ମୁଁ ଗୋଟେ ଦୁଷ୍ଟ ପିଲା
୨୦୧୭ର ଓଡ଼ିଆ କଥାଚିତ୍ର
ମୁଁ ଗୋଟେ ଦୁଷ୍ଟ ପିଲା, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୨][୩] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଝରଣ ମଲ୍ଲିକ୍ ଏବଂ ସୁରଜ କୁମାର । ଅଶୋକ ମଲ୍ଲିକ୍ ଏହି କଥାଚିତ୍ରଟିର କାହାଣୀ, ସଂଳାପ, ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୪][୫] ସଙ୍ଗୀତ ନିର୍ଦ୍ଦେଶକ ବିଦ୍ୟାଧର ସାହୁ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ମୁଁ ଗୋଟେ ଦୁଷ୍ଟ ପିଲା | |
---|---|
ନିର୍ଦ୍ଦେଶକ | ଅଶୋକ ମଲ୍ଲିକ୍ |
ପ୍ରଯୋଜକ | ଝରଣ ମଲ୍ଲିକ୍, ସୁରଜ କୁମାର |
ସଂଳାପ | ଅଶୋକ ମଲ୍ଲିକ୍ |
ଚିତ୍ରନାଟ୍ୟ | ଅଶୋକ ମଲ୍ଲିକ୍ |
କାହାଣୀ | ଅଶୋକ ମଲ୍ଲିକ୍ |
କଳାକାର | ଅଶୋକ ମଲ୍ଲିକ୍ ଦୁଷ୍ମନ୍ତ ପଣ୍ଡା ଝାନ୍ସୀ ଅସିତ ପତି ବନମାଳୀ ପାଣ୍ଡିଆ ବ୍ରଜ ସିଂହ |
ସଙ୍ଗୀତ | ବିଦ୍ୟାଧର ସାହୁ |
ଚିତ୍ରଗ୍ରହଣ | ପ୍ରଦୀପ ଶୁଭମ |
ସମ୍ପାଦକ | ଅଶୋକ ଶର୍ମା |
ମୁକ୍ତିଲାଭ ତାରିଖ | ୧୦ ନଭେମ୍ବର ୨୦୧୭[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅଶୋକ ମଲ୍ଲିକ୍, ଦୁଷ୍ମନ୍ତ ପଣ୍ଡା, ଝାନସୀ[୬], ଦିବ୍ୟା, ରାନୀ, ଅସିତ ପତି, ବନମାଳୀ ପାଣ୍ଡିଆ, ଥିନ୍, ବ୍ରଜ ସିଂହ, ଦେବୀ ବାରିକ ଆଦି କଳାକାମାନେ ଅଭିନୟ କରିଥିଲେ ।[୭]
ଅଭିନୟ
ସମ୍ପାଦନା- ଅଶୋକ ମଲ୍ଲିକ୍
- ଦୁଷ୍ମନ୍ତ ପଣ୍ଡା
- ଝାନ୍ସୀ[୮][୯]
- ଦିବ୍ୟା
- ରାନୀ
- ଅସିତ ପତି
- ବନମାଳୀ ପାଣ୍ଡିଆ
- ଥିନ୍
- ବ୍ରଜ ସିଂହ
- ଦେବୀ ବାରିକ
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଦ୍ୟାଧର ସାହୁ ।[୭] ମୋହିତ ଚକ୍ରବର୍ତ୍ତୀ ଏବଂ ଆଲୋକ ଦେବ୍ ଏହି କଥାଚିତ୍ରଟିର ଗୀତ ଗୁଡ଼ିକ ରଚନା କରିଥିଲେ । ନନ୍ଦିତା ଭଞ୍ଜ, ସଞ୍ଜୁ ମହାନ୍ତି, ମୋନାଲିସା, ସୌରଭ, ପ୍ରଦୀପ ପଲାଇ, ମାଧବ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।[୧୦]
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|---|---|
1. | "ମୁଁ ଗୋଟେ ଦୁଷ୍ଟ ପିଲା" | |
2. | "ଝଡ଼ ଆସିଲେ ବି" | |
3. | "ହମେଁ ତୁମ୍ସେ ପ୍ୟାର ହୋଗୟା" | |
4. | "ଝାପ୍ସା ଚେହେରା" | |
5. | "ଆରେ ମୋର ଦିୱାନୀ" | |
6. | "ଚାରି ଟଙ୍କିଆ କାନଫୁଲ" |
ଆଧାର
ସମ୍ପାଦନା- ↑ "ଆଜି ମୁକ୍ତିଲାଭ କରୁଛି 'ମୁଁ ଗୋଟେ ଦୁଷ୍ଟପିଲା'". sambad.in. 10November 2017. Retrieved 11 November 2017.
{{cite news}}
: Check date values in:|date=
(help) - ↑ "୨୦୧୭ରେ କେତୋଟି ଓଡ଼ିଆ ସିନେମା ରିଲିଜ୍ ହୋଇଛି ?". sambad.in. 31 December 2017. Retrieved 1 February 2018.
- ↑ "ନଭେମ୍ବର ୩ରେ ରିଲିଜ୍ ହେବ ' ମୁଁ ଗୋଟେ ଦୁଷ୍ଟ ପିଲା '!". sambad.in. 15 October 2017. Retrieved 18 October 2017.
- ↑ "ଜେଲ ଫେରନ୍ତା ଅଶୋକ କୁମାର ଏବେ ଗୋଟେ ଦୁଷ୍ଟ ପିଲା". sambad.in. 17 October 2016. Archived from the original on 21 October 2017. Retrieved 18 October 2017.
- ↑ "Mahurat of Mu Abhinetree held inside Kalinga Studio". The Times of India. 2020-03-16. ISSN 0971-8257. Retrieved 2023-10-07.
- ↑ "ଏହି ଓଲିଉଡ୍ ନାୟକ କହୁଛନ୍ତି 'ଚାହିଁଥିବି ତତେ ହଜାରେ ବରଷ' | Sambad". Sambad. 31 August 2018. Retrieved 31 August 2018.
- ↑ ୭.୦ ୭.୧ "କେବେ ରିଲିଜ୍ ହେବ 'ମୁଁ ଗୋଟେ ଦୁଷ୍ଟ ପିଲା' ?". sambad.in. 18 June 2017. Archived from the original on 21 October 2017. Retrieved 18 October 2017.
- ↑ "ଚର୍ଚ୍ଚାରେ 'ମୁଁ ଗୋଟେ ଦୁଷ୍ଟପିଲା'ର ବର୍ଷା ଗୀତ !". ସମ୍ବାଦ. 27 October 2017. Retrieved 27 October 2017.
- ↑ "ଦୁଇ ଜଣଙ୍କ ସହ ରୋମାନ୍ସ କରୁଛନ୍ତି ଏହି ଓଲିଉଡ ନାୟକ". sambad.in. 24 May 2018. Retrieved 6 June 2018.
- ↑ "Mun Gote Dusta Pila – Grand Audio Released". E News ଓଡ଼ିଆ. 26 November 2016. Retrieved 18 October 2017.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ମୁଁ ଗୋଟେ ଦୁଷ୍ଟ ପିଲା