ଆକାଶ ଦାସନାୟକ

ଓଡ଼ିଆ ରାଜନୀତିଜ୍ଞ

ଆକାଶ ଦାସନାୟକ(ଜନ୍ମ ୧୭ ସେପ୍ଟେମ୍ବର ୧୯୮୦) ଜଣେ ଅଭିନେତା ଓ ଓଡ଼ିଶା ବିଧାନ ସଭା ସଭ୍ୟ ।

ଆକାଶ ଦାସନାୟକ
ସଦସ୍ୟ: ଓଡ଼ିଶା ବିଧାନ ସଭା
Assumed office
୨୦୧୪
ପୂର୍ବ ଅଧିକାରୀପ୍ରିତିରଞ୍ଜନ ଘଡାଇ
ନିର୍ବାଚନ ମଣ୍ଡଳୀକୋରେଇ
ବ୍ୟକ୍ତିଗତ ସବିଶେଷ
ଜନ୍ମ
ଆକାଶ ଦାସନାୟକ

(1980-09-17) ୧୭ ସେପ୍ଟେମ୍ବର ୧୯୮୦ (ବୟସ ୪୩)
ଯାଜପୁର, ଓଡ଼ିଶା
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀଶୁଭ୍ରଜ୍ୟୋତି (ମାମୁନି)[୧]
ବୃତ୍ତିଅଭିନେତା
ୱେବସାଇଟakashdasnayak.com


ଚଳଚ୍ଚିତ୍ର ଜୀବନ ସମ୍ପାଦନ କରନ୍ତୁ

୨୦୦୮ ମସିହାରେ କଳିଙ୍ଗପୁତ୍ର କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିବା ଆକାଶ, ବର୍ତ୍ତମାନ ସୁଦ୍ଧା ୧୦ରୁ ଅଧିକ ଓଡ଼ିଆବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି ।

ବ୍ୟକ୍ତିଗତ ଜୀବନ ସମ୍ପାଦନ କରନ୍ତୁ

ଆକାଶ ହେଉଛନ୍ତି ମାୟାଧର ଦାଶ ଓ ଇନ୍ଦିରା ଦାଶଙ୍କ ସୁପୁତ୍ର ଓ ପାହଙ୍ଗା(ଯାଜପୁର)ଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ଯାଜପୁର ରୋଡସ୍ଥିତ ବ୍ୟାସନଗର କଲେଜରୁ ତାଙ୍କ ସ୍ନାତକ(ଏଲଏଲବି) ହାସଲ କରିଥିଲେ । ତାଙ୍କ ଆଣ୍ଟି ଅନିତା ଦାଶ ଜଣେ ଉଞ୍ଚକୋଟିର ଅଭିନେତ୍ରୀ ଅଟନ୍ତି । ସେ ୨୦୧୪ ନିର୍ବାଚନରେ କୋରେଇ ନିର୍ବାଚନ ମଣ୍ଡଳୀରୁ ଭୋଟ ପାଇ (ବିଜେଡ଼ି) ବିଜୟୀ ହୋଇଥିଲେ ।

ଅଭିନୀତ ଓଡ଼ିଆ କଥାଚିତ୍ର ସମ୍ପାଦନ କରନ୍ତୁ

ମାନ ସମ୍ମାନ ସମ୍ପାଦନ କରନ୍ତୁ

ଆଧାର ସମ୍ପାଦନ କରନ୍ତୁ

  1. "ସ୍ମରଣୀୟ ଜନ୍ମଦିନ". ସମାଜ (ରବିବାର) (in Odia). ଓଡ଼ିଶା. 23 September 2018. p. 8. Archived from the original on 28 September 2018. Retrieved 28 September 2018.{{cite news}}: CS1 maint: unrecognized language (link)
  2. "'ଅପହରଣ'ରେ ଆକାଶ". ସମାଜ. No. ରବିବାର. 19 February 2023. p. 8. Archived from the original on 19 February 2023. Retrieved 19 February 2023.
  3. Prasad, Ananta. "The character KALINGA has own the award in my disguise: Akash". orissadiary.com. Retrieved 27 September 2015.

ଅଧିକ ତଥ୍ୟ ସମ୍ପାଦନ କରନ୍ତୁ