ଟିକେ ଖରା ଟିକେ ଛାଇ

୨୦୧୭ର ଓଡ଼ିଆ କଥାଚିତ୍ର

ଟିକେ ଖରା ଟିକେ ଛାଇ, ୨୦୧୭ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୩][୪][୫][୬][୭] ଏହି କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ କୁମାର ସରୋଜ[୮][୯] ଏବଂ ପ୍ରଯୋଜନା କରିଥିଲେ ଅୟସ୍କାନ୍ତ ମହାନ୍ତି । ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଶ୍ୱ ସ୍ୱରୂପ । ଜତୀନ୍ଦ୍ର ପ୍ରଧାନ, ବିଶ୍ୱ ସ୍ୱରୂପ, ମାନସ ସାମଲ, ଦେବୀଦତ୍ତ ମହାନ୍ତି ପ୍ରମୁଖ ଏହି ଚଳଚ୍ଚିତ୍ରର ଗୀତ ରଚନା କରିଥିଲେ । ବିଶ୍ୱ ସ୍ୱରୂପ, ହ୍ୟୁମାନ ସାଗର, ଯସସ୍ୱିନୀ ନାୟକ, ଅସୀତ ତ୍ରିପାଠୀ, ଅସୀମା ପଣ୍ଡା, ସୁଦୀପ ପ୍ରଭୁ ପ୍ରମୁଖ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।

ଟିକେ ଖରା ଟିକେ ଛାଇ
ନିର୍ଦ୍ଦେଶକକୁମାର ସରୋଜ
ପ୍ରଯୋଜକଅୟସ୍କାନ୍ତ ମହାନ୍ତି
ସଂଳାପବାପୁ ଗୋସ୍ୱାମୀ, ଅଜୟ ସାମଲ
ଚିତ୍ରନାଟ୍ୟକୁମାର ସରୋଜ
କାହାଣୀମଧୁସ୍ମିତା ଦାଶ
କଳାକାରଦୀପକ ବାରିକ
ପ୍ରିୟଙ୍କା
ଦେବାଶିଷ
ବାବୁ
ଲୀନା
ସଙ୍ଗୀତବିଶ୍ୱ ସ୍ୱରୂପ
ମୁକ୍ତିଲାଭ ତାରିଖ
୨୧ ଅପ୍ରେଲ ୨୦୧୭[୧][୨]
ଦେଶ ଭାରତ
ଭାଷାଓଡ଼ିଆ

ଦୀପକ କୁମାର, ନବାଗତା ପ୍ରିୟଙ୍କା[୧] ଏବଂ ଦେବାଶିଷ ପତି ପ୍ରମୁଖ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।[୧୦][୧୧]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଶ୍ୱ ସ୍ୱରୂପ ।[୧୩] ଜତୀନ୍ଦ୍ର ପ୍ରଧାନ, ବିଶ୍ୱ ସ୍ୱରୂପ, ମାନସ ସାମଲ, ଦେବୀଦତ୍ତ ମହାନ୍ତି ପ୍ରମୁଖ ଏହି ଚଳଚ୍ଚିତ୍ରର ଗୀତ ରଚନା କରିଥିଲେ ବେଳେ ବିଶ୍ୱ ସ୍ୱରୂପ, ହ୍ୟୁମାନ ସାଗର, ଯସସ୍ୱିନୀ ନାୟକ, ଅସୀତ ତ୍ରିପାଠୀ, ଅସୀମା ପଣ୍ଡା, ସୁଦୀପ ପ୍ରଭୁ ପ୍ରମୁଖ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତଗାୟକସମୟ
1."ଟିକେ ଖରା ଟିକେ ଛାଇ"ବିଶ୍ୱ ସ୍ୱରୂପ, ଯସସ୍ୱିନୀ ନାୟକ୦୫:୧୩
2."ହିଆ ନଥିଲା"ବିଶ୍ୱ ସ୍ୱରୂପ୦୪:୩୧
3."ଲାଇଫ୍‌ଟା ଅକ୍ସିଜେନ ଗୁବାରା"ସୁଦୀପ ପ୍ରଭୁ୦୩:୨୧
4."ଓ ସାଥିରେ ଯଦି ପ୍ରେମ"ଅସୀତ ତ୍ରିପାଠୀ, ଅସୀମା ପଣ୍ଡା୦୪:୩୯
5."ଏଇ ମୋ ଆଖିରେ ଏଇ ମୋ ମନରେ"ହ୍ୟୁମାନ ସାଗର, ଯସସ୍ୱିନୀ ନାୟକ୦୪:୫୯

ଆଧାର ସମ୍ପାଦନା

  1. ୧.୦ ୧.୧ "ଆଜି ଶୁଭମୁକ୍ତି : ଟିକେ ଖରା ଟିକେ ଛାଇ". ସମ୍ବାଦ. 21 April 2017. Archived from the original on 25 July 2017. Retrieved 18 July 2017.
  2. "ଆଜି ଓଡ଼ିଆ ସିନେମା ଟିକେ ଖରା ଟିକେ ଛାଇର ଶୁଭମୁକ୍ତି". ପ୍ରାରମ ଓଡ଼ିଶା. Archived from the original on 23 July 2017. Retrieved 18 July 2017.
  3. "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି". sambad.in. 2 November 2017. Retrieved 2 November 2017.
  4. "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା ?". sambad.in. 30 September 2017. Retrieved 1 October 2017.
  5. "୮ ମାସରେ କେତୋଟି ଓଡ଼ିଆ ସିନେମା ?". Sambad.in. 3 September 2017. Archived from the original on 11 September 2017. Retrieved 8 September 2017.
  6. ""୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି" is locked ୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି". E News ଓଡ଼ିଆ. 6 July 2017. Retrieved 8 August 2017.
  7. "Tike Khara Tike chhai"released without notice". Odisha News Times. 22 April 2017. Retrieved 18 July 2017.
  8. "ପୁଣି ଆସୁଛନ୍ତି ଅନନ୍ୟା!". sambad.in. 23 April 2018. Retrieved 6 June 2018.
  9. "ଆଇଟମ୍‌ ଗର୍ଲ ବନି ଚର୍ଚ୍ଚିତା ହୋଇଥିବା ଏହି ନାୟିକା ଏବେ 'ପ୍ରେମ ବନ୍ଧନ'ରେ | Sambad". Sambad (in Odia). ଓଡ଼ିଶା. 19 September 2018. Archived from the original on 27 October 2022. Retrieved 19 September 2018.{{cite news}}: CS1 maint: unrecognized language (link)
  10. Mohapatra, Mrudu M. (24 March 2017). "Cast and Crew of Tike Khara Tike Chai". Odia Live. Retrieved 18 July 2017.
  11. "Tike Khara Tike Chhai". Odia Movie Database. Archived from the original on 20 July 2017. Retrieved 18 July 2017.
  12. "Manoj Mishra, Debashis Starrer Odia Movie 'Tandav' To Release On This Date". Odisha Bytes (in English). Bhubaneswar. 9 March 2021. Archived from the original on 22 December 2021. Retrieved 22 December 2021.{{cite news}}: CS1 maint: unrecognized language (link)
  13. "Ollywood Released new Movie TIke Khara Tike Chhai". E News ଓଡ଼ିଆ. 21 April 2017. Retrieved 18 July 2017.

ବାହାର ଆଧାର ସମ୍ପାଦନା