ତମକୁ ଦେଖିଲା ପରେ

୨୦୧୭ର ଓଡ଼ିଆ କଥାଚିତ୍ର

ତମକୁ ଦେଖିଲା ପରେ, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୨][୩][୪][୫] ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ଶୁଭମ ପାଢ଼ୀ ଏବଂ ନିର୍ଦ୍ଦେଶନା ଦେଇଥିଲେ ଚନ୍ଦନ ମହାପାତ୍ର । ଭାରତୀ ପାଢ଼ୀ ଏହି ଚଳଚ୍ଚିତ୍ରର କାହାଣୀ ଲେଖିଥିବା ବେଳେ ଆଲୋକ ରାୟ ଏହାର ସଂଳାପ ଲେଖିଥିଲେ । ୨୦୧୭ ମସିହା ଜାନୁଆରୀ ୧୩ରେ ମୁକ୍ତିଲାଭ କରିଥିଲା ଏହି ଚଳଚ୍ଚିତ୍ରଟି ।[୬] ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର ଏବଂ ଗୀତ ରଚନା କରିଥିଲେ ଅରୁଣ ମନ୍ତ୍ରୀ । ଇରା ମହାନ୍ତି, ହ୍ୟୁମାନ ସାଗର, ବିଷ୍ଣୁମୋହନ କବି, ଶୈଳଭାମା ମିଶ୍ର, ଅଭିଜୀତ ମିଶ୍ର, ନଭ୍ୟା, ପ୍ରଫୁଲ୍ଲ ବେହେରା ଏବଂ ବିଭୁ କିଶୋର ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।[୭]

ତମକୁ ଦେଖିଲା ପରେ
ନିର୍ଦ୍ଦେଶକଚନ୍ଦନ ମହାପାତ୍ର
ପ୍ରଯୋଜକଶୁଭମ ପାଢ଼ୀ
ସଂଳାପଆଲୋକ ରାୟ
ଚିତ୍ରନାଟ୍ୟଚନ୍ଦନ ମହାପାତ୍ର
କାହାଣୀଭାରତୀ ପାଢ଼ୀ
କଳାକାରସମ୍ବିତା ଆଚାର୍ଯ୍ୟ, ସିଦ୍ଧାନ୍ତ ମହାପାତ୍ର, ଝିଲିକ୍ ଭଟ୍ଟାଚାର୍ଯ୍ୟ, ନୈନା ଦାସ, ହରିହର ମହାପତ୍ର, ମୀନକେତନ, ପ୍ରଦ୍ୟୁମ୍ନ ଲେଙ୍କା, ମିହିର ଦାସ
ସଙ୍ଗୀତମଳୟ ମିଶ୍ର
ଚିତ୍ରଗ୍ରହଣଧୃବାନନ୍ଦ ପଣ୍ଡା
ସମ୍ପାଦକରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ
୧୩ ଜାନୁଆରୀ ୨୦୧୭[୧]
ଦେଶ ଭାରତ
ଭାଷାଓଡ଼ିଆ

ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ସମ୍ବିତ ଓ ସିଦ୍ଧାନ୍ତ ମହାପାତ୍ର ଏବଂ ନାୟିକା ଝିଲିକ୍ ଭଟ୍ଟାଚାର୍ଯ୍ୟନୈନା ଦାସ[୮] ହରିହର ମହାପାତ୍ର, ମୀନକେତନ, ପ୍ରିୟଙ୍କା ପଟ୍ଟନାୟକ, ପ୍ରଦ୍ୟୁମ୍ନ ଲେଙ୍କା, ଜୀବନ ପଣ୍ଡା, କ୍ରୀଷ୍ଣା, ନଭ୍ୟା ପ୍ରଭୃତି ଚଳଚ୍ଚିତ୍ରର ଅନ୍ୟାନ୍ୟ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର ଏବଂ ଗୀତରଚନା କରିଥିଲେ ଅରୁଣ ମନ୍ତ୍ରୀ । ଇରା ମହାନ୍ତି, ହ୍ୟୁମାନ ସାଗର, ବିଷ୍ଣୁମୋହନ କବି, ଶୈଳଭାମା ମିଶ୍ର, ଅଭିଜୀତ ମିଶ୍ର, ନଭ୍ୟା, ପ୍ରଫୁଲ୍ଲ ବେହେରା ଏବଂ ବିଭୁ କିଶୋର ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।[୭]

ଗୀତ ସମ୍ପାଦନା

କ୍ରମଗୀତଗାୟକସମୟ
1."ରଙ୍ଗବତୀ ରଙ୍ଗବତୀ"ନଭ୍ୟା, ପ୍ରଫୁଲ୍ଲ ବେହେରା୦୪:୨୭
2."ଆ କ‌ହିଲେ ଜ‌ହ୍ନ ଫେରେ"ହ୍ୟୁମାନ ସାଗର, ଇରା ମହାନ୍ତି୦୫:୨୦
3."ଚାଲି ଯାଉଥିବା ଋତୁଟା"ବିଷ୍ଣୁମୋହନ କବି, ଇରା ମହାନ୍ତି୦୪:୨୬
4."ସଣ୍ଡେରେ ମୋର ବିଅର ପାର୍ଟି"ବିଭୁ କିଶୋର, ପ୍ରଫୁଲ୍ଲ ବେହେରା୦୫:୦୩
5."ତମକୁ ଦେଖିଲା ପରେ" ୦୧:୪୪
6."ଜୀବନର ଚଲାବାଟେ"ଶୈଳଭାମା, ଅଭିଜୀତ ମିଶ୍ର୦୪:୫୨

ଆଧାର ସମ୍ପାଦନା

  1. "ଜାନୁଆରୀ ୧୩ରେ ମୁକ୍ତିଲାଭ କରିବ ନୂଆ ଓଡ଼ିଆ ଚଳଚ୍ଚିତ୍ର ତମକୁ ଦେଖିଲା ପରେ". Cine Ctitics. Archived from the original on 23 July 2017. Retrieved 20 July 2017.
  2. "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି". sambad.in. 2 November 2017. Retrieved 2 November 2017.
  3. "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା ?". sambad.in. 30 September 2017. Retrieved 1 October 2017.
  4. "୮ ମାସରେ କେତୋଟି ଓଡ଼ିଆ ସିନେମା ?". Sambad.in. 3 September 2017. Archived from the original on 11 September 2017. Retrieved 8 September 2017.
  5. ""୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି" is locked ୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି". E News ଓଡ଼ିଆ. 6 July 2017. Retrieved 8 August 2017.
  6. "ଓଲିଉଡ୍‌: ପ୍ରଥମ ମାସରେ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା". ସମ୍ବାଦ. 1 February 2017. Archived from the original on 23 July 2017. Retrieved 20 July 2017.
  7. ୭.୦ ୭.୧ "Tamaku Dekhila Pare". Odia Movie Database. Archived from the original on 11 April 2017. Retrieved 20 July 2017.
  8. "ଫିଲ୍ମ 'ତମକୁ ଦେଖିଲା ପରେ'ରେ ସିଦ୍ଧାନ୍ତ-ନୈନାଙ୍କ ରିଲ୍ ରୋମାନ୍ସ". କନ‌କ ନ୍ୟୁଜ. 13 August 2016. Retrieved 20 July 2017.
  9. "୨୦୨୦ରେ ଓଲିଉଡର ଏହି ଲୋକପ୍ରିୟ ଯୋଡ଼ିମାନଙ୍କୁ ପୁଣି ଥରେ ଦେଖିବାକୁ ମିଳିବ | Sambad". ସମ୍ବାଦ. sambad.in. 27 January 2020. Archived from the original on 25 December 2021. Retrieved 25 December 2021.
  10. "ସବ୍ୟସାଚୀଙ୍କ ସହ କେବେ ଝିଲିକ୍‌". sambad.in. 11 May 2018. Retrieved 6 June 2018.

ବାହାର ଆଧାର ସମ୍ପାଦନା