ଅର୍ଚ୍ଚିତା ସାହୁ
ଓଡ଼ିଆ କଥାଚିତ୍ର ଅଭିନେତ୍ରୀ
ଅର୍ଚ୍ଚିତା ସାହୁ ଜଣେ ଜଣାଶୁଣା ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ।
ଅର୍ଚ୍ଚିତା ସାହୁ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୨୯ ଜୁନ ୧୯୯୦ |
ଜାତୀୟତା | ![]() |
ଜୀବିକା | କଥାଚିତ୍ର ଅଭିନେତ୍ରୀ |
କାର୍ଯ୍ୟକାଳ | ୨୦୦୫-ଏବେଯାଏଁ |
ପ୍ରସିଦ୍ଧି | ଓଡ଼ିଆ କଥାଚିତ୍ର ଅଭିନେତ୍ରୀ |
ୱେବସାଇଟ | www |
ପ୍ରାରମ୍ଭିକ ଜୀବନ ଓ ଶିକ୍ଷାସମ୍ପାଦନ କରନ୍ତୁ
ଅର୍ଚ୍ଚିତା ସାହୁ ଓଡ଼ିଶାରେ ୧୯୯୦ରେ ଜନ୍ମ ଗ୍ରହଣ କରିଥିଲେ । ସେ ଭୁବନେଶ୍ୱରର ଡେମୋନଷ୍ଟ୍ରେସନ ଓ ମଲ୍ଟିପରପସ ସ୍କୁଲରୁ ଯୁକ୍ତ ୨ ପରେ କଳିଙ୍ଗ ଇନଷ୍ଟିଚୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକନୋଲୋଜିରେ ଇଞ୍ଜିନିଅରିଙ୍ଗ , ଓ ଏବେ କଳିଙ୍ଗ ଇନଷ୍ଟିଚୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକନୋଲୋଜିରୁ ଏମ.ବି.ଏରେ ଉତ୍ତୀର୍ଣ୍ଣ ହେଇଛନ୍ତି।
ସିନେମା ଜୀବନସମ୍ପାଦନ କରନ୍ତୁ
୨୦୦୫ ମସିହାରେ ଓ ମାଇଁ ଲଭ୍ ଚଳଚ୍ଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା[୧][୨] ଅର୍ଚ୍ଚିତା, ବର୍ତ୍ତମାନ ସୁଦ୍ଧା ୧୫ଟି ଓଡ଼ିଆ ସିନେମାରେ ଅଭିନୟ କରିସାରିଛନ୍ତି ।
ଅଭିନୀତ ଓଡ଼ିଆ କଥାଚିତ୍ରସମ୍ପାଦନ କରନ୍ତୁ
ପୁରସ୍କାରସମ୍ପାଦନ କରନ୍ତୁ
- ଶ୍ରେଷ୍ଠ ଅଭିନେତ୍ରୀ, ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ୨୦୧୧ [୩]
ଆଧାରସମ୍ପାଦନ କରନ୍ତୁ
- ↑ "ରିଲରେ ଦେବୀ ମା'ଙ୍କର ଶରଣାପନ୍ନ ହୋଇଥିଲେ ଅର୍ଚ୍ଚିତା". sambad.in. 8 May 2018. Retrieved 6 June 2018.
- ↑ "କେବଳ ଦୁଇଜଣ ନୂଆ ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି ଅର୍ଚ୍ଚିତା!". ସମ୍ବାଦ. 5 September 2017. Retrieved 8 September 2017.
- ↑ "Odisha 23rd state film awards announced | Business Standard". business-standard.com. Retrieved 16 November 2012.
Archita Sahu was selected for the best actress award for her performance in 'Chocolate'
ବାହାର ଆଧାରସମ୍ପାଦନ କରନ୍ତୁ
- ଅର୍ଚ୍ଚିତା ସାହୁ (ଇଣ୍ଟରନେଟ ମୁଭି ଡାଟାବେସରେ)