ମିହିର ଦାସ
ଓଡ଼ିଆ ଅଭିନେତା
ମିହିର ଦାସ ଜଣେ ଓଡ଼ିଆ ସିନେମା ଅଭିନେତା । ସେ ଦୀର୍ଘ କାଳ ଧରି ନାୟକ, ଚରିତ୍ର, ଖଳନାୟକ ଓ ହାସ୍ୟ ଅଭିନେତା ଭାବରେ ଅନେକ ସିନେମାରେ ଅଭିନୟ କରିଆସିଛନ୍ତି ।
ମିହିର ଦାସ | |
---|---|
ଭୁବନେଶ୍ୱରରେ ଅନୁଷ୍ଠିତ ୨୫ତମ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବରେ ମିହିର ଦାସ । | |
ଜନ୍ମ ଓ ଜନ୍ମସ୍ଥାନ | ୧୯୬୬ |
ଜାତୀୟତା | ଭାରତୀୟ |
ଜୀବିକା | ଅଭିନେତା |
ପୈତୃକ ବାସସ୍ଥାନ | କଟକ |
ଜୀବନସାଥି | ସଙ୍ଗୀତା ଦାସ |
ସନ୍ତାନ | ଅମ୍ଳାନ ଦାସ |
ୱେବସାଇଟ | ମିହିର ଦାସ (ଇଣ୍ଟରନେଟ ମୁଭି ଡାଟାବେସରେ) |
ଦସ୍ତଖତ | |
![]() |
ଅଭିନୟସମ୍ପାଦନ କରନ୍ତୁ
ଆହୁରି ଦେଖନ୍ତୁସମ୍ପାଦନ କରନ୍ତୁ
ଆଧାରସମ୍ପାଦନ କରନ୍ତୁ
- Mihir Das. Saswat Pattanayak. Orissacinema.com News Article of Hindustan Times
ବାହାର ଆଧାରସମ୍ପାଦନ କରନ୍ତୁ
ଉଇକିମିଡ଼ିଆ କମନ୍ସରେ ମିହିର ଦାସ ବାବଦରେ ମାଧ୍ୟମ ରହିଛି । |
- ମିହିର ଦାସ (ଇଣ୍ଟରନେଟ ମୁଭି ଡାଟାବେସରେ)