ସବ୍ୟସାଚୀ ମିଶ୍ର
ଓଡ଼ିଆ କଥାଚିତ୍ର ଅଭିନେତା
ସବ୍ୟସାଚୀ ମିଶ୍ର (ଜନ୍ମ: ୬ ଅକ୍ଟୋବର ୧୯୮୫)ଜଣେ ଓଡ଼ିଆ କଥାଚିତ୍ର ଅଭିନେତା । ସେ ତେଲୁଗୁ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।[୨] ଅଭିନୟ ବ୍ୟତିତ ସେ ଏକାଧିକ ଚଳଚ୍ଚିତ୍ରରେ ପ୍ରଚ୍ଛଦପଟ୍ଟ ଗାୟନ ମଧ୍ୟ କରିଛନ୍ତି ।[୩]
ସବ୍ୟସାଚୀ ମିଶ୍ର | |
---|---|
ଜନ୍ମ | ବୁର୍ଲା, ସମ୍ବଲପୁର | ୬ ଅକ୍ଟୋବର ୧୯୮୫
ଜାତୀୟତା | ଭାରତୀୟ |
ଶିକ୍ଷା | ଯନ୍ତ୍ରଶାସ୍ତ୍ର ସ୍ନାତକ |
ଶିକ୍ଷାନୁଷ୍ଠାନ | ସିଲିକନ ଇନଷ୍ଟିଚୁଟ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ସରକାରୀ ବାଳକ ବିଦ୍ୟାଳୟ ୟୁନିଟ-୧, ଭୁବନେଶ୍ୱର[୧] |
ବୃତ୍ତି | ଓଡ଼ିଆ କଥାଚିତ୍ର ଅଭିନେତା |
ସକ୍ରିୟ ବର୍ଷ | ୨୦୦୭-ଏବେଯାଏଁ |
ପ୍ରସିଦ୍ଧି | ଓଡ଼ିଆ କଥାଚିତ୍ର ଅଭିନେତା |
ବୈବାହିକ-ସାଥୀ | ଅର୍ଚ୍ଚିତା ସାହୁ (୧ ମାର୍ଚ୍ଚ ୨୦୨୧- ଏପର୍ଯ୍ୟନ୍ତ) |
ପିତାମାତା(s) | ସୁରେନ୍ଦ୍ର ପ୍ରସାଦ ମିଶ୍ର ସୁଷମା ମିଶ୍ର |
ସମ୍ପର୍କୀୟ | ସୌମ୍ୟକାନ୍ତ ମିଶ୍ର(ଭାଇ) |
ବ୍ୟକ୍ତିଗତ ଜୀବନ
ସମ୍ପାଦନା'ସବ୍ୟସାଚୀ' ସମ୍ବଲପୁର ଜିଲ୍ଲାର ବୁର୍ଲାଠାରେ ୧୯୮୫ ମସିହା ଅକ୍ଟୋବର ୦୬ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ ।[୪] ୨୦୨୧ ମସିହା ମାର୍ଚ୍ଚ ୧ତାରିଖ ଦିନ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ବିବାହ କରିଥିଲେ ।[୫]
ସିନେମା ଜୀବନ
ସମ୍ପାଦନା୨୦୦୭ ମସିହାରେ ପାଗଳ ପ୍ରେମୀ କଥାଚିତ୍ରରୁ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିବା ସବ୍ୟସାଚୀ,[୬] ବର୍ତ୍ତମାନ ସୁଦ୍ଧା ୩୫ଟିରୁ ଅଧିକ ଓଡ଼ିଆ କଥାଚିତ୍ର, ତେଲୁଗୁ କଥାଚିତ୍ର ଓ ୧୦୦ରୁ ଅଧିକ ଆଲବମରେ ଅଭିନୟ କରିସାରିଛନ୍ତି ।[୭] ଏଥିସହିତ ସେ ବଙ୍ଗଳା ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।[୮]
ଅଭିନୀତ ଓଡ଼ିଆ କଥାଚିତ୍ର
ସମ୍ପାଦନାକଥାଚିତ୍ର | ମୁକ୍ତିଲାଭ ବର୍ଷ | ନିର୍ଦ୍ଦେଶକ |
---|---|---|
ଛାତିରେ ଲେଖିଛି ତୋରି ନାଁ | ୨୦୧୧ | ସଞ୍ଜୟ ନାୟକ |
ଡ୍ରିମ୍ ଗାର୍ଲ | ୨୦୦୯ | ଅଶୋକ ପତି |
ମୁଁ ସପନର ସୌଦାଗର | ୨୦୦୮ | ସଞ୍ଜୟ ନାୟକ |
ପାଗଳ ପ୍ରେମୀ | ୨୦୦୭ | ହର ପଟ୍ଟନାୟକ |
ପିଲାଟା ବିଗିଡିଗଲା | ୨୦୧୫ | ବସନ୍ତ ସାହୁ |
ପୁରସ୍କାର
ସମ୍ପାଦନା- ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ୨୦୦୭ ଓ ୨୦୧୨
- ଆଉଟଲୁକ ପର୍ସନ ଅଫ ଦି ଇଅର, ୨୦୨୦ [୯]
ଆଧାର
ସମ୍ପାଦନା- ↑ https://www.telegraphindia.com/1100804/jsp/orissa/story_12766558.jsp
- ↑ https://timesofindia.indiatimes.com/entertainment/telugu/movies/news/meet-sabyasachi-mishra-the-half-telugu-odia-superstar/articleshow/57186332.cms
- ↑ http://www.newindianexpress.com/states/odisha/2018/jul/13/sabyasachi-turns-singer-yet-again-1842846.html
- ↑ "ଭୁଲ୍ ବୁଝାମଣାକୁ ବହୁତ ଡରେ". ଧରିତ୍ରୀ. ୮ ସେପ୍ଟେମ୍ବର ୨୦୨୧. p. ୫. Retrieved 13 September 2021.
{{cite web}}
: Check date values in:|date=
(help) - ↑ "Ollywood couple Archita Sahu and Sabyasachi Mishra get hitched in Jaipur". ଟାଇମ୍ସ ଅଫ ଇଣ୍ଡିଆ. Retrieved 13 September 2021.
- ↑ Sampad, Shilpi (2012). "Hara conquers cancer, directs life". telegraphindia.com. Retrieved 21 January 2013.
Actor Sabyasachi, who was inducted into the Odia moviedom by Patnaik in Pagala Premi in 2007
- ↑ "ମୋ ଅନୁଭୂତି". No. ମେଟ୍ରୋ ମିଜାଜ ୦୯/୦୮/୨୦୧୮ପୃଷ୍ଠା ୮. Archived from the original on 18 October 2020. Retrieved 9 August 2018.
- ↑ "ବିନା ରାଜନୀତିରେ ଭଲ କାମ କରିବାକୁ ଚାହେଁ". ଧରିତ୍ରୀ (in Odia). ଓଡ଼ିଶା. 18 October 2018. p. 8. Archived from the original on 23 January 2019. Retrieved 23 October 2018.
{{cite news}}
: CS1 maint: unrecognized language (link) - ↑ "Person Of The Year 2020: Sabyasachi Mishra". ଆଉଟଲୁକ. ୨୯ ଡିସେମ୍ବର ୨୦୨୦. Retrieved 13 September 2021.
{{cite web}}
: Check date values in:|date=
(help)
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ସବ୍ୟସାଚୀ ମିଶ୍ର