ସବ୍ୟସାଚୀ ମିଶ୍ର
ଓଡ଼ିଆ କଥାଚିତ୍ର ଅଭିନେତା
ସବ୍ୟସାଚୀ ମିଶ୍ର ଜଣେ ଜଣାଶୁଣା ଓଡ଼ିଆ କଥାଚିତ୍ର ଅଭିନେତା । ସେ ତେଲୁଗୁ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।[୨] ଅଭିନୟ ବ୍ୟତିତ ସେ ଏକାଧିକ ଚଳଚ୍ଚିତ୍ରରେ ପ୍ରଚ୍ଛଦପଟ୍ଟ ଗାୟନ ମଧ୍ୟ କରିଛନ୍ତି ।[୩]
ସବ୍ୟସାଚୀ ମିଶ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | |
ଜାତୀୟତା | ![]() |
ଶିକ୍ଷା | ଯନ୍ତ୍ରଶାସ୍ତ୍ର ସ୍ନାତକ |
ଶିକ୍ଷାନୁଷ୍ଠାନ | ସିଲିକନ ଇନଷ୍ଟିଚୁଟ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ସରକାରୀ ବାଳକ ବିଦ୍ୟାଳୟ ୟୁନିଟ-୧, ଭୁବନେଶ୍ୱର[୧] |
ଜୀବିକା | ଓଡ଼ିଆ କଥାଚିତ୍ର ଅଭିନେତା |
କାର୍ଯ୍ୟକାଳ | ୨୦୦୭-ଏବେଯାଏଁ |
ପ୍ରସିଦ୍ଧି | ଓଡ଼ିଆ କଥାଚିତ୍ର ଅଭିନେତା |
ଉଚ୍ଚତା | ୫ ft ୧୧ in (୧.୮୦ m) |
ବାପା ବୋଉ | ସୁରେନ୍ଦ୍ର ପ୍ରସାଦ ମିଶ୍ର ସୁଷମା ମିଶ୍ର |
ସମ୍ପର୍କୀୟ | ସୌମ୍ୟକାନ୍ତ ମିଶ୍ର(ଭାଇ) |
ପ୍ରାରମ୍ଭିକ ଜୀବନସମ୍ପାଦନ କରନ୍ତୁ
ସବ୍ୟସାଚୀ ଓଡ଼ିଶାର ଭୁବନେଶ୍ୱରଠାରେ ୧୯୮୪ ମସିହା ଅକ୍ଟୋବର୦୬ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ ।
ସିନେମା ଜୀବନସମ୍ପାଦନ କରନ୍ତୁ
୨୦୦୭ ମସିହାରେ ପାଗଳ ପ୍ରେମୀ କଥାଚିତ୍ରରୁ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିବା ସବ୍ୟସାଚୀ,[୪] ବର୍ତ୍ତମାନ ସୁଦ୍ଧା ୩୫ଟିରୁ ଅଧିକ ଓଡ଼ିଆ କଥାଚିତ୍ର, ତେଲୁଗୁ କଥାଚିତ୍ର ଓ ୧୦୦ରୁ ଅଧିକ ଆଲବମରେ ଅଭିନୟ କରିସାରିଛନ୍ତି ।[୫] ଏଥିସହିତ ସେ ବଙ୍ଗଳା ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।[୬]
ଅଭିନୀତ ଓଡ଼ିଆ କଥାଚିତ୍ରସମ୍ପାଦନ କରନ୍ତୁ
କଥାଚିତ୍ର | ମୁକ୍ତିଲାଭ ବର୍ଷ | ନିର୍ଦ୍ଦେଶକ |
---|---|---|
ଛାତିରେ ଲେଖିଛି ତୋରି ନାଁ | ୨୦୧୧ | ସଞ୍ଜୟ ନାୟକ |
ଡ୍ରିମ୍ ଗାର୍ଲ | ୨୦୦୯ | ଅଶୋକ ପତି |
ମୁଁ ସପନର ସୌଦାଗର | ୨୦୦୮ | ସଞ୍ଜୟ ନାୟକ |
ପାଗଳ ପ୍ରେମୀ | ୨୦୦୭ | ହର ପଟ୍ଟନାୟକ |
ପିଲାଟା ବିଗିଡିଗଲା | ୨୦୧୫ | ବସନ୍ତ ସାହୁ |
ପୁରସ୍କାରସମ୍ପାଦନ କରନ୍ତୁ
ଆଧାରସମ୍ପାଦନ କରନ୍ତୁ
- ↑ https://www.telegraphindia.com/1100804/jsp/orissa/story_12766558.jsp
- ↑ https://timesofindia.indiatimes.com/entertainment/telugu/movies/news/meet-sabyasachi-mishra-the-half-telugu-odia-superstar/articleshow/57186332.cms
- ↑ http://www.newindianexpress.com/states/odisha/2018/jul/13/sabyasachi-turns-singer-yet-again-1842846.html
- ↑ Sampad, Shilpi (2012). "Hara conquers cancer, directs life". telegraphindia.com. Retrieved 21 January 2013.
Actor Sabyasachi, who was inducted into the Odia moviedom by Patnaik in Pagala Premi in 2007
- ↑ "ମୋ ଅନୁଭୂତି" (ମେଟ୍ରୋ ମିଜାଜ ୦୯/୦୮/୨୦୧୮ପୃଷ୍ଠା ୮). Retrieved 9 August 2018.
- ↑ "ବିନା ରାଜନୀତିରେ ଭଲ କାମ କରିବାକୁ ଚାହେଁ". ଧରିତ୍ରୀ (in Odia). ଓଡ଼ିଶା. 18 October 2018. p. 8. Archived from the original on 23 October 2018. Retrieved 23 October 2018.CS1 maint: unrecognized language (link)
ଅଧିକ ତଥ୍ୟସମ୍ପାଦନ କରନ୍ତୁ
- ସବ୍ୟସାଚୀ ମିଶ୍ର (ଇଣ୍ଟରନେଟ ମୁଭି ଡାଟାବେସରେ)