ଅର୍ଚ୍ଚିତା ସାହୁ
ଓଡ଼ିଆ କଥାଚିତ୍ର ଅଭିନେତ୍ରୀ
ଅର୍ଚ୍ଚିତା ସାହୁ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ।
ଅର୍ଚ୍ଚିତା ସାହୁ | |
---|---|
ଜନ୍ମ | ୨୯ ଜୁନ ୧୯୯୦ |
ଜାତୀୟତା | ଭାରତୀୟ |
ବୃତ୍ତି | କଥାଚିତ୍ର ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୦୫-ଏବେଯାଏଁ |
ପ୍ରସିଦ୍ଧି | ଓଡ଼ିଆ କଥାଚିତ୍ର ଅଭିନେତ୍ରୀ |
ବୈବାହିକ-ସାଥୀ | ସବ୍ୟସାଚୀ ମିଶ୍ର (୧ ମାର୍ଚ୍ଚ ୨୦୨୧- ଏପର୍ଯ୍ୟନ୍ତ) |
ୱେବସାଇଟ | www |
ବ୍ୟକ୍ତିଗତ ଜୀବନ
ସମ୍ପାଦନାଅର୍ଚ୍ଚିତା ସାହୁ ଓଡ଼ିଶାରେ ୧୯୯୦ରେ ଜନ୍ମ ଗ୍ରହଣ କରିଥିଲେ । ସେ ଭୁବନେଶ୍ୱରର ଡେମୋନଷ୍ଟ୍ରେସନ ଓ ମଲ୍ଟିପରପସ ସ୍କୁଲରୁ ଯୁକ୍ତ ୨ ପରେ କଳିଙ୍ଗ ଇନଷ୍ଟିଚୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକନୋଲୋଜିରେ ଇଞ୍ଜିନିଅରିଙ୍ଗ, ଓ ଏମ.ବି.ଏରେ ଉତ୍ତୀର୍ଣ୍ଣ ହେଇଛନ୍ତି । ୨୦୨୧ ମସିହା ମାର୍ଚ୍ଚ ୧ତାରିଖ ଦିନ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ବିବାହ କରିଥିଲେ ।[୧]
କଥାଚିତ୍ର ଜୀବନ
ସମ୍ପାଦନା୨୦୦୫ ମସିହାରେ ଓ ମାଇଁ ଲଭ୍ ଚଳଚ୍ଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା[୨][୩] ଅର୍ଚ୍ଚିତା, ୨୦୨୧ ସୁଦ୍ଧା ୨୫ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଛନ୍ତି ।
ଅଭିନୀତ ଓଡ଼ିଆ କଥାଚିତ୍ର
ସମ୍ପାଦନାପୁରସ୍କାର
ସମ୍ପାଦନା- ଶ୍ରେଷ୍ଠ ଅଭିନେତ୍ରୀ, ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ୨୦୧୧, (ଚକ୍ଲେଟ୍) [୪]
ଆଧାର
ସମ୍ପାଦନା- ↑ "Ollywood couple Archita Sahu and Sabyasachi Mishra get hitched in Jaipur". ଟାଇମ୍ସ ଅଫ ଇଣ୍ଡିଆ. Retrieved 13 September 2021.
- ↑ "ରିଲରେ ଦେବୀ ମା'ଙ୍କର ଶରଣାପନ୍ନ ହୋଇଥିଲେ ଅର୍ଚ୍ଚିତା". sambad.in. 8 May 2018. Retrieved 6 June 2018.
- ↑ "କେବଳ ଦୁଇଜଣ ନୂଆ ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି ଅର୍ଚ୍ଚିତା!". ସମ୍ବାଦ. 5 September 2017. Archived from the original on 8 September 2017. Retrieved 8 September 2017.
- ↑ "Odisha 23rd state film awards announced | Business Standard". business-standard.com. Retrieved 16 November 2012.
Archita Sahu was selected for the best actress award for her performance in 'Chocolate'
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଅର୍ଚ୍ଚିତା ସାହୁ