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ !". sambad.in. 20 September 2017. Archived from the original on 21 September 2017. Retrieved 22 September 2017.
- ↑ "କାବୁଲା ଶିବା ଦେବେ ହିରୋକୁ ଟକ୍କର". ସମାଜ. 24 September 2017. Retrieved 30 September 2017.[permanent dead link]
- ↑ "ଅରିନ୍ଦମ୍ଙ୍କ ଅଭିନୀତ 'ଶିବା ନଟ୍ ଆଉଟ୍'କୁ ମିଳିଲା ସେନସର୍ ପ୍ରମାଣପତ୍ର". sambad.in. 23 September 2017. Archived from the original on 25 September 2017. Retrieved 24 September 2017.
- ↑ "ଏଥର ପୂଜା ବଜାରରେ ବି ନାହାନ୍ତି ଓଲିଉଡର ଏହି ଟପ୍ ନାୟକ! | Sambad". Sambad (in Odia). Odisha. 29 September 2018. Archived from the original on 1 October 2018. Retrieved 2 October 2018.
{{cite news}}
: CS1 maint: unrecognized language (link) - ↑ "ବାବୁଙ୍କ ଯୁକ୍ତି". ସମାଜ. 8 October 2017. Retrieved 8 October 2017.[permanent dead link]
- ↑ "ଅଭିଜିତ-ପ୍ରେମ୍ ଆନନ୍ଦ: ସମ୍ପର୍କ ଯୋଡ଼ିଲା ସୋନୁ". ସମାଜ. 24 September 2017. Retrieved 30 September 2017.[permanent dead link]
- ↑ "ଦୀପ୍ତିଙ୍କ 'ହାଏ ତୋ ପ୍ରେମ'". ସମାଜ. 24 September 2017. Retrieved 30 September 2017.[permanent dead link]
- ↑ "'ଚଳଚ୍ଚିତ୍ର ଜଗତ' ପୁରସ୍କାର ସମାରୋହ". sambad.in. 8 January 2018. Retrieved 15 February 2018.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଶିବା- ନଟ୍ ଆଉଟ୍